ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ କାନ୍ଦ୍ରା ଦେହୁରୀ(୨୬)। ନିକଟସ୍ଥ ଜଙ୍ଗଲକୁ ଯାଇଥିତ୍ବା ବେଳେ ସେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

ମୋରଡା,୧୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ବ୍ଲକର ଚିତ୍ରଡାସ୍ଥିତ ବ୍ଲକ କାର୍ଯ୍ୟାଳୟ, ଚିତ୍ରଡା ମହାବିଦ୍ୟାଳୟ,...

ପୋଡ଼ା ହେଉଥିବା ମୃତଦେହର ମାଂସ  ଖାଇଗଲେ ୨ ଜଣ: ଗ୍ରାମରେ ଉତ୍ତେଜନା 

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ମଦ ନିଶାରେ...

ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ବିକ୍ଷୋଭ

ବାରିପଦା ଅଫିସ, ୧୩ା୨- ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଥିଲା। ଶିମିଳିପାଳର...

ଦିବ୍ୟାଙ୍ଗ ହୋଇ ବି ସକ୍ଷମ

ବାରିପଦା ଅଫିସ,୩ା୧୨- ଜନ୍ମରୁ ଦୁନିଆର ଆଲୋକ ଦେଖି ପାରି ନ ଥିବା କୁନି ଝିଅ ମନରେ ଅସୁମାରୀ ସ୍ବପ୍ନ। ବଡ଼ ହେଲେ ଅନ୍ୟର ସାହାରା ନ...

ଖବରଦାତାଙ୍କୁ ବଳପୂର୍ବକ ଉଠାଇ ନେବା ପ୍ରତିବାଦରେ ବିକ୍ଷୋଭ

ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ଖବରଦାତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନଶନରତ ଖବରଦାତାକୁ ବଳପୂର୍ବକ ଉଠାଇ ନେବା ଘଟଣାକୁ...

କାଳବୈଶାଖୀ: ଗଛ ପଡ଼ି ରାସ୍ତା ଜାମ୍‌

ଖୁଣ୍ଟା,୨୦ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଶୁକ୍ରବାର କାଳବୈଶାଖି ପ୍ରଭାବରେ ବଜ୍ରପାତ ସହ ଝଡ଼ ତୋଫାନ ହୋଇଛି। ବଜ୍ରପାତରେ ଜଣେ ମହିଳା ୱାର୍ଡ ମେମ୍ବର...

ମୁଖ୍ୟ ବଜାରରେ ବଢୁଛି ଟ୍ରାଫିକ୍‌ ସମସ୍ୟା

ବାରିପଦା ଅଫିସ,୧ା୧୦: ବାରିପଦା ସହର ମୁଖ୍ୟ ମାର୍କେଟ ବାଣ୍ଠିଆ ଜଗନ୍ନାଥ ମନ୍ଦିରଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢୁଛି। ବାଜରରେ କିଛି...

ଧାନ କିଣାରେ ଅନିୟମିତତା,ଥାନାରେ ଏତଲା

ଖୁଣ୍ଟା,୨୧ା୧(ଡ଼ି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ ପକ୍ଷରୁ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଶିମଗଡ଼ିଆ ଗ୍ରାମର ଜୟଦୀପ...

Advertisement
Archives

Model This Week