ଭଲ ଖବର: ସାଙ୍ଗଲି ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଲେ ୨୪

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ସେଠାକାର ସାଙ୍ଗଲି ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ଏବେସୁଦ୍ଧା ୨୪ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ହସ୍ପିଟାଲରୁ ଛୁଟି ମଧ୍ୟ ମିଳି ସାରିଲାଣି। ଜିଲା ହସ୍ପିଟାଲର ସିଭିଲ ସର୍ଜନ ଡାକ୍ତର ସିଏସ୍‌ ସାଲୁଖେ କହିଛନ୍ତି ଆକ୍ରାନ୍ତ ୨୬ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କ ରିପୋର୍ଟ ଦୁଇ ଦୁଇଥର ନେଗେଟିଭ୍‌ ଆସିଛି। ଏହାସହ ସେମାନଙ୍କ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଛି। ସୂଚନା ଅନୁଯାୟୀ, ଗୋଟିଏ ପରିବାରର ୪ ସଦସ୍ୟ ୨୩ ମାର୍ଚ୍ଚରେ ସୌଦି ଆରବରୁ ଫେରିବା ପରେ ସେମାନଙ୍କ ନିକଟରେ କରୋନା ପଜିଟିଭ ଦେଖାଦେଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ସେହି ପରିବାରର ସମ୍ପର୍କୀୟଙ୍କ ମଧ୍ୟରେ ୨୧ ଜଣ କରୋନାରେ ପୀଡ଼ିତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧/୨ ବର୍ଷର ଜଣେ ଶିଶୁ ମଧ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

‘ଦୁବେଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା’

ନୂଆଦିଲ୍ଲୀ,୨୧।୭(ପି.ଟି.): ବିକାଶ ଦୁବେଙ୍କ ଭଳି ଗ୍ୟାଙ୍ଗ୍‌ଷ୍ଟରଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗ୍ୟାଙ୍ଗଷ୍ଟର ଏନ୍‌କାଉଣ୍ଟର ଘଟଣାର ତଦନ୍ତ ପାଇଁ ଗଠିତ...

୯୨ ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା: ମୋଦି ସରକାରଙ୍କୁ ଚେତାବନୀ ଦେଲା ସ୍ବଦେଶୀ ଜାଗରଣ ମଞ୍ଚ

ପୁଣେ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ୯୨ଟି ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରେ...

ଜୟପୁର ପରେ ବିହାରକୁ ବ୍ୟାପିଲା କରୋନା ଭାଇରସ୍‌

ପାଟନା,୨୭।୧: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବା ପରେ ଏବେ ଏହା ଭାରତକୁ ବ୍ୟାପିଥିବା ଜଣାପଡ଼ିଛି। ଜୟପୁର ପରେ ବିହାରର ରାଜଧାନୀ ପାଟନାରେ କରୋନା ଭାଇରସ୍‌ର...

ସ୍ବତନ୍ତ୍ର ବୁଥ୍‌ରେ ଭୋଟ ଦେଲେ ଜମ୍ମୁ-କଶ୍ମୀର ପଣ୍ଡିତ

ଉଦ୍ଧମପୁର,୨୩।୪: ସୋମବାର ସକାଳ ୭ଟାରୁ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ। ଜମ୍ମୁ-କଶ୍ମୀରର ଅଧିକାଂଶ ଅଞ୍ଚଳ ସମ୍ବେଦନଶୀଳ ଥିବା ବେଳେ...

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ୟୁନିଟ୍‌ ସମ୍ମାନୀତ

ନୂଆଦିଲ୍ଲୀ,୮।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟୁନିଟ୍‌କୁ ମଙ୍ଗଳବାର ବାୟୁସେନା ଦିବସ ଅବସରରେ ସମ୍ମାନୀତ କରାଯାଇଛି। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ...

କଂଗ୍ରେସ ଗଠନ କଲା ୭ କମିଟି: ଜିତିନ ପ୍ରସାଦ-ରାଜ ବବରଙ୍କୁ ଅଣଦେଖା

ନୂଆଦିଲ୍ଲୀ, ୭।୯: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ଲାଗି ୭ଟି...

୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା,...

Coronavirus Update


Archives

Model This Week

Why Dharitri