Posted inଖେଳ

ବିଶ୍ୱର ୧୦ ସେଲିବ୍ରିଟି କିଡ୍ସଙ୍କ ମଧ୍ୟରେ ରହିଛି ଜିଭାଙ୍କ ନାଁ

ବିଶ୍ୱର ଶ୍ରେଷ୍ଠ ଫିନିସର୍‌ ଭାବେ ଜଣାଶୁଣା ଏମ୍‌ଏସ୍‌ ଧୋନୀଙ୍କ ୫ ବର୍ଷର ଝିଅ ଜିଭା ଷ୍ଟାର୍‌ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିନ୍ନ ଅନ୍ଦାଜ ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ୟାନ୍‌ ଫଲୋଇଙ୍ଗ୍‌ ବଢିବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଉଥିବା ବିଶ୍ୱର ୧୦ ସେଲିବ୍ରିଟି କିଡ୍ସଙ୍କ ମଧ୍ୟରେ ଜିଭାଙ୍କ ନାଁ ରହିଛି। ପିତାଙ୍କ ସହ ଗାର୍ଡେନ୍‌ରେ ମସ୍ତି, ଗୀତ ଗାଇବା, ଖେଳିବା ଷ୍ଟାଇଲ୍‌ ଯୋଗୁ ଜିଭାଙ୍କୁ ଦର୍ଶକ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଜିଭାଙ୍କ ଆକାଉଣ୍ଟ ମଧ୍ୟ ଅଛି। ଏପର୍ଯ୍ୟନ୍ତ ତାଙ୍କର ୧୬ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଅବଶ୍ୟ ଇନ୍‌ଷ୍ଟାଗ୍ରାମକୁ ତାଙ୍କ ମାତାପିତା ସମ୍ଭାଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ସହଜ ନୁହେଁ ସେମିଫାଇନାଲ ରାସ୍ତା: ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ,୨୬।୧୦: ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଚିନ୍ତାରେ ପଡିଯାଇଛି। ଏହି ପରାଜୟ କେବଳ ଟିମ ଇଣ୍ଡିଆର...

ଯୋଜନାବଦ୍ଧ ଉଦ୍ୟମ ଜରୁରୀ

ଆମ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପଦକ ପାଇଁ ସେତିକି ସଂଘର୍ଷର ସାମ୍ନା କରୁୂଛି ।...

ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବ ଓ୍ବେଷ୍ଟଇଣ୍ଡିଜ ପେସ୍‌ ବାହିନୀ

ଲଣ୍ଡନ, ୧୭ା୬ (ପି.ଟି.)- ବିଶ୍ୱର ଯେକୌଣସି କ୍ରିକେଟ ଦଳକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ କୋଚ୍‌ ରୋଡି ଇଷ୍ଟଓ୍ବିକ୍‌। ଅତୀତରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ପେସ୍‌...

ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୭।୧୨: ଦକ୍ଷିଣ ଆଫ୍ରିକାର ସୀମିତ ଓଭର ବିଶେଷଜ୍ଞ ତଥା ପୂର୍ବତନ ଟି -୨୦ ଅନ୍ତର୍ଜାତୀୟ ଅଧିନାୟକ ଫରହାନ୍‌ ବେହେରଡିଏନ୍‌ ମଙ୍ଗଳବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

ଅନ୍‌ଲାଇନ୍‌ ଚେସ୍‌ରୁ ୮.୮ ଲକ୍ଷ ଟଙ୍କା

ଚେନ୍ନାଇ, ୨୭ା୪ (ପି.ଟି.)-ଅନ୍‌ଲାଇନ୍‌ ଚେସ୍‌ ଚ୍ୟାରିଟି ଇଭେଣ୍ଟରୁ ୮.୮ ଲକ୍ଷ ଟଙ୍କା ସଂଗୃହୀତ ହୋଇ ପାରିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭାରତ କ୍ରିକେଟର...

ଭାରତରେ ହେବ ଏଏଫସି ମହିଳା ଏସିଆନ କପ୍‌

କୁଆଲାଲମ୍ପୁର, ୫।୬-୨୦୨୨ ଏଏଫସି ମହିଳା ଏସିଆନ କପ୍‌ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତକୁ ଅଧିକାର ମିଳିଛି। ଏହା ୨୦୨୨...

ଓଡ଼ିଶା ବାହୁକୁସ୍ତି ଦଳର ସଫଳତା

ଭୁବନେଶ୍ୱର, ୨୮ା୬ (ସ୍ପୋଟର୍‌ସ ବ୍ୟୁରୋ)- ଛତିଶଗଡ଼ର ଭିଲାଇଠାରେ ୪୩ ତମ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି।...

ସର୍ଫରାଜଙ୍କ ହାତରୁ ଗଲା ଟେଷ୍ଟ, ଟି୨୦ ନେତୃତ୍ୱ

କରାଚୀ,୧୮।୧୦- ସର୍ଫରାଜ ଅହମ୍ମଦଙ୍କୁ ଶୁକ୍ରବାର ପାକିସ୍ତାନ ଟେଷ୍ଟ ଓ ଟି୨୦ ଦଳର ଅଧିନାୟକ ପଦରୁ ବିଦା କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍‌ରେ ପରାଜୟ ଯୋଗୁ...

Advertisement
Archives

Model This Week