ଭାଲେଣ୍ଟାଇନ୍ସ ଫ୍ୟାଶନ

ପାର୍ଟନର ପ୍ରତି ନିଜର ଭଲପାଇବା ଜାହିର କରିବା ପାଇଁ ଭାଲେଣ୍ଟାଇନ୍ସ ଡେ’ଠାରୁ ଭଲ ଦିନ ଆଉ କ’ଣ ଅଛି ? ଯଦି ଆପଣ ଏହି ଦିନକୁ ଖାସ୍‌ ବନାଇବା ପାଇଁ ଚାହୁଁଛନ୍ତି ତେବେ
ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ….

ଲେସ୍‌ ଡ୍ରେସ୍‌
ଲେସ୍‌ ଥିବା ଡ୍ରେସ୍‌ ଆପଣଙ୍କ ପର୍ସନାଲିଟିକୁ ଖୁବ୍‌ ମାନିବ। ମୁଡ୍‌ ଅନୁସାରେ ଆପଣ ଲଙ୍ଗ୍‌ ସ୍ଲିଭ୍‌ସରୁ ଆରମ୍ଭକରି ଫିଗର ଫିଟିଂ ଡ୍ରେସ୍‌ ଯାଏ ବାଛି ପିନ୍ଧିପାରିବେ।
ପ୍ଲେନ୍‌ ପ୍ଲିଟେଡ୍‌ ସ୍କର୍ଟ
ଏବେ ପ୍ଲିଟେଡ୍‌ ସ୍କର୍ଟର ଟ୍ରେଣ୍ଡ ରହିଛି। ଏହା ଆପଣଙ୍କୁ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ଆପଣ ପସନ୍ଦ ମୁତାବକ ଲଙ୍ଗ୍‌ ଏବଂ ଶର୍ଟ ସ୍କର୍ଟ ବି ଆପଣାଇ ପାରିବେ।
ରିପ୍ଡ ଜିନ୍ସ, ଜଗର ଜିନ୍ସ
ଯଦି ଆପଣଙ୍କୁ କାଜୁଆଲ ଲୁକ୍‌ ପସନ୍ଦ, ତେବେ ରିପ୍ଡ ଜିନ୍ସ ବାଛନ୍ତୁ। ଏହା ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଏହା ସହ ସ୍ମାର୍ଟ ସି କ୍ରାପ୍‌ ଟପ୍‌ ବା ଅଫ୍‌ ସୋଲ୍‌ଜର ଟପ୍‌ ପିନ୍ଧିପାରିବେ। ଏହା ସହ ଆପଣ ଲଙ୍ଗ୍‌ ବୁଟ୍‌ ବି ପିନ୍ଧିପାରିବେ।
କୁଲୋଟ୍‌ସ
କ୍ରପ୍‌ ଟପ୍‌ ପରେ ଆଜିକାଲି କ୍ରପ୍‌ ପ୍ୟାଣ୍ଟ୍‌ର ଟ୍ରେଣ୍ଡ ଚାଲିଛି। ଏହାକୁ କୁଲୋଟ୍‌ସ ବି କୁହାଯାଉଛି। ଯଦି ଆପଣଙ୍କୁ କୁଲ୍‌ ଲୁକ୍‌ ପସନ୍ଦ ତେବେ ଏହାକୁ ଟ୍ରାଏ କରିପାରିବେ। ଏହାକୁ ଷ୍ଟାଇଲିଶ୍‌ କ୍ରପ୍‌ ଟପ୍‌ ସହ ପେୟାର କରି ପିନ୍ଧିଲେ ବି ବେଶ୍‌ ମାନିବ।
କ୍ରପ୍‌ ଟପ୍‌ ଓ ହାଇ ଓ୍ବେଷ୍ଟ୍‌ ଜିନ୍ସ
ଯଦି ଆପଣ ସିମ୍ପଲ ଏବଂ କ୍ଲାସି ଲୁକ୍‌ ଚାହୁଁଛନ୍ତି, ତେବେ କ୍ରପ୍‌ ଟପ୍‌ ଏବଂ ହାଇ ଓ୍ବେଷ୍ଟ୍‌ ଜିନ୍ସ ଟ୍ରାଏ କରିପାରିବେ। ଏହା ଆପଣଙ୍କୁ ଗ୍ଲାମର୍ସ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ମତ୍ସ୍ୟ, ପ୍ରାଣୀସମ୍ପଦ ମେଳା, ସମ୍ମାନିତ ହେଲେ ସଫଳ ଚାଷୀ

କର୍ଲାମୁଣ୍ଡା/ରିଷିଡ଼ା,୩୦ା୧୦(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁକ୍ରବାର…

ତାଲିଯୋଡ଼ି ବ୍ରିଜ୍‌ ଧୋଇଯିବା ଘଟଣା : ଏମ୍‌ପିଙ୍କ ପ୍ରତିନିଧି ମଣ୍ଡଳୀର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ବାଡ଼ାବାଙ୍ଗା ରାସ୍ତାଠାରୁ…

ଛତ୍ରପୁର ନିର୍ବାଚନମଣ୍ଡଳୀର ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଲେ ବ୍ରହ୍ମପୁର ଏମ୍.ପି

ଛତ୍ରପୁର, ୩୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ବ୍ରହ୍ମପୁର ଏମ୍.ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶୁକ୍ରବାର ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ…

ଜାତିଆଣ ବାସନ୍ଦ: ୧୮ ଘଣ୍ଟା ପଡ଼ି ରହିଲା ମୃତଦେହ

ବେଲପଡ଼ା,୩୦।୧୦(ମନୋଜ କୁମାର ମିଶ୍ର): ଜାତିଭେଦ ଭଳି ସାମାଜିକ କୁସଂସ୍କାର ଏବେ ବି ବଞ୍ଚି ରହିଛି। ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିବାରୁ ମୃତ୍ୟୁ ପରେ ବି ଆତ୍ମୀୟ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଭାଜପା ମଣ୍ଡଳ କର୍ମକର୍ତ୍ତା: ଭୁଶୁଡ଼ିଛି ଅନେକ ଘରର କାନ୍ଥ,

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି…

ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?