ଭିନ୍ନ ଲୁକ୍‌ରେ ରବିନା

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନଙ୍କ ବୟସ ସିନା ବୃଦ୍ଧି ହୋଇଛି ହେଲେ ଏବେବି ସେ ବର୍ତ୍ତମାନର ନାୟିକାଙ୍କୁ ଟକ୍କର ଦେବାରେ ଓସ୍ତାଦ। ରବିନା ଏବେ ‘କେଜିଏଫ୍‌’ର ଦ୍ୱିତୀୟ ଭାଗ ଶୁଟିଂ ପାଇଁ ବ୍ୟସ୍ତ ଥିବା ଜଣାପଡିଛି। ଆଉ ଏହାରି ଭିତରେ ସେ ଏମିତି ଏକ ଫଟୋ ଶୁଟ୍‌ କରିଛନ୍ତି ଯାହା ଆସିଛି ଚର୍ଚ୍ଚାକୁ। ଫଟୋରେ ରବିନାଙ୍କ ଲୁକ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ସୋସିଆଲ ମିଡିଆରେ ରବିନାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ‘କେଜିଏଫ୍‌’ର ଶୁଟିଂ ପାଇଁ ଗତ ସପ୍ତାହରେ ରବିନା ହାଇଦ୍ରାବାଦ ଗସ୍ତ କରିଥିବା ଜଣାପଡିଛି। ଆଉ ଏହି ସମୟରେ ସେ ସମୁଦ୍ର କୂଳରେ ଯେଉଁ କେତୋଟି ଫଟୋ ଉଠାଇଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ସେଟ୍ଟୀଙ୍କ ‘ଖତ୍‌ରୋଁ କେ ଖିଲାଡୀ’ର ଶୁଟିଂ ଆରମ୍ଭ: ପ୍ରଥମ ଦିନର ଭିଡିଓ ଲିକ୍‌

ସୋଫିଆ,୬।୮: ଟେଲି ଜଗତର ପପୁଲାର ରିଅଲଟି ଶୋ ‘ଖତ୍‌ରୋଁ କେ ଖିଲାଡୀ’ ଖୁବ୍‌ଶୀଘ୍ର ଦର୍ଶକ ଟିଭିରେ ଦେଖିପାରିବେ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।...

କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍‌ ଲେଖିଲେ ଭାଇଜାନ୍‌

ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍‌ଙ୍କ ଫିଲ୍ମକୁ...

ଗୁଜବକୁ ଖାତିର କରେନି: ଲିପି ମହାପାତ୍ର

ପାଠରେ ଶାଠରେ ପ୍ରେମରେ, ଝିଅ ମୁଁ ଏକ ନମ୍ବର…। ବାସ୍ତବରେ ପାଠରେ ଯେମିତି, ନୃତ୍ୟ ଏବଂ ଅଭିନୟରେ ମଧ୍ୟ ସେପରି ଦକ୍ଷତା ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି...

ଗର୍ଭଧାରଣ ବିଷୟ ଏମିତି ଲୁଚାଇ ରଖିଥିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଅନୁଷ୍କା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବେବି ବମ୍ପ...

ଟେବୁଲ ଟେନିସ ଖେଳିଲେ ଆମିର

ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାଁ ନିକଟରେ କିରନ ରାଓଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହି ଖବର ପରେ...

ଫିଲ୍ମ ଛାଡି କ୍ରିକେଟ ଖେଳିଲେ ଏହି ଅଭିନେତା

ରାଜକୁମାର ରାଓ ବଲିଉଡ୍‌ର ଏମିତି ଜଣେ ଅଭିନେତା ଯାହାଙ୍କ ନାମ ପସନ୍ଦର କଳାକାରଙ୍କ ତାଲିକାରେ ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ...

ନୂଆବର୍ଷରେ କରିନାଙ୍କ ସହ ନଜର ଆସିବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ଲେଉଟାଣିକୁ ଦର୍ଶକେ ବେଶ୍‌ ଆଗ୍ରହର ସହ ଅପେକ୍ଷା ରଖିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଶାହାରୁଖ କରନ ଜୋହରଙ୍କ ଫିଲ୍ମରେ...

ଅଡୁଆରେ ଜ୍ୟାକଲିନ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ପାଖାପାଖି ୫ ଘଣ୍ଟା ଧରି ପଚରା ଉଚରା କରିଛି । ଦିଲ୍ଲୀରେ...

Advertisement
Seven Jackpot


Archives

Model This Week