Posted inଜାତୀୟ

ମଦର ଟେରେସା ସିଷ୍ଟର କନ୍‌ସିଲିଆଙ୍କୁ ଜାମିନ

ରାଞ୍ଚତ୍,୧ା୧୦-ଶିଶୁ ଚୋରାଚାଲାଣ ଅଭିଯୋଗରେ ଗିରଫ ମିଶନାରିଜ୍‌ ଅଫ ଚାରିଟି ସଦସ୍ୟା ତଥା ଅନ୍ୟତମ ମଦର ଟେରେସା ସିଷ୍ଟର କନ୍‌ସିଲିଆ ବାକ୍ସଲାଙ୍କୁ ଜାମିନ ମିଳିଛି। ୮ ମାସ ପୂର୍ବେ ଗିରଫ ହୋଇଥିବା କନ୍‌ସିଲିଆଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଝାଡ଼ଖଣ୍ଡର ନିର୍ମଳ ହୃଦୟ କନ୍‌ଭେଣ୍ଟରୁ ଶିଶୁ ଚାଲାଣ କରିବା ଅଭିଯୋଗରେ ୨୦୧୮ ଜୁଲାଇ ୫ରେ ସିଷ୍ଟର କନ୍‌ସିଲିଆ ଓ କନ୍‌ଭେଣ୍ଟ କର୍ମଚାରୀ ଅନିମା ଇନ୍ଦଓ୍ବରଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଅନିମା ଜାମିନରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିଂ ବୁଥରେ ପସିବାରୁ ଅଭିନେତାଙ୍କ କାର ଜବତ

  ଅମୃତସର,୨୦।୨: ପଞ୍ଜାବର ମୋଗା ଜିଲାରେ ପୋଲିଂ ବୁଥରେ ପସିବାକୁ ଉଦ୍ୟମ କରିବାରୁ ତାଙ୍କ କାରକୁ ସିଜ କରି ଦେଇଛି ପଞ୍ଜାବ ପୋଲିସ। ୧୧୭ ବିଧାନସଭା...

ଦିପାବଳୀର ଭିନ୍ନ ଉପହାର: ୧୦ ଗ୍ରାମ ସୁନା, ମୋବାଇଲ, ମିକ୍ସର… ରୋଗୀ ଆଣ ଉପହାର ନିଅ

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶର ଆଗର ମାଲୱା ଜିଲାରେ ଚିକିତ୍ସା ବିଭାଗ ଏକ ଭିନ୍ନ ଉପହାର ଘୋଷଣା କରିଛି । ଟିବି ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା...

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୨୭ା୧୧: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ସକ୍ରିୟ ଭାବେ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ଖେଡାଠାରେ ଏକ ନିର୍ବାଚନୀ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ଏହାପରେ ତାଙ୍କର ଜ୍ୱର କମିଯିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏବେ...

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ...

ନୂଆ କୃଷି ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ପାଟନା,୧୮।୮: ବିହାରରେ କ୍ୟାବିନେଟର ସମ୍ପ୍ରସାରଣ ପରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ନୂତନ ଆଇନ ମନ୍ତ୍ରୀ ତଥା ଆରଜେଡି ନେତା କାର୍ତ୍ତିକେୟ ସିଂଙ୍କ ପରେ ଏବେ ନୂତନ...

ଜୀବନକୁ ବାଜି ଲଗାଇଲେ ଗର୍ଭବତୀ ନର୍ସ

ରାୟପୁର,୨୬।୫: ଦେଶରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଲୋକଙ୍କ ମନରେ ଭୟ...

ବନ୍ଦ ରାସ୍ତା ପାଇଁ ଧାରଣାରେ ବସିଲେ ବର, ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୭।୧୨ : ଉତ୍ତରାଖଣ୍ଡରେ ଜଣେ ବର ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ...

Advertisement
Archives

Model This Week