ମନ୍ଦିରାଙ୍କ ଫିଟ୍‌ର ରାଜ୍‌

ଫ୍ୟାଶନ ଡିଜାଇନର ତଥା ଅଭିନେତ୍ରୀ ମନ୍ଦିରା ବେଦୀ ୪୭ ବର୍ଷ ବୟସରେ ପୂରା ଫିଟ୍‌ ଲାଗୁଛନ୍ତି। ଜଣେ ଉପସ୍ଥାପିକା ଭାବେ ବି ବେଶ୍‌ ସକ୍ରିୟ ଜଣାପଡନ୍ତି। ଫିଟ୍‌ନେସ ଲାଗି ମନ୍ଦିରା ହୋଟେଲ୍‌ ରୁମ୍‌ରେ ବହୁତ କମ୍‌ ଜାଗାରେ ୫-୪-୩-୨-୧ ଧାରାେରେ ଏନର୍ଜି ଲେଭଲ୍‌ ଓ ମୁଡ୍‌କୁ ନେଇ ବ୍ୟାୟାମ କରନ୍ତି। ପାଞ୍ଚ ମିନିଟ ସ୍କ୍ବାଟ୍‌, ୪ ମିନିଟ୍‌ ଜମ୍ପିଂ ଜ୍ୟାକ୍ସ,୩ ମିନିଟ୍‌ ଗ୍ଲୁଟେ ବ୍ରିଜସ୍‌,୨ ମିନିଟ୍‌ ଡବଲ୍‌ କ୍ରଞ୍ଜେସ୍‌ ଓ ୧ ମିନିଟ୍‌ ଫୁଲ୍‌ ବ୍ରୁପି( ପୁସ୍‌-ଅପ୍‌ ସହ) ୧୫ ମିନିଟ୍‌ ବ୍ୟାୟାମ କରିଥାନ୍ତି। ବିନା ବ୍ରେକ୍‌ରେ ଏହି ଧାରାରେ ତିନିଥର ରିପିଟ୍‌ କରି ପୂରା ୪୫ ମିନିଟ୍‌ ବ୍ୟାୟାମ କରନ୍ତି। ମନ୍ଦିରା ସୁଇମିଂ ଓ ରନିଂକୁ ମଧ୍ୟ ଭଲ ପାଆନ୍ତି। ଯେତେବେଳେ ତାଙ୍କ ପାଦରେ ଆଘାତ ଲାଗିଥିଲା ସେତେବେଳେ ସେ ବିଶ୍ରାମ ନେଇ ନ ଥିଲେ । ଏହା ଭଲ ହେବାକୁ ଦୁଇ ମାସ ଲାଗିଯାଇଥିଲା ଓ ସେହିି ସମୟରେ ସେ ୨୫ ମିଟର ସୁଇମିଂ ପୁଲ୍‌ରେ ୫୦ ଥର ପହଁରୁଥିଲେ। ଟ୍ରାଭେଲ୍‌ କରିବାବେଳେ ଜିମ୍‌ ନ ଥିବା ହୋଟେଲରେ ରହିଲେ ମନ୍ଦିରା ବାହାରକୁ ଦୌଡିବା ଲାଗି ବାହାରି ପଡ଼ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ।...

ନେକ୍ସଟ ଏ କମେଡିରେ ମୃଣାଳ

ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍‌ ଦେଖାଇ...

ପୁଣି ହୃଦୟ ଜିତିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଅଭିନୟ ବ୍ୟତୀତ ଦେଶ ବିଦେଶର କିଛି ପ୍ରସଙ୍ଗକୁ ନେଇ ବି ସେ...

୧୦ ବର୍ଷ ଧରି ଦୂରେଇ ଯାଇଥିଲି

ବମ୍ବେ: ବଲିଉଡ୍‌ର ସୁପରହିଟ୍‌ ନାୟିକା ତାଲିକାରେ ନାଁ ଥିଲେ ହେଁ ବଡ଼ ପରଦାରୁ ଦୂରେଇ ଯାଇଥିଲେ ସୁନ୍ଦରୀ ସୁସ୍ମିତା ସେନ୍‌। ଏବେ କିନ୍ତୁ ସେ ଓଟିଟି...

କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସହାୟତାର ହାତ ବଢ଼ାଇଲେ ବିକି

ମୁମ୍ବାଇ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ...

ଅକ୍ଟୋବରରେ ବିବାହ କରିବେ ନେହା!

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡଙ୍କ ବିବାହକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ପୂର୍ବ ପ୍ରେମିକଙ୍କଠାରୁ ଅଲଗା ହେବା ପରେ ଏବେ ନେହା ପଡିଛନ୍ତି...

ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଏମିତି କହିଲେ ପୂଜା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’କୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଛନ୍ତି। ଜାନୁୟାରୀ ୧୪ରେ ଏହି...

ରୋଗକୁ ନେଇ କେବେ ଚିନ୍ତିତ ହୁଅନ୍ତୁ ନାହିଁ:ସୋନାଲି ବେନ୍ଦ୍ରେ

ଗ୍ରେଡ୍‌ କ୍ୟାନ୍‌ସରରୁ ଆରୋଗ୍ୟ ଲାଭ କରିବା ପରେ ସାଧାରଣ ଜୀବନକୁ ଧୀରେ ଧୀରେ ଫେରୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସର ପୀଡ଼ିତ ହେବାର ଏକ ବର୍ଷ...

Advertisement
Archives

Model This Week