ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍ ଟ୍ରେନ୍ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ବୁଲେଟ୍ ଟ୍ରେନ୍ ପରିଯୋଜନାକୁ କୃଷକ ଓ ଅନୁସୂଚିତ ଜନଜାତି ବିରୋଧ କରୁଛନ୍ତି। କାରଣ ଏଥିରେ ସେମାନଙ୍କୁ ଜମି ହରାଇବାକୁ ପଡୁଛି। ହେଲେ ଏହାକୁ ସରକାର ଅଧିଗ୍ରହଣ କରୁଛନ୍ତି। ରବିବାର ରାତିରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଉଦ୍ଧବ କହିଛନ୍ତି ଏହାର ସମୀକ୍ଷା ନିର୍ଦ୍ଦେଶ ଦିଆଯାଇଛି। କାରଣ ଏ ସରକାର ସାଧାରଣ ଜନତାଙ୍କ ସରକାର।
୧୯ ବଲ୍ରେ ୪୫ ରନ୍ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦମ୍ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…
ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…
ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ…
ଅଭିଷେକ-ବୈଭବଙ୍କୁ ଦେଖି ଶ୍ରେୟସ ଆୟରଙ୍କ ମୁଣ୍ଡ ଘୂରିଲା: କହୁ କହୁ କହିଦେଲେ…
ୱେଲିଂଟନ,୨୮।୧୦: ଭାରତୀୟ ଯୁବ ବ୍ୟାଟର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ଶ୍ରେୟସ ଆୟର। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦…
ପ୍ରବଳ ବର୍ଷା-ପବଳ ସମ୍ଭାବନା: ରେଡ୍ ଓ୍ବାର୍ନିଂରେ ଓଡ଼ିଶାର ୭ ଜିଲା
ଭୁବନେଶ୍ୱର,୨୮ା୧୦(ବନ୍ଦନା ସେଠୀ/ପିଟି):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ନେବା ପରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ଦକ୍ଷିଣ ୟାନମ…
ସିଜିମାଳିରୁ ସିଆଙ୍ଗ
ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚାଇନା ଓ ଭାରତୀୟ…
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଔଷଧ ଉତ୍ପାଦନକାରୀଙ୍କୁ ଏତେ ଅନୁଗ୍ରହ କାହିଁକି…
ନୂଆଦିଲ୍ଲୀ,୨୮।୧୦ (ପି.ଟି.): ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଥିବା ମୂଲ୍ୟ ମଧ୍ୟରେ ଅତ୍ୟଧିକ ବ୍ୟବଧାନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର…
ଭଲପାଇବା ଆଗରେ ହାର ମାନିଲା ଶତ୍ରୁତା: ଚକିତ କଲା ନିବିଡ଼ ବନ୍ଧୁତାର ଦୃଶ୍ୟ
ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):ସାଧାରଣଭାବେ କୁକୁରକୁ ଦେଖିଲେ ମାଙ୍କଡ଼ ଗଛ ଉପରକୁ ପଳାଏ। ଅନୁରୂପ ଭାବେ ମାଙ୍କଡ଼କୁ ଦେଖିଲେ କୁକୁର ଭୁକିବାକୁ ଲାଗେ। କିନ୍ତୁ ଏହି ପାରମ୍ପରିକ ଶତ୍ରୁତାକୁ…
ଆନ୍ଧ୍ର-ଓଡ଼ିଶା ୨ ରାଜ୍ୟରେ ଭୋଟ ଦେବୁ: ସୀମାନ୍ତ ଗ୍ରାମବାସୀ
ନନ୍ଦପୁର,୨୮ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା-ଆନ୍ଧ୍ରର ବିବାଦ ବଢ଼ିବାରେ ଲାଗିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ନିର୍ବାଚନୀ ପୋଷ୍ଟର ଲଗାଇବା ସହ…

