ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି। ଇମ୍ରାନ୍‌ ସରକାରଙ୍କ କହିବା କଥା ହେଲା ଯେଉଁମାନେ ଆର୍ଥିକ ଅପରାଧ ବା ଭଷ୍ଟ୍ରାଚାର ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବିଦେଶ ଯିବାକୁ ଅନୁମତି ମିଳିବ ନାହିଁ। ସୂଚନାଯୋଗ୍ୟ, ମରିୟମ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ହୋଇଥିବା ବେଳେ ତାଙ୍କ ନାଁ ୨୦୨୮ରେ ନୋ-ଫ୍ଲାଇଙ୍ଗ ଲିଷ୍ଟରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !

ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା...

କରୋନାକୁ ଫୁ: ମ୍ୟୁଜିକ୍‌ ଫେଷ୍ଟିଭାଲରେ ନାଚିଲେ ଲୋକେ…

ଲଣ୍ଡନ, ୩।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବ୍ରିଟେନ୍‌ରେ ଲୋକେ କରୋନା ସଂକ୍ରମଣକୁ ଫୁ ମନେକରି...

କରୋନାଭାଇରସ: ମୃତ୍ୟୁ ସଂଖ୍ୟା ୧,୫୨୩ ସଂକ୍ରମିତ ୬୬ ହଜାର

ବେଜିଂ,୧୫।୨: ଚାଇନାରେ କରୋନାଭାଇରସର ଭୟାବହତା ଥମିବାର ନାଁ ନେଉନି। ଦିନକରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଏବେ ସୁଦ୍ଧା ସେଠାରେ ୧,୫୨୩...

ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌...

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର...

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ୨୦୨୦ ବର୍ଷର ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୯ ।୧୦: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ(ଡପ୍ଲୁଏଫ୍‌ପି)କୁ ୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା କରାଯାଇଛି ।...

ପ୍ରେମିକାଙ୍କୁ ହତ୍ୟା କରି ୭ ମାସ ଧରି ଏକ ଘରେ ମୃତଦେହ ଲୁଚାଇ ରଖିଥିଲେ ପ୍ରେମିକ, ଏମିତି ପଡ଼ିଲା ଜଣା…

ଓ୍ବାଶିଂଟନ,୭ା୮: ଆମେରିକାରେ ରହୁଥିବା ଜଣେ ଯୁବକ ନିଜର ପ୍ରେମିକାଙ୍କୁ ହତ୍ୟା କରି ତାଙ୍କ ୭ ମାସ ଧରି ଏକ ବନ୍ଦ କୋଠରିରେ ଲୁଚାଇ ରଖିଥିଲେ। ପ୍ରେମିକାଙ୍କ...

କରୋନା ଭାଇରସରେ ସଂକ୍ରମିତ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୧୧।୩: ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନେ ଡୋରିସ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ନିଜ ଘରେ ତାଙ୍କୁ...

Advertisement


Archives

Model This Week