ମହାନଦୀ ଜଳରେ ଭାସୁଛି ନବଜାତ ଶିଶୁପୁତ୍ରର ମୃତଦେହ

ଭାପୁର,୧୭।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ନିକଟ ମହାନଦୀର ଘାଟତୁଠରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖାଯାଇଛି। ଏହା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଫତେଗଡ଼ ଥାନା ଏସ୍‌ଆଇ ନିରଞ୍ଜନ ବଡ଼ଜେନାଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି। ତେବେ ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରୁ କେହି ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା ଟାଉନ ଥାନା: ହ୍ୟାଣ୍ଡକପ୍‌ ଭାଙ୍ଗି ଅଭିଯୁକ୍ତ ଫେରାର

ବାରିପଦା ଅଫିସ,୫ା୧୧- ସୋମବାର ରାତିରେ ବାରିପଦା ଟାଉନ ଥାନାରୁ ହ୍ୟାଣ୍ଡକପ୍‌ ଭାଙ୍ଗି ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ରାତି...

ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ,୮ା୨ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି...

୫୩ ଇଟାଭାଟି ମାଲିକଙ୍କୁ ତହସିଲଦାରଙ୍କ ନୋଟିସ୍‌

ଜଳେଶ୍ୱର, ୩୦ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ସୁବର୍ଣ୍ଣରେଖା ନଦୀର ବାଲିର ବେଆଇନ ଉତ୍ତୋଳନ ଓ କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କି ଆସୁଥିବାରୁ ବିଭିନ୍ନ ପର୍ଯ୍ୟାୟରେ କୋଲକାତା...

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପ୍ରତିବାଦରେ ସହର ପରିକ୍ରମା

ବାଲେଶ୍ୱର ଅଫିସ, ୫।୧-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି), ନୂତନ ପଦ୍ଧତିରେ ଜନଗଣନା (ଏନ୍‌ଆରପି)କୁ ବିରୋଧ...

ଗୁଜରାଟରେ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା

ଗଞ୍ଜାମ,୨୦।୬(ଡି.ଏନ୍‌.ଏ): ଗୁଜରାଟରେ ଜଣେ ଓଡ଼ିଆ ଯୁବକଙ୍କ ପତ୍ତା ମିଳୁ ନ ଥିବା ଜଣାପଡ଼ିଛି। ଗଞ୍ଜାମ ସହର ସାମନ୍ତରାୟ ସାହିର ନାରାୟଣ ମହାରଣାଙ୍କ ବଡ଼ ପୁଅ ରଞ୍ଜନ...

୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ...

ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଟେଷ୍ଟିଂ କିଟ୍‌ ଓମିସିୟୋର ଓଡ଼ିଶାରେ ପହଞ୍ଚିଛି। ଏଣିକି ରାଜ୍ୟରେ ଓମିକ୍ରନ ଟେଷ୍ଟ ସହଜ ହେବ । ଓମିକ୍ରନ ଟେଷ୍ଟିଂ କିଟ୍‌ ଓଡ଼ିଶାରେ ପହଞ୍ଚିବା...

ସମସ୍ୟା ଘେରରେ ପ୍ୟାରୀମୋହନ ଏକାଡେମୀ

କଟକ ଅଫିସ,୩୧।୧: ପ୍ରାଚୀନ ସହର କଟକରେ ରହିଛି ଅନେକ ପୁରାତନ ଶିକ୍ଷାନୁଷ୍ଠାନ। ଏପରି କି ୧୦୦ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଏଠାରେ ସ୍ଥାପିତ ହୋଇଛି। ଭାରତର ସ୍ବାଧୀନତା...

Advertisement
Archives

Model This Week