Posted inଜାତୀୟ

ମରୁଡ଼ିଗ୍ରସ୍ତ ଔରଙ୍ଗାବାଦ୍‌: ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାଷୀଙ୍କୁ ଖାଦ୍ୟ ଓ ଗାଈଗୋରୁଙ୍କୁ ଦେଉଛି ମାଗଣା ଦାନା

ଔରଙ୍ଗାବାଦ୍‌,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର ମିଳିତ ସହଯୋଗରେ ଆରିତ ସ୍ବେଚ୍ଛାସେବର ସଂଗଠନ ପକ୍ଷରୁ ଚାଷୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବା ସହିତ ଗାଈଗୋରୁଙ୍କୁ ଦାନା ଦିଆଯାଉଛି। ଗାଈଗୋରୁଙ୍କ ପାଇଁ ଚାରା ଛାଉଣୀ ଶିବିର ସ୍ଥାପିତ ହୋଇଛି। ଏଠାରେ ସେମାନଙ୍କୁ ଆବଶ୍ୟକ ଦାନା ପ୍ରଦାନ କରାଯାଉଛି। ୩ଟି ତହସିଲ୍‌ର ପ୍ରାୟ ୧୨ ଶହ ଚାଷୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଗାଈଗୋରୁଙ୍କ ପାଇଁ ୫୦ଟି ଗୁହାଳ କରାଯାଇଛି। ଏଠାରେ ଚାଷୀ ତଥା ଗାଈଗୋରୁଙ୍କୁ ଦିନରେ ୨ ଥର ମାଗଣାରେ ଖାଇବାକୁ ଦିଆଯାଉଥିବା ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବାମ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରା ବିମାନରେ ଏକମାତ୍ର ଯାତ୍ରୀ; ଅମୃତସରରୁ ଦୁବାଇ ଯିବା ବେଳେ ‘ମହାରାଜା’ଙ୍କ ଭଳି ଲାଗୁଥିଲା ବୋଲି କହିଲେ…

ଅମୃତସର: ଅମୃତସରରୁ ୟୁଏଇକୁ ଏକାକୀ ଯାତ୍ରା। ଏହାକୁ ନେଇ ଚର୍ଚ୍ଚାରେ ସଂଯୁକ୍ତ ଆରବ ଏମିରେଟ୍ସରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍‌ପି ସିଂହ ଓବରୟ। ଏହି ଯାତ୍ରା...

ବେଶ କିଛିଦିନ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ଅଖିଳେଶ-ଶିବପାଲ, କାକାଙ୍କ ପାଦ ଛୁଇଁଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇଟାୱା,୨୦ ।୧୧: ଦାଦା ପୁତୁରାଙ୍କ ମଧ୍ୟରେ ସେମିତି କୌଣସି ଦୂରତା ନ ଥିଲା । କେବଳ ରାଜନୈତିକ ଦୂରତା ରହିଥିଲା ଯାହା ଏବେ ଦୂର ହୋଇଯାଇଛି...

ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ ଅଭିଯୋଗ...

ପଞ୍ଚାୟତର ତାଲିବାନୀ ନ୍ୟାୟ: ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇଲେ; ଛେପ ଚାଟିବାକୁ ଦେଲେ ଆଦେଶ

ଭାଗଲପୁର,୨୯।୬: ବିହାର ସୁପୌଲରେ ତ୍ରିବେଣୀଗଞ୍ଜର ଥଲହା ଗାଢ଼ିୟା ଉତ୍ତର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଗାଁ ପଞ୍ଚାୟତ ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା...

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ...

ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ

ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି...

ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା

କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା...

କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି

ଲକ୍ଷ୍ନୌ,୧୫।୨: କବି, ସାହିତ୍ୟକାର ତଥା ଏଏପି ନେତା କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ତାଙ୍କ ବାସଭବନ...

Advertisement
Archives

Model This Week