ମନେ ପକାନ୍ତି ତାପସୀ

ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍‌ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ। ହେଲେ ସେଠାରେ ଭାଗ୍ୟ ତାଙ୍କର ସାଥ୍‌ ଦେଇ ନ ଥିଲା। ସେତେବେଳେ ସେଠାକାର କେତେକ ଫ୍ଲପ ଅଭିନେତାଙ୍କ ଅପୋଜିଟ୍‌ରେ ତାଙ୍କୁ କାଷ୍ଟିଂ କରାଯାଇଥିଲା। ୨୦୧୩ରେ ତାଙ୍କୁ ପ୍ରଥମେ ବଲିଉଡ୍‌ରେ ବ୍ରେକ୍‌ ମିଳିଥିଲା। ଫିଲ୍ମଟି ଥିଲା ‘ଚସମେ ବଦ୍ଦୁର’। ପରବର୍ତ୍ତୀ ସମୟରେ ସେ ଅକ୍ଷୟ କୁମାରଙ୍କ ସହ ‘ବେବି’ରେ ଅଭିନୟ କରିଥିଲେ, ଯାହା ତାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। ଅବଶ୍ୟ ଏବେ ସେହି ସମୟ ନାହିଁ। ତାମିଲ ଏବଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଜଣେ ଆଗଧାଡ଼ିର ଅଭିନେତ୍ରୀ। ବଲିଉଡ୍‌ର ନିଜ କ୍ୟାରିୟରକୁ ଆହୁରି ଆଗେଇ ନେବାକୁ ବେଶ୍‌ ସତର୍କତାର ସହ ପାଦ ପକାଇବେ ବୋଲି କହନ୍ତି ତାପସୀ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଘରର ବାଲକୋନୀକୁ ଶୁଟିଂ ସେଟ୍‌ କରିଦେଲେଣି ଏହି ଅଭିନେତା

ବମ୍ବେ: କରୋନା କାଳରେ ଧିରେ ଧିରେ ଜନଜୀବନ ସ୍ବାଭାବିକ ହେବାରେ ଲାଗିଛି। ଏଣୁ ଚଳଚ୍ଚିତ୍ର, ବିଜ୍ଞାପନ ଆଦିର ଶୁଟିଂ ବନ୍ଦ କରି ଘରେ ବସିଥିବା କଳାକାରମାନେ...

ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ

ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି...

ଘରେ ରହି ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହେଲେ ତାପସି

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏହି ସମୟରେ ଘରେ ବନ୍ଦ ହୋଇ ରହି ମଧ୍ୟ...

ବଡ ପରଦାରୁ ଦୂରେଇ ରହି ବି ସୁନିଲ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ: ଦିନେ ନିଜ ଅଭିନୟ ବଳରେ ଦର୍ଶକଙ୍କ ପ୍ରିୟ ନାୟକ ପାଲଟିଥିବା ସୁନିଲ ସେଟ୍ଟୀ ଆଜି ବଡ ପରଦାଠାରୁ ବହୁ ଦୂରରେ। କର୍ନାଟକର ଏହି ମୂଳ...

ଅନୁଷ୍କାଙ୍କୁ କ୍ଷମା ମାଗିଲେ ଫାରୁକ୍‌ ଇଞ୍ଜିନିୟର

ନୂଆଦିଲ୍ଲୀ,୧।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କ୍ଷମା ମାଗିଛନ୍ତି ଫାରୁକ୍‌ ଇଞ୍ଜିନିୟର। ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଭାରତୀୟ...

ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଲେ ବିରାଟ!

ମୁମ୍ବାଇ: ନିକଟରେ ପାଳନ କରାଯାଇଛି କରଓ୍ବାଚୌଥ ବ୍ରତ। ଏଥିରେ ସବୁ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥିଲେ।...

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲ୍‌ରେ ନିଜକୁ ଖୋଜିଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି। ତେବେ ମୁମ୍ବାଇ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକ...

ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *