Posted inଖେଳ

ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କ ପରେ ଏବେ ଆଉ ଜଣେ ବିଦେଶୀ କ୍ରିକେଟର୍‌ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଖୁବଶିଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣପଡିଛି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌। ସେ ଭାରତୀୟ ଯୁବତୀ ଭିନି ରମନଙ୍କ ପ୍ରେମରେ ପଡିଛନ୍ତି। ଉଭୟ ଅନେକ ଦିନ ହେବ ସମ୍ପର୍କରେ ଅଛନ୍ତି। ଉଭୟ ନିଜ ନିଜ ସୋସିଆଲ ମିଡିଆରେ ଏକାଠି ଫଟୋ ଛାଡିଥାନ୍ତି। ଅଷ୍ଟ୍ରେଲିଆର ଏକଦିବସୀୟ ଏବଂ ଟି-୨୦ ଦଳର ନିୟମିତ ସଦସ୍ୟ ମାକ୍ସଓ୍ବେଲ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମୀର ମେମୋରିଆଲ କ୍ରିକେଟ ଉଦ୍‌ଘାଟିତ: ବ୍ଲାକ ରିୟୁନୋ ବିଜୟୀ

ବଅଁରପାଳ,୯।୬(ଡି.ଏନ.ଏ.)-ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ କ୍ଲବ ପକ୍ଷରୁ ସମୀର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ୭ ଟି ଟିମ୍‌ ଅଶଂଗ୍ରହଣ...

ପାକିସ୍ତାନ ଷ୍ଟାଡିୟମରେ ହେଉଛି ପରିବା ଚାଷ

ଇସଲାମାବାଦ,୧୭।୮ : ଭାରତ ଭଳି ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ଅଭାବ ନାହିଁ। ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ଦେଶରେ କୌଣସି ଅନ୍ତର୍ଜାତୀୟ...

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯: ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ...

ଖେଳ ମନ୍ତ୍ରୀଙ୍କୁ ମିଳିଲା ବଙ୍ଗଳା କ୍ରିକେଟ୍‌ ଟିମ୍‌ରେ ସ୍ଥାନ: ପୂର୍ବରୁ ମାରିଥିଲେ ତ୍ରିଶତକ

କୋଲକାତା,୨୦।୭: ଚଳିତ ବର୍ଷ ବିଧାନସଭା ନିର୍ବାଚନ ମାଧ୍ୟମରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିବା ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀଙ୍କୁ କ୍ରିକେଟ ଆସୋସିଏସନ ଅଫ...

ଟିମ୍‌ ଇଣ୍ଡିଆ ପାଇଁ ଭଲ ସଙ୍କେତ

କଲମ୍ବୋ,୬।୭: ଟି୨୦ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ରେ ବୋଲିଂ କରିବାକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ନିକଟତର ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ ଶ୍ରୀଲଙ୍କାରେ...

ସନରାଇଜର୍ସ ହାଇଦ୍ରାବାଦର ଲଗାତର ଚତୁର୍ଥ ବିଜୟ

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଚଳିତ ସିଜିନରେ ହାଇଦ୍ରାବଦ ଏହା କ୍ରମାଗତ ଚତୁର୍ଥ...

ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି

ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍‌ଙ୍କୁ ବାଦ୍‌ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ...

ୟୁଏସ୍‌ ଓପନ୍‌ ଟେନିସ୍‌: ନାଡାଲଙ୍କ ବିଜୟ ଅଭିଯାନ, ତୃତୀୟ ରାଉଣ୍ଡରେ ଡିମିଟ୍ରୋଭ, ନିଶିକୋରି

ନ୍ୟୁୟର୍କ,୨୯।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତେଜଣ ସିଡେଡ ଖେଳାଳି...

Advertisement
Archives

Model This Week