ବିଷପାନ କରିଥିବା ଲୋକଙ୍କ ଜୀବନ ରକ୍ଷା କରିବେ କେମିତି ଜାଣନ୍ତୁ…

ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ ବିଷପାନ କରିଥିବା ଲୋକଙ୍କୁ ଡାକ୍ତରଖାନା ନେବା ତ ନିହାତି ଜରୁରୀ। ମାତ୍ର ଯେ ପର୍ଯ୍ୟନ୍ତ ରୋଗୀଟିଏ ଡାକ୍ତରଖାନାରେ ନ ପହଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଘରୋଇ ଉପଚାର ଜାରି ରଖିଲେ ହୁଏତ ଜୀବନ ବଞ୍ଚିଯାଇପାରିବ। ଜାଣନ୍ତୁ କ’ଣ କରିବେ…

ଲୁଣ : କେହି ବିଷ ପିଇଥିବା ଜାଣିଲେ ପ୍ରଥମେ ଗୋଟିଏ ଗ୍ଲାସ ପାଣିରେ ମୁଠାଏ ଲୁଣ ପକାଇ ରୋଗୀଙ୍କୁ ପିଆଇ ଦିଅନ୍ତୁ। ଫଳରେ ଓକାର ଆସି ବାନ୍ତି ହୋଇଯିବ। ଏଥିରେ ପେଟ ଭିତରେ ଯାହା ଥିବ ବାହାରି ଆସିବ। ରୋଗୀ ସାମାନ୍ୟ ଆଶ୍ୱସ୍ତ ଲାଭ କରିବ।

ସୋରିଷ : କଞ୍ଚା ସୋରିଷକୁ ବାଟି ଏହାର ପାଣି ବିଷ ପିଇଥିବା ରୋଗୀକୁ ପିଆଇଲେ ମଧ୍ୟ ବାନ୍ତି ହୋଇଥାଏ। ମୁଠାଏ ଷୋରିଷକୁ ଭଲ ଭାବରେ ବାଟି ଦିଅନ୍ତୁ। ତାକୁ ପାଣିରେ ମିଶାଇ ରୋଗୀକୁ ପିଆନ୍ତୁ। ଏହା ଫଳରେ ପେଟ ସଫା ହେବାରେ ସହାୟକ ହୋଇଥାଏ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପରେ ଚିକିତ୍ସା ସହଜ ହୋଇଥାଏ।
ସର୍ଫ ପାଣି : ବିଷପାନ କରିଥିବା ରୋଗୀକୁ ଡାକ୍ତରଖାନା ନେବା ପୂର୍ବରୁ ସର୍ଫକୁ ପାଣିରେ ଗୋଳାଇ ପିଆଇ ଦେଲେ ବାନ୍ତି ହୋଇଯିବ। ଫଳରେ କିଛି ବିଷ ବାନ୍ତି ଆକାରରେ ବାହାରିଯିବ। ରୋଗୀକୁ ଆରାମ ଲାଗିବ। କିନ୍ତୁ ମନେ ରଖନ୍ତୁ ଘରୋଇ ଚିକିତ୍ସା କଲେ ମଧ୍ୟ ଡାକ୍ତରଖାନା ନେବାରେ ହେଳା କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ...

କେଶ କଳା କରିବାର ଘରୋଇ ଉପାୟ

ଆଜିକାଲି କେଶ ପାଚିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅସମୟରେ ବି କେଶ ପାଚି ଯାଉଛି। ତେବେ ଆପଣ ଚାହିଁଲେ ଏହି ସମସ୍ୟାକୁ ଘରୋଇ ଉପଚାର...

ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌...

ଲୁଣର ଉପକାରୀ ଗୁଣ

ଲୁଣ ରୋଷେଇ ଘରର ସବୁଠାରୁ ବଡ଼ ମସଲା ବୋଲି କେହି କେହି କହିଥାଆନ୍ତି। କାରଣ ଲୁଣ ବିନା କୌଣସି ରନ୍ଧା ଖାଦ୍ୟ ସ୍ବାଦିଷ୍ଟ ହୋଇ ନ...

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ...

ସୌନ୍ଦର୍ଯ୍ୟ ବଢ଼ାଏ ଅଦା, କିଭଳି ଜାଣନ୍ତୁ…

ଅଦା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ। ଆପଣ ଅଦାର ଅନେକ ଔଷଧୀୟ ଗୁଣ ସମ୍ପର୍କରେ ଆଗରୁ ଜାଣିଥିବେ। ମାତ୍ର ଏହାର ବ୍ୟବହାର ଦ୍ୱାରା ସୌନ୍ଦର୍ଯ୍ୟ ବଢ଼ିଥାଏ ବୋଲି...

ମାରାତ୍ମକ ଭୂତାଣୁ

କରୋନା ଏପରି ଏକ ରୋଗ ଯାହା କି ସାତରୁ ଦଶ ଦିନ ଭିତରେ ମୃତ୍ୟୁମୁଖ ବ୍ୟାଧିରେ ପାଲଟି ଯାଏ l ଚାଇନା ଦେଶରେ କୁଆଡେ ବହୁ...

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି,...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *