ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ପାଟଣା,୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୃଦ୍ଧ ଦମ୍ପତି ଘର ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କୁ ଅତି ଶୋଚନୀୟ ଭାବେ ହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ ରାମାଇ ମୁଣ୍ଡା(୬୯) ଏବଂ ସ୍ତ୍ରୀ ଚମ୍ପା ମୁଣ୍ଡା(୬୪)।

ସୂଚନାନୁଯାୟୀ, ରାମାଇ ଏବଂ ଚମ୍ପା ବାରଣ୍ଡାରେ ଶୋଇଥିବା ବେଳେ ଜ୍ୱାଇଁ ମଠାଇ ମୁଣ୍ଡା ଘର ଭିତରେ ଶୋଇଥିଲେ। ହେଲେ ଦୁର୍ବୃତ୍ତମାନେ ମଠାଇଙ୍କୁ ବାହାର ପଟୁ କବାଟ କିଳି ଦେଇଥିଲେ। ପରେ ସେମାନେ ବୃଦ୍ଧ ଦମ୍ପତିଙ୍କୁ କୌଣସି ଧାରୁଆ ଅସ୍ତ୍ର କିମ୍ବା ଭାରି ଜିନିଷରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ଥାନାଧିକାରୀ ବନ୍ଦନା ପାତ୍ର ପ୍ରମୁଖ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ତଦନ୍ତ ଜାରି ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ରାମାଇ ଝଡ଼ାଫୁଙ୍କା ଓ ଗୁଣିଗାରେଡି କରୁଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ପୋଲିସ ମୁଖ୍ୟାଳୟରେ ଉଦ୍‌ଘାଟିତ ହେଲା ସିଟି ସର୍ଭିଲେନ୍ସ, ଆଇଟିଏମ୍‌ଏସ୍‌ ବ୍ୟବସ୍ଥା

ଅନୁଗୋଳ ଅଫିସ,୨।୮: ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏବଂ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର...

୫ଦିନ ମଧ୍ୟରେ ବହି ବଣ୍ଟା ଶେଷ କର

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ପିଲାମାନଙ୍କ ପାଠପଢା ଏକ ପ୍ରକାର ଠପ୍‌ ହୋଇଯାଇଛି। ଦଶମ ପିଲାଙ୍କ ପରୀକ୍ଷା ମୂଲ୍ୟାୟନ ଶେଷ ହୋଇପାରି ନ ଥିବାବେଳେ ଯୁକ୍ତ୨...

ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡ଼ିବା ନେଇ ପ୍ରଶ୍ନବାଚୀ

ସୋନପୁର,୫ା୪(ନି.ପ୍ର.): ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢୁଛି। ଗତ ୨୦୧୫-୧୬ ମସିହାରୁ ଏହି ପ୍ରକଳ୍ପ ପାଇଁ ଅନୁଦାନ ରାଶି ବୃଦ୍ଧି ପାଇଛି।...

ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ

ନୂଆପଡ଼ା,୧୫।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍‌ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ...

ଆରଡିରେ ୪୦ ହଜାର କାଉଡ଼ିଆଙ୍କ ଜଳଲାଗି

ଆରଡି,୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ିରେ ଶ୍ରାବଣ ମାସ ୩ୟ ସୋମବାରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା...

ଭିଜିଲାନ୍ସ ପଞ୍ଝାରେ ଲ୍ୟାମ୍ପ୍‌ସ ଏମ୍‌ଡି

କୋରାପୁଟ/ନାରାୟଣପାଟଣା,୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଆର୍‌ ରାମକୃଷ୍ଣ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ଚାଷୀଙ୍କଠାରୁ ୩୫ହଜାର...

ସାର୍ବଜନୀନ ପୂଜା କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଡୁବୁରୀ,୧୧-୯(ଡି.ଏନ୍‌.ଏ.)- ଡୁବୁରୀ ଅଞ୍ଚଳର ଅଗ୍ରଣୀ ପୂଜା ଅନୁଷ୍ଠାନ ସାବର୍ର୍ଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ...

କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ :ଜେଲ ଗଲେ ଅଭିଯୁକ୍ତ ବଙ୍ଗୀୟ ରଙ୍ଗ ମିସ୍ତ୍ରି

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତ ରଙ୍ଗ ମିସ୍ତ୍ରିଙ୍କୁ ପୋଲିସ ଗିରଫ କର ସୋମବାର କୋର୍ଟଚାଲାଣ...

Advertisement
Archives

Model This Week