ଭାଲେଣ୍ଟାଇନ ଡେ’ରେ ଛୁଟି କାଟିବାକୁ ବାହାରିଲେ ଦୀପବୀର

ମୁମ୍ବାଇ: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍‌ ଓ୍ବିକ୍‌। ଏବେ ଏହାକୁ ନେଇ କିଏ କେତେ ପ୍ଲାନ କରି ସାରିଛନ୍ତି। ବିଶେଷ କରି ବଲିଉଡ୍‌ ସେଲିବ୍ରିଟିମାନେ ଏହାକୁ ନେଇ ସେଲିବ୍ରେଶନ ମୁଡରେ ଅଛନ୍ତି। ଏବେ ବଲିଉଡ୍‌ର ଚର୍ଚ୍ଚିତ କପୁଲ ଦୀପିକା ପାଦୁକୋନ ଓ ରଣବୀର କପୁର ଭାଲେଣ୍ଟାଇନ ଡେ’ ପାଇଁ ଛୁଟି କାଟିବାକୁ ବିଦେଶ ଯାଇଥିବା ଜଣାପଡିଛି। ନିକଟରେ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିରେ ସେ ନିଜର ଓ ସ୍ବାମୀ ରଣବୀରଙ୍କର ପାସପୋର୍ଟର ଏକ ଫଟୋ ଶେୟାର କରିଥିବା ଦେଖାଯାଇଛି। ଆଉ ଏହା ସହ ଦୀପିକା କ୍ୟାପଶନରେ ଲେଖିଛନ୍ତି, ‘ମେଁ ଔର ଓ୍ବ…ଛୁଟିୟାଁ’। ଏଥିରୁ ଅନୁମାନ କରାଯାଉଛି କି ଏହି କପୁଲ ଛୁଟି କାଟିବାକୁ ବିଦେଶ ଯାଇଛନ୍ତି। ଅବଶ୍ୟ ସେମାନେ କେଉଁଠିକୁ ଯାଇଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ତାଙ୍କ ପାର୍ସପୋର୍ଟରେ UL 142 ଲେଖାଥିବା ଦେଖିବା ପରେ ଅନୁମାନ କରାଯାଉଛି କି ଏମାନେ ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପାଇଁ ମା’ କଲେ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲା କଥା କହିବା କାରଣରୁ ଅନେକ ଥର ଅସୁବିଧାରେ ପଡ଼ନ୍ତି। ଏହି କାରଣରୁ ବେଳେବେଳେ ତାଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେବେଳେ ତାଙ୍କୁ...

ଅଭିନେତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଲାଗିଗଲା ନିଆଁ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ୪୩ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ଏକ ସିନେମା ହଲ୍‌ରେ ଫ୍ୟାନ୍‌ମାନେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା...

ବିବାହର ଗୋଟିଏ ମାସ ପରେ ସୁସ୍ମିତାଙ୍କ ଭାଇ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ବିବାହର ଏକ ମାସ ପରେ ସମ୍ପର୍କରେ ଫାଟ। ଏଭଳି କିଛି ଘଟିଛି ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ...

ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଜୁହି ଚାଓ୍ବଲା। ନଭେମ୍ବର ୧୩ରେ ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଥିବା...

ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୬।୧୨-ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ...

ରଜତ ହେଲେ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ ବିଜେତା

ବମ୍ବେ: କିଛି ମାସ ଧରି ଲୋକଙ୍କୁ ହସାଇ ଆସୁଥିବା କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍‌ଟର ଚାମ୍ପିୟନ’ ଶେଷ ହୋଇଛି। ଶୋ’ର ବିଜେତା ହୋଇଛନ୍ତି ରଜତ ସୁଡ।...

ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର...

Advertisement
Archives

Model This Week