Posted inଜାତୀୟ

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି। ଏହି ମର୍ମରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଯେ, ମଧ୍ୟପ୍ରଦେଶ ଭାଇରସ୍‌ ମହାରାଷ୍ଟ୍ର ମୁହାଁ ହେବାର ସମ୍ଭାବନା ନାହିଁ। ଏନେଇ ମହାରାଷ୍ଟ୍ର ସରକାର ଆଶ୍ୱସ୍ତ ରହିବା ଆବଶ୍ୟକ। ରାଜ୍ୟରେ ସରକାର ଗଠନ ପୂର୍ବରୁ ଭାଜପା ସଙ୍କଟ ଜନକ ସ୍ଥିତି ସୃଷ୍ଟି କରିଥିଲା। ତେବେ ଏକ ବାଇପାସ୍‌ ସର୍ଜରୀ କରାଯାଇ ଶିବସେନା ସରକାରଙ୍କ ପାଇଁ ପଥ ସୃଷ୍ଟି କରାଯାଇଥିବା ସଞ୍ଜୟ ଏକ ମଜାଳିଆ ଢ଼ଙ୍ଗରେ ଏଭଳି କହିଛନ୍ତି। ଏବେ ସଞ୍ଜୟଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଇଭର ପାଇଁ ରୋଜା ରଖିଲେ ବନ ଅଧିକାରୀ

ମୁମ୍ବାଇ,୩୧।୫: ବହୁ ସ୍ଥାନରେ ଧର୍ମ ନାଁରେ ଦଙ୍ଗା, ମାରପିଟ୍‌ ଓ ରାଜନୀତି ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ମହାରାଷ୍ଟ୍ରରେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ...

ଆର୍‌ସି ଏବଂ ଡିଏଲ୍‌ ସହିତ ଲିଙ୍କ୍‌ ହେବ ମୋବାଇଲ୍‌ ନମ୍ବର: ମୋଦି ସରକାର ଲୋଡିଲେ ଲୋକଙ୍କ ମତାମତ

ନୂଆଦିଲ୍ଲୀ,୭।୧୨: ଏଣିକି ରେଜିଷ୍ଟ୍ରେଶନ ସାର୍ଟିଫିକେଟ(ଆର୍‌ସି) ଏବଂ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ସହିତ ମୋବାଇଲ୍‌ ନମ୍ବରକୁ ଲିଙ୍କ୍‌ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି।...

ଜେଏମ୍‌ଏମ୍‌ ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୧୬।୭: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ବଢୁଛି ରାଜନୈତିକ ଦଳର ସମର୍ଥନ। ନିକଟରେ ଜେଏମ୍‌ଏମ୍‌ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏବେ ଜେଡି(ଏସ୍‌)...

ମେ’ ୨ ବିଜୟ ଉତ୍ସବ ପାଳନ ଉପରେ କଟକଣା: ନିର୍ଦ୍ଦେଶ ଜାରି କଲେ ଇସି…

ନୂଆଦିଲ୍ଲୀ, ୨୭।୪: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ତେବେ ଫଳାଫଳ ନେଇ କୌଣସି ବିଜୟ ଉତ୍ସବ ପାଳନ କରାଯିବ...

ସୁପ୍ରିମକୋର୍ଟ ଗଲେ ନୂପୁର: ଲଗାତର ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ସୁପ୍ରିମକୋର୍ଟ ଯାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର...

୧୨ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ: ଗାଜିପୁର ବର୍ଡରରେ ନାଚୁଛନ୍ତି କୃଷକ

ନୂଆଦିଲ୍ଲୀ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ...

ଦେଶରେ ବହୁ ନୂଆ ସହର ଗଢ଼ି ଉଠିବ, ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୬।୨ : କର୍ନାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବାଭାରତ ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦେଇପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ ବହୁ...

ଏଏପି ଏମ୍‌ପିଙ୍କୁ ୩ ମାସ ଜେଲ୍‌

ନୂଆଦିଲ୍ଲୀ,୧୨।୧: ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ...

Advertisement
Archives

Model This Week