ଭୟଭୀତ ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲାଣି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଏହାକୁ ନେଇ ପ୍ରତିଥର ସେ ଏମିତି କିଛି କାମ କରୁଛି ଯାହା ତା’ର ବ୍ୟସ୍ତତାକୁ ସ୍ପଷ୍ଟଭାବେ ଦର୍ଶାଉଛି। ଏପର୍ଯ୍ୟନ୍ତ ଟ୍ରେନ୍‌ ଓ ବସ୍‌ ସେବା ବନ୍ଦ କରିଥିବା ପାକିସ୍ତାନ ଏବେ ପୁଣି ଏକ କୁଟନୀତି ପ୍ରୟୋଗ କରିବାକୁ ଯାଉଛି। ଲଦାଖ ନିକଟରେ ଥିବା ପାକିସ୍ତାନର ଏୟାରବେସ୍‌ରେ ଏବେ ସେ ଯୁଦ୍ଧ ବିମାନ ରଖିବା ଆରମ୍ଭ କରିଦେଇଛି। ଏଏନ୍‌ଆଇର ସୂଚନା ଅନୁଯାୟୀ ସୀମାରେ ମଧ୍ୟ ପାକିସ୍ତାନ ତା’ର ସେନା ସଂଖ୍ୟାରେ ବୃଦ୍ଧି କରିଛି। ଏପଟେ ଭାରତର ଗୁଇନ୍ଦା ବିଭାଗ ପାକିସ୍ତାନର ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସବୁ ପରିସ୍ଥିତିର ସାମ୍ନା କରିବାକୁ ସେନା ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀ ମୁହାଁ ବିଶାଳକାୟ ଗ୍ରହାଣୁପିଣ୍ଡ: ଆକାର ସାଙ୍ଘାଇ ଟାଓ୍ବାର ଭଳି…

ଓ୍ବାଶିଂଟନ,୨୬।୭ : ମହାକାଶ ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ । ବେଳେବେଳେ ଏକ ଗ୍ରହାଣୁ ପିଣ୍ଡ ଯୋଗୁ ବିପଦ ସୃଷ୍ଟି ହୋଇଥାଏ। ସମ୍ପ୍ରତି ଜ୍ୟୋତିର୍ବିଜ୍ଞାନୀମାନେ ଚେତାବନୀ...

ଦୁବାଇରେ ଚମକିଲା ଭାରତୀୟ ଯୁବ ଇଞ୍ଜିନିୟରଙ୍କ ଭାଗ୍ୟ

ଦୁବାଇ,୨୩।୧: ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବ ଇଞ୍ଜନିୟରଙ୍କ ଭାଗ୍ୟ ଚମକିଛି। ଶିଭିନ୍‌ ଓ୍ବିଲସନ ନାମକ ଜଣେ ଇଞ୍ଜିନିୟର ଏକ ସାପ୍ତାହିକ ଲକି ଡ୍ରରେ ୪୦...

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା…

କଲମ୍ବୋ,୩୧।୧ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ସମର୍ଥନରେ...

କିଛି ଘଣ୍ଟାର ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ, ହରାଇ ପାରନ୍ତି ଆଖି

ନ୍ୟୁୟର୍କ,୧୩ ।୮: ନାମୀଦାମୀ ଲେଖକ ସଲମାନ ରୁଶିଦଙ୍କ ଉପରେ ଆମେରିକାର ନ୍ୟୁୟର୍କରେ ଆକ୍ରମଣ ହୋଇଛି । ଭାରତୀୟ ମୂଳ ବାସିନ୍ଦା ସଲମାନ ରୁଶିଦଙ୍କ ଉପରେ ହଠାତ୍...

ବ୍ଲୁ ଆମୋନିଆ: ପ୍ରଥମଥର ସୌଦି ଆରବରୁ ଯାଉଛି ଜାପାନ

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି ।...

ଥରିଲା ଆମେରିକା, ଦିଆଯାଇଛି ସୁନାମି ଚେତାବନୀ

ଆଲାସ୍କା,୧୬।୭: ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପାଯାଇଛି। ଏହି ଭୂକମ୍ପ...

ଜାପାନ ସାଗରରେ ମିଳିତ ନୌସମରାଭ୍ୟାସ, ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା…

ଟୋକିଓ,୨୫।୧୧: ଦକ୍ଷିଣ ଚାଇନା ସାଗରରୁ ଜାପାନ ସାଗର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ ପକ୍ଷରୁ ମିଳିତ ଭାବେ ନୌସମରାଭ୍ୟାସ ଜାରି...

ଡୋମିନିକାନ ଗଣରାଜ୍ୟରେ ବିମାନ ଦୁର୍ଘଟଣା, ୯ ମୃତ

ଡୋମିନିକା,୧୬ ।୧୨: ଡୋମିନିକାନ ଗଣରାଜ୍ୟର ରାଜଧାନୀ ସେଣ୍ଟୋ ଡୋମିଙ୍ଗୋରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ବୁଧବାର ରାତିରେ ଲାସ ଆମେରିକା ଏୟାରପୋର୍ଟରେ ଜରୁରୀ ଅବତରଣ...

Advertisement
Archives

Model This Week