ବିଷପାନ କରିଥିବା ଲୋକଙ୍କ ଜୀବନ ରକ୍ଷା କରିବେ କେମିତି ଜାଣନ୍ତୁ…

ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ ବିଷପାନ କରିଥିବା ଲୋକଙ୍କୁ ଡାକ୍ତରଖାନା ନେବା ତ ନିହାତି ଜରୁରୀ। ମାତ୍ର ଯେ ପର୍ଯ୍ୟନ୍ତ ରୋଗୀଟିଏ ଡାକ୍ତରଖାନାରେ ନ ପହଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଘରୋଇ ଉପଚାର ଜାରି ରଖିଲେ ହୁଏତ ଜୀବନ ବଞ୍ଚିଯାଇପାରିବ। ଜାଣନ୍ତୁ କ’ଣ କରିବେ…

ଲୁଣ : କେହି ବିଷ ପିଇଥିବା ଜାଣିଲେ ପ୍ରଥମେ ଗୋଟିଏ ଗ୍ଲାସ ପାଣିରେ ମୁଠାଏ ଲୁଣ ପକାଇ ରୋଗୀଙ୍କୁ ପିଆଇ ଦିଅନ୍ତୁ। ଫଳରେ ଓକାର ଆସି ବାନ୍ତି ହୋଇଯିବ। ଏଥିରେ ପେଟ ଭିତରେ ଯାହା ଥିବ ବାହାରି ଆସିବ। ରୋଗୀ ସାମାନ୍ୟ ଆଶ୍ୱସ୍ତ ଲାଭ କରିବ।

ସୋରିଷ : କଞ୍ଚା ସୋରିଷକୁ ବାଟି ଏହାର ପାଣି ବିଷ ପିଇଥିବା ରୋଗୀକୁ ପିଆଇଲେ ମଧ୍ୟ ବାନ୍ତି ହୋଇଥାଏ। ମୁଠାଏ ଷୋରିଷକୁ ଭଲ ଭାବରେ ବାଟି ଦିଅନ୍ତୁ। ତାକୁ ପାଣିରେ ମିଶାଇ ରୋଗୀକୁ ପିଆନ୍ତୁ। ଏହା ଫଳରେ ପେଟ ସଫା ହେବାରେ ସହାୟକ ହୋଇଥାଏ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପରେ ଚିକିତ୍ସା ସହଜ ହୋଇଥାଏ।
ସର୍ଫ ପାଣି : ବିଷପାନ କରିଥିବା ରୋଗୀକୁ ଡାକ୍ତରଖାନା ନେବା ପୂର୍ବରୁ ସର୍ଫକୁ ପାଣିରେ ଗୋଳାଇ ପିଆଇ ଦେଲେ ବାନ୍ତି ହୋଇଯିବ। ଫଳରେ କିଛି ବିଷ ବାନ୍ତି ଆକାରରେ ବାହାରିଯିବ। ରୋଗୀକୁ ଆରାମ ଲାଗିବ। କିନ୍ତୁ ମନେ ରଖନ୍ତୁ ଘରୋଇ ଚିକିତ୍ସା କଲେ ମଧ୍ୟ ଡାକ୍ତରଖାନା ନେବାରେ ହେଳା କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri