ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ। ଏସବୁ ୧୯୫ ଆସନ ମଧ୍ୟରୁ ୨୦୧୪ରେ ଭାଜପା ମେଣ୍ଟକୁ ୧୭୭ ଆସନ ମିଳିଥିଲା। ସଫଳତା ହାର ୯୦ ପ୍ରତିଶତ ଥିଲା। ସେଥିମଧ୍ୟରେ ରାଜସ୍ଥାନର ୨୫ରୁ ୨୫ ଆସନରେ ଭାଜପା ବିଜୟ ହୋଇଥିଲା। ସେହିପରି ମଧ୍ୟପ୍ରଦେଶର ୨୯ରୁ ୨୭ ଆସନ ଭାଜପା ଖାତାକୁ ଆସିଥିଲା। ଉତ୍ତରପ୍ରଦେଶର ୫୪ରୁ ୫୦ ଆସନ ଭାଜପା ହାତେଇଥିଲା। ସେହିପରି ଝାଡ଼ଖଣ୍ଡରେ ୨୪ରୁ ୧୨ରେ ଭାଜପା ବିଜୟୀ ରହିଥିଲା। ମାତ୍ର ଏବେ ସମୀକରଣ ବଦଳି ଯାଇଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହୋଇଛି। ଫଳରେ ଏସବୁ ଆସନରେ ଭାଜପା ପାଇଁ ସୃଷ୍ଟି ହୋଇଛି କର ବା ମର ସ୍ଥିତି। କଂଗ୍ରେସ ଖରାପ ସ୍ଥିିତିରୁ ଭଲ କରିବାର ଲକ୍ଷ୍ୟ ନେଇ ଉଦ୍ୟମ ଜାରି ରଖିଛି। ମାତ୍ର ଭାଜପା ପୂର୍ବ ଟ୍ରାକ୍‌କୁ ଫେରିବା ନେଇ ସନ୍ଦେହରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ଡାକ୍ତରଙ୍କ ଛୁଟି ବାତିଲ

ଜମ୍ମୁ,୯ ।୭: ଅମରନାଥରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ କେତେଜଣ ନିଖୋଜ...

ରୁଷିଆ ତୈଳ ଉପରେ ଜି-୭ର କଟକଣାକୁ ସମର୍ଥନ କରିବାକୁ ମନା କଲା ଭାରତ, ନିଷ୍ପତ୍ତିକୁ ସ୍ବାଗତ କଲା ରୁଷିଆ…

ନୂଆଦିଲ୍ଲୀ,୧୧।୧୨ : ଜି-୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପକ୍ଷରୁ ରୁଷିଆ ତୈଳ ଉପରେ ଲଗାଯାଇଥିବା କଟକଣାକୁ ଭାରତ ସମର୍ଥନ କରିବାକୁ ମନା କରିଛି। ରୁଷିଆର...

ପୋଲିସ ଉପରେ ଆକ୍ରମଣ: କଟିଲା ଏଏସ୍‌ଆଇଙ୍କ ହାତ

ଚଣ୍ଡିଗଡ଼,୧୨।୪: କରୋନା ଭାଇରସକୁ ନେଇ ପଞ୍ଜାବ ସରକାର ରାଜ୍ୟରେ ଲକ୍‌ଡାଉନ ସହ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟରେ ବାହାରକୁ ବାହାରିବାରେ କଟକଣା ରହିଛି। ହେଲେ...

କେଜରିଓ୍ବାଲ ନେବେ ଶପଥ: ରାମଲୀଳା ମଇଦାନରେ ୧୦ ଫୁଟ ଉଚ୍ଚ ମଞ୍ଚ

ନୂଆଦିଲ୍ଲୀ,୧୫।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେବେ। ଏଥିପାଇଁ ରାମଲୀଳା ମଇଦାନରେ ୨୦ ଫୁଟ ଲମ୍ବ,୧୦ ଫୁଟ ଉଚ୍ଚ ଏବଂ ୭୦...

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୯।୧୨: ଜବାହାର ଲାଲ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଏନେଇ ସୋମବାର ଅନ୍ଦୋଳନକାରୀଛାତ୍ର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ...

ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ହେବ ସହଜ

ନୂଆଦିଲ୍ଲୀ/ଲଣ୍ଡନ, ୨୨।୮: ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ସମ୍ଭବ ହୋଇପାରିବ। ଏନେଇ ଗୁଡ଼ଗାଓ୍ବଁର ଏକ ଘରୋଇ ଟ୍ରାଭେଲ୍‌ କମ୍ପାନୀ ଅଗଷ୍ଟ ୧୫ଠାରୁ ଏକ ବସ୍‌ର...

କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ ଜରୁରୀ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି...

ସେଓ ଟ୍ରକ୍‌ରେ ଲୁଚି ଜମ୍ମୁରୁ ଦିଲ୍ଲୀ ଆସୁଥିବା ଆତଙ୍କବାଦୀ ପୋଲିସ ହାତରେ ଧରାପଡ଼ିଲେ

ଶ୍ରୀନଗର,୨୮।୯: ଏକ ସେଓ ଟ୍ରକ୍‌ରେ ଲୁଚି ଜମ୍ମୁରୁ ଦିଲ୍ଲୀ ଆସୁଥିବା ଜଣେ  ସନ୍ଦିଗ୍ଧ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ  ପୋଲିସ ହାତରେ ଧରାପଡ଼ିଛନ୍ତି। ହରିୟାଣାର ଅମ୍ବାଲାଠାରେ ଚେକିଂ ସମୟରେ...

Advertisement
Archives

Model This Week