Posted inଜାତୀୟ

ମଙ୍ଗଳ ଗ୍ରହର ପରୀକ୍ଷା ପାଇଁ ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌

ଭୁଜ,୯।୩: ଗୁଜରାଟ ଭୁଜ ଅଞ୍ଚଳରେ ଥିବା ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ମୃତ୍ତିକା ମଙ୍ଗଳ ଗ୍ରହର ପୃଷ୍ଠତଳ ସହିତ ମେଳ ଖାଉଛି। ତେଣୁ ମହାକାଶ ବିଜ୍ଞାନୀ ଏଠାରେ ପରୀକ୍ଷା ଜାରି ରଖିଛନ୍ତି। ଏଠାରେ ବାସାଲ୍ଟ ଟେରେନ୍‌ ଜିରୋସାଇଟ୍‌ ରହିଛି। ଯାହାକି ମଙ୍ଗଳ ଗ୍ରହରେ ମଧ୍ୟ ଥିବା କୁହାଯାଉଛି। ଇସ୍ରୋ, ଖଡ଼ଗପୁର ଆଇଆଇଟି ଏବଂ ହାଇଦ୍ରାବାଦ୍‌ ଜିଓଫିଜିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏଠାରେ ମିଳିତ ଭାବେ ଅଧ୍ୟୟନ ମଧ୍ୟ ଜାରି ରହିଛି। ଏହି ଅଧ୍ୟୟନ ଅଗାମୀ ଦିନରେ ଇସ୍ରୋର ମଙ୍ଗଳ ମିଶନ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଖଡ଼ଗପୁର ଆଇଆଇଟିର ପ୍ରଫେସର ସାଇବଲ ଗୁପ୍ତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ...

ଏସ୍‌ଏଫ୍‌ଜେର ନୂଆ ଷଡ଼ଯନ୍ତ୍ର: ଖଲିସ୍ତାନ ପତାକା ଉଡ଼ାଇଲେ ମିଳିବ ୧୦ ହଜାର ଡଲାର ପୁରସ୍କାର

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଶିଖ୍‌ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ନୂଆ...

ହାଇଦ୍ରାବାଦ ପରେ ମୁମ୍ବାଇରେ ପ୍ରବଳ ବର୍ଷା: ରେଡ ଆଲର୍ଟ ଜାରି

ମୁମ୍ବାଇ,୧୫ ।୧୦:ହାଇଦ୍ରାବଦରେ ବୁଧବାର ହୋଇଥିବା ବର୍ଷାରେ ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବର୍ଷାରେ ମୁମ୍ବାଇ ହୋଇଛି ବେହାଲ ।...

ହ୍ବିଲଚେୟାରରେ କରିବି ପ୍ରଚାର: ମମତା

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲରୁ ଏକ ଭିଡ଼ିଓ ଜାରି କରିଛନ୍ତି। ଏଥିରେ ମମତା କହିଛନ୍ତି ଯେ, ସେ ହ୍ବିଲ୍‌ଚେୟାରରେ...

କଙ୍ଗୋ ନାଗରିକଙ୍କ ହାଜତ ମୃତ୍ୟୁ

ବେଙ୍ଗାଲୁରୁ,୪ା୮: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋର ଜଣେ ନାଗରିକଙ୍କ ବେଙ୍ଗାଲୁରୁ ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ମଙ୍ଗଳବାର ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଲାଠିଚାର୍ଜ...

ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର...

ଦେଶ କରୋନା ସହ ଲଢୁଥିବା ବେଳେ କଂଗ୍ରେସ ଲଢୁଛି କେନ୍ଦ୍ର ସହ: ଜାଭେଡକର

ନୂଆଦିଲ୍ଲୀ,୨୪।୪: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସାରା ଦେଶ କରୋନା ଭାଇରସ ସହ ଲଢୁଥିବା...

ବିହାର ବିଧାନସଭା ନିର୍ବାଚନୀ ପ୍ରଚାର: ପାଟନାରେ ବ୍ୟବହୃତ ହେବ ୪୭ ପଡ଼ିଆ, ୧୯ ହଲ୍‌

ପାଟନା, ୪।୧୦: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନୀ ପ୍ରଚାରରେ ରାଜଧାନୀ ପାଟନାରେ ୪୭ ଟି ଖୋଲା ପଡ଼ିଆ ଏବଂ ୧୯ଟି ହଲ୍‌...

Advertisement


Archives

Model This Week