Posted inଜାତୀୟ

ଭୁଶୁଡିଲା ଗେଷ୍ଟହାଉସ୍‌ କୋଠା, ୩୫ ଯବାନ ଫଶିଥିବା ଆଶଙ୍କା

ସିମଲା, ୧୪।୭: ହିମାଚଳପ୍ରଦେଶର ସୋଲନରେ ଏକ ଗେଷ୍ଟହାଉସ୍‌ କୋଠା ଭୁଶୁଡି ପଡିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି। ଭାରତୀୟ ସେନାର ୩୦ରୁ ୩୫ ଜଣ ଜବାନ କୋଠା ତଳେ ଚାପି ହୋଇଯାଇଥିବା କୁହାଯାଉଛି। ଯବାନମାନେ ବସ୍‌ରେ ଯାଉଥିବାେବେଳ ଗେଷ୍ଟହାଉସ ପାଖେ ଅଟକି ମଧ୍ୟାହ୍ନଭୋଜନ କରୁଥିଲାବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ...

ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍‌ ଚିହ୍ନଟ …

ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି।...

କୃଷକଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ରେଳ ସେବା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୭।୮: ଭାରତୀୟ ରେଳ ବିଭାଗ ଶୁକ୍ରବାର କିଷାନ୍‌ ରେଳ ସେବାର ଶୁଭାରମ୍ଭ କରିଛି। ଏହି ପାର୍ଶଲ ଟ୍ରେନ୍‌ ମହାରାଷ୍ଟ୍ରର ନାସିକ ଜିଲାର ଦେଭଲାଲୀରୁ ପାଟନାର...

ବଳାତ୍କାର ପୀଡ଼ିତାଙ୍କୁ ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ…

ମୁମ୍ବାଇ, ୧।୭ : ଜଣେ ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ କରି ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ବଳାତ୍କାର ଯୋଗୁ ଜାତ...

ତ୍ରିପୁରାର ୧୧୬ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୦୨ ବିଏସ୍‌ଏଫ୍‌ କର୍ମଚାରୀ

ଅଗରତାଲା,୯।୫: ତ୍ରିପୁରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣ ବିଏସ୍‌ଏଫ୍‌ କର୍ମଚାରୀ...

ବଳଦ ସହ ମିଶି ହଳ ଟାଣୁଛନ୍ତି କୁନି ବାଳକ, କାରଣ ଜାଣିଲେ…

ହାଇଦ୍ରାବାଦ,୧୭ା୬: ମଣିଷ ହଳ ଟାଣୁଥିବାର ବଲିଉଡ୍‌ର କିଛି ପୁରୁଣା ଫିଲ୍ମରେ ନିଶ୍ଚିତ ଦେଖିଥିବେ। ମାତ୍ର ବାସ୍ତବରେ ମଧ୍ୟ ବଳଦ ନ ଥିଲେ ମଣିଷ ହଳ ଟାଣେ।...

ତହସିଲଦାରଙ୍କ ଘରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ହାଇଦ୍ରାବାଦ,୧୫।୮-ତେଲେଙ୍ଗାନାର ମେଦଛାଲ ମାଲକାଜଗିରି ଜିଲାର ରାଜସ୍ବ ଅଧିକାରୀଙ୍କ ଘରେ ଦୁର୍ନୀତି ନିରୋଧୀ ଶାଖା ଶୁକ୍ରବାର ରାତିରେ ଚଉାଉ କରି ନଗଦ ଏକ କୋଟି ୧୦ ଲକ୍ଷ...

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

Advertisement
Archives

Model This Week