Posted inଜାତୀୟ

ମଝି ଆକାଶରେ ପକ୍ଷୀ ସହ ଜାଗୁଆର ଯୁଦ୍ଧ ବିମାନ ଧକ୍କା

ଚଣ୍ଡିଗଡ଼,୨୭।୬: ହରିୟାଣା ଅମ୍ବାଲାରେ ଜାଗୁଆର ଯୁଦ୍ଧ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପକ୍ଷୀ ସହ ଧକ୍କା ଦେବାରୁ ଏଭଳି ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ବିମାନର ଇର୍ମଜେନ୍ସି ଲାଣ୍ଡିଂ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନର କିଛି ଅଂଶ ଏକ ଘର ଉପରେ ପଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧି ଶିଖିବ ଚାଇନା: ଏବେ ଏସବୁ ସଂସ୍ଥା ଉପରେ ମୋଦି କରିବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨।୮: ଭାରତ ସରକାର ଚାଇନାର ୧୦୦ରୁ ଅଧିକ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏହା ସହିତ ଚାଇନା କମ୍ପାନୀକୁ ଦିଆଯାଇଥିବା ବହୁ ଠିକାକୁ ମଧ୍ୟ ରଦ୍ଦ କରାଯାଇଛି।...

ଗିରଫ ହେଲେ ‘ବୁଲ୍ଲି ବାଈ’ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଗୁଆହାଟୀ, ୭ା୧: ଜଣାଶୁଣା ତଥା ସମାଜରେ ପରିଚିତ ମୁସଲମାନ ମହିଳାଙ୍କ ଫଟୋ ବୁଲ୍ଲି ବାଈ ଆପ୍‌ରେ ଛାଡ଼ି ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ପୋଲିସ...

ଦେଶରେ କରୋନା ନେଲା ୧,୦୭୪ ମୁଣ୍ଡ

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି। ଏବେ...

ଏଣିକି ବିମାନ ଯାତ୍ରାବେଳେ ଆବଶ୍ୟକ ପଡିବନି ମାସ୍କ

ନୂଆଦିଲ୍ଲୀ,୧୬।୧୧: ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯାତ୍ରୀମାନେ ଏହାକୁ ପ୍ରାଥମିକତା ଭାବରେ ବ୍ୟବହାର କରିବା ଉଚିତ୍‌। ବୁଧବାର ସରକାର ଏ...

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି।...

ଖୋଲିବାକୁ ପ୍ରସ୍ତୁତ ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ପାଇଁ ମାର୍ଚ୍ଚ ଶେଷ ବେଳକୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ସେବେଠାରୁ ଦେଶରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ...

ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୧୬।୧୨: ଆଜି ବସିବ କ୍ୟାବିନେଟ୍‌ ବୈଠକ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ନଭେମ୍ବର ୨ରେ କ୍ୟାବିନେଟ୍‌ ବୈଠକ...

ମାନବିକତା ହଜାଇ ଦେଲାଣି କରୋନା

ଜମ୍ମୁ,୪।୫ : କୋଭିଡ୍‌-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ସାଙ୍ଘାତିକ ପରିସ୍ଥିତି। ମହାମାରୀ ଭୟରେ ଲୋକେ ଭୁଲିଗଲେଣି ମାନବିକତା। ଏହାର ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରର...

Advertisement
Archives

Model This Week