Posted inଖେଳ

ମନ ଜିତିଲେ ବିରାଟ

ନୂଆଦିଲ୍ଲୀ, ୨୮।୭- ମୁମ୍ବାଇର ବରେଲିସ୍ଥିତ ଏନ୍‌ଏସ୍‌ସିଆଇ ଡୋମଠାରେ ଶନିବାର ୟୁ ମୁମ୍ବା ଓ ପୁନେରି ପଲଟନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ମ୍ୟାଚ୍‌ ପୂର୍ବରୁ କୋହଲି ଜାତୀୟ ସଙ୍ଗୀତ ଗାଣ କରିଥିଲେ। ଟୁଇଟରରେ ଶେୟାର ହୋଇଥିବା ଏହାର ଭିଡିଓକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିବା ସହ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ମ୍ୟାଚ୍‌ରେ ଉଭୟ ଦଳର ଟ୍ୟାକେଲ ଓ ରେଡ୍‌ ଉପଭୋଗ କରୁଥିବା କ୍ୟାମେରାରେ ଦେଖିବାକୁ ମିଳିଥିଲା। ଜାତୀୟ ଆଇକନକୁ ଜାତୀୟ ସଙ୍ଗୀତ ଗାଣ କରୁଥିବାର ଦେଖିବାଠାରୁ ଆଉ ଭଲ ଅନୁଭୂତି ନାହିଁ। କୋହଲି ଜଣେ କିମ୍ବଦନ୍ତୀ କ୍ରିକେଟର। ଆମେ ତାଙ୍କ ପାଇଁ ଗର୍ବିତ ବୋଲି ପ୍ରଶଂସକମାନେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅଦଳବଦଳ ଦେଖିବାକୁ...

ରୋହିତଙ୍କ ମୂଲ୍ୟାୟନ କରିବ ମେଡିକାଲ ଟିମ୍‌

ନୂଆଦିଲ୍ଲୀ, ୧୩ା୧୨ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ‘କ୍ଲିନିକାଲି ଫିଟ୍‌’ ଘୋଷଣା କରିଛି। ଫଳରେ ସେ...

ସୁଷମାଙ୍କ ବିୟୋଗରେ କୋହଲିଙ୍କ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ଦଉଡ଼ି ଉପରେ ଚାଲି ଟେନିସ ଖେଳିଲେ ଏହି ଖେଳାଳି, ଲୋକେ କହିଲେ…

ସ୍ବିସ୍‌ ଫ୍ରିଷ୍ଟାଇଲ ସ୍କାଇଅର ସ୍ନୋବୋଲଡର ଆଣ୍ଡ୍ରି ରେଗେଟିଲ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଠି ସେ ଏକ ସ୍କେଟ୍‌ବୋର୍ଡ ଉପରେ ଡେଉଁଛନ୍ତି।...

୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ମଧ୍ୟ...

ଦ୍ୱିତୀୟ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି

ଚେନ୍ନାଇ, ୨ା୨- ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ୫୦ ପ୍ରତିଶତ ଦର୍ଶକଙ୍କୁ...

ସ୍ଥିତି ସମ୍ଭାଳିଛନ୍ତି ପୂଜାରା-ରାହାନେ

ଲଣ୍ଡନ,୧୫।୮: ଚଳିତ ଲଡର୍‌ସ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ସ୍ଥିତି ଏବେ ସଙ୍କଟରେ। ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆର ଟପ ଅର୍ଡର ଫେଲ ମାରିଛି। ମାତ୍ର...

ପୂର୍ବତନ ଭାରତୀୟ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା,୨୨ା୨ (ପି.ଟି.): ପୂର୍ବତନ ଭାରତୀୟ ଫୁଟ୍‌ବଲର ଅଶୋକ ଚାଟାର୍ଜୀଙ୍କ ପରାଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ୧୯୬୫ ଏବଂ ୧୯୬୬ରେ ମର୍ଡେକା କପ୍‌ ଜିତିଥିବା ଭାରତୀୟ...

Advertisement
Archives

Model This Week