ବିଶ୍ୱ ନାଟ୍ୟ ମେଳାରେ ଖୋର୍ଦ୍ଧା ସାଉଁଟିଲା ୯ ପୁରସ୍କାର

ଖୋର୍ଦ୍ଧା ଅଫିସ,୧୧ା୯: ବିଶ୍ୱନାଟ୍ୟ ମେଳାରେ ଖୋର୍ଦ୍ଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ନାଟକ ଅଟୋବାଲା ୯ ଟି ବିଭାଗରେ ପୁରସ୍କାର ହାତେଇଛି। ଶ୍ରେଷ୍ଠ ପ୍ରଯୋଜନା ବିଭାଗରେ ଆନ୍ଦୋଳନର ଅଟୋବାଲା ପୁରସ୍କୃତ ହେବା ସହ ଶ୍ରେଷ୍ଠ ନାଟ୍ୟକାର ଡା. ଧନେଶ୍ୱର ସାହୁ, ଶ୍ରେଷ୍ଠ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତ ଓ ଶ୍ରେଷ୍ଠ ସଙ୍ଗୀତ ପରିଚାଳକ ଭାବରେ ସଞ୍ଜୀବ କୁମାର ନାୟକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଅଭିନୟ ବିଭାଗରେ ଶ୍ରେଷ୍ଠ ଅଭିନେତା ଭାବେ ରିଣ୍ଟୁ ଜେନା, ଶ୍ରେଷ୍ଠ ଅଭିନେତ୍ରୀ ସୋନାଲୀ ସାହୁ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଶିବରାମ ପୃଷ୍ଟି ଓ ଶ୍ରେଷ୍ଠ ଖଳନାୟକ ଦେବାଶୀଷ ସେଠୀ ଅନୁରୂପ ଭାବେ ପରୁସ୍କୃତ ହୋଇଛନ୍ତି। ଆନ୍ଦୋଳନର ଏହି ସଫଳତା ଖୋର୍ଦ୍ଧା ପାଇଁ ଗୌରବ ଆଣିଛି। ଗତ ୧ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱନାଟ୍ୟ ମେଳା। ମଙ୍ଗଳବାର ଥିଲା ଉଦ୍‌ଯାପନୀ ଦିବସ। ବିଭିନ୍ନ ରାଜ୍ୟ ଓ ବିଦେଶରୁ ଅନେକ ନାଟ୍ୟ ଦଳ ସେମାନଙ୍କର ନାଟକ ମଞ୍ଚସ୍ଥ କରିଥିଲେ। ଗତ ୮ ତାରିଖରେ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ଅଟୋବାଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରଶର ମିଲ୍‌ ହଟାଇବାକୁ ଉପଜିଲାପାଳଙ୍କୁ ଦାବିପତ୍ର ଦାବିପୂରଣ ନ ହେଲେ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର-ଲାଠି ମୁଖ୍ୟରାସ୍ତା ପାର୍ଶ୍ୱରେ ଚାଲୁ ରହିଥିବା କ୍ରଶର ମିଲ ସମ୍ପୂର୍ଣ୍ଣ ବେଆଇନ ା ଏହାକୁ ତୁରନ୍ତ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା ଏ...

ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ...

ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଟେଷ୍ଟିଂ କିଟ୍‌ ଓମିସିୟୋର ଓଡ଼ିଶାରେ ପହଞ୍ଚିଛି। ଏଣିକି ରାଜ୍ୟରେ ଓମିକ୍ରନ ଟେଷ୍ଟ ସହଜ ହେବ । ଓମିକ୍ରନ ଟେଷ୍ଟିଂ କିଟ୍‌ ଓଡ଼ିଶାରେ ପହଞ୍ଚିବା...

ପ୍ରେମ ବିବାହ କରିବାରୁ ଅପହରଣ

ସାତମାଇଲ, ୧୪।୯(ଡି.ଏନ୍‌.ଏ.): ରାତିଅଧରେ ନକଲି ପୋଲିସ ସାଜି ଆସିଲେ। ପ୍ରେମବିବାହ କରି ଶାଶୁଘରେ ଥିବା ନବ ବିବାହିତା ଯୁବତୀଙ୍କୁ ଅପହରଣ କରିନେଲେ। ତେବେ କୌଶଳକ୍ରମେ ଅପହରଣକାରୀଙ୍କ...

ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣରେ ସ୍ଥଗିତାଦେଶ

କଟକ ଅଫିସ୍‌, ୩।୨: କଟକ ଖାନ୍‌ନଗରଠାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ପ୍ରକଳ୍ପ ନିର୍ମାଣରେ ଲାଗିଛି ରୋକ୍‌। ପ୍ରସ୍ତାବିତ ୧୨ଏକର ପରିମିତ ବସ୍‌...

କଟକରେ ଗୁପ୍‌ଚୁପ୍‌ ଖାଉଛନ୍ତି କି? ଚଢ଼ାଉରେ ଜଣାପଡ଼ିଲା ଏପରି…

କଟକ ଅଫିସ,୨୮।୫: ସୁଆଦିଆ ଗୁପଚୁପ୍‌ ଭାବି ଗ୍ରାହକ ଖାଉଥିଲେ। ହେଲେ ଅସ୍ବାସ୍ଥ୍ୟକର ପରିବେଶରେ ଏସବୁ ତିଆରି ହେଉଥିଲା। ଗୁପଚୁପ୍‌ପ୍ରେମୀ ଏଗୁଡ଼ିକ ଖାଇ ଝାଡ଼ାବାନ୍ତିରେ ପଡ଼ୁଥିଲେ। ଏନେଇ...

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ଜଟଣୀ,୨୯।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁ ବଜାରରେ ରବିବାର ଜଣେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ସେ ହେଲେ ଉକ୍ତ...

ଏଣିକି ପ୍ରତି ମାସରେ ‘ଶ୍ରୀଜଗନ୍ନାଥାୟନ’

ପୁରୀ ଅଫିସ ୨ା୮:ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୋମବାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ...

Advertisement
Archives

Model This Week