Posted inଫୁରସତ

ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍‌ ୭୫୫୩ କୋଟି

ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍‌ ଦେଇ ଆଉ ଏକ ମୂଲ୍ୟବାନ ପଦାର୍ଥ ରହିଛି। ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପଦାର୍ଥ। ଏହି ପଦାର୍ଥର ଏକ ଗ୍ରାମ୍‌ର ମୂଲ୍ୟ ୭୫୫୩ କୋଟିରୁ ଅଧିକ ବୋଲି କୁହାଯାଉଛି। ଏହି ପଦାର୍ଥର ନାମ ଆଣ୍ଟିମ୍ୟାଟର।
ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମ୍ୟାଟର ପଦାର୍ଥ ସହିତ ସମାନ। କିନ୍ତୁ ଏହା ସାଧାରଣ ପଦାର୍ଥର ସମ୍ପୂର୍ଣ୍ଣ ବିପରୀତ ଅଟେ। ବିଶେଷ ଭାବରେ, ଆଣ୍ଟିମ୍ୟାଟର ଉପ-ପରମାଣୁ କଣିକାର ସାଧାରଣ ପଦାର୍ଥ (ମ୍ୟାଟର୍‌)ର ବିପରୀତ ଗୁଣ ଅଛି। ସେହି କଣିକାର ବୈଦ୍ୟୁତିକ ଚାର୍ଜ ଓଲଟା। ଆଣ୍ଟିମ୍ୟାଟର୍‌ ପ୍ରଥମେ ୧୯୨୮ ମସିହାରେ ବୈଜ୍ଞାନିକ ପଲ୍‌ ଡିରାକ୍‌ ବିଶ୍ୱକୁ କହିଥିଲେ, ଯାହା ନ୍ୟୁ ସାଇଣ୍ଟିଷ୍ଟ୍‌ ପତ୍ରିକାରେ ପ୍ରକାଶ ପାଇଥିଲା। ସେହିଦିନଠାରୁ ବୈଜ୍ଞାନିକମାନଙ୍କ ପାଇଁ ଏହା କୌତୂହଳର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମହିଳା ୫୪ ବର୍ଷ ପୂର୍ବେ ଉଦ୍ଭାବନ କରିଥିଲେ ସାନିଟାଇଜର: ଯାହା ବର୍ତ୍ତମାନ କରୋନା ଜୀବାଣୁଠୁୁ କରୁଛି ରକ୍ଷା

କରୋନା ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିରଖିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଚାଇନାର ଉହାନ...

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର

ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା...

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।...

ସ୍ବର ନିୟନ୍ତ୍ରିତ ଏଆଇ ସାଇକେଲ

ଚାଇନା: ଚାଇନାର ଶିଙ୍ଗୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ସ୍ବର ଦ୍ୱାରା ନିୟନ୍ତ୍ରଣ ହୋଇପାରୁଛି। ଚାଳକ ମାଇକ୍ରୋଫୋନ...

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର...

ସଂଗ୍ରାହକ ସୌମ୍ୟରଞ୍ଜନ

ଆଜକୁ ପ୍ରାୟ ୧୨ବର୍ଷ ବିତିସାରିଲାଣି ସେ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ଆଣିଥାନ୍ତି ନାନାପ୍ରକାରର ପୁରୁଣା ଟଙ୍କା ଓ ଅନ୍ୟାନ୍ୟ ପତ୍ରପତ୍ରିକା। ଏମିତି ନିଶା ତାଙ୍କୁ ଦେଇଛି...

ନିକଟ ଭବିଷ୍ୟତରେ ଧ୍ୱଂସ ହେବ ପୃଥିବୀ, ମିଳିଲାଣି ଏସବୁ ସଙ୍କେତ

ଇସ୍ରାଏଲରେ ଘଟିଥିବା ତିନୋଟି ଅନନ୍ୟ ଘଟଣା ବିଷୟରେ ଭବିଷ୍ୟଗଣନକାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସେମାନେ କହିଛନ୍ତି, ଏହି ତିନୋଟି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚାଇପାରେ। ସେମାନଙ୍କର...

ଜଙ୍ଗଲ ରାଜାଙ୍କ ଭିନ୍ନ ରୂପ, ଶିକାର ପରିବର୍ତ୍ତେ କଲେ ଏମିତି, ଭିଡିଓ ଦେଖିଲେ…

ଜଙ୍ଗଲର ରାଜା ସିଂହ ସବୁଠାରୁ ଭୟଙ୍କର ଶିକାରକାରୀ ଭାବରେ ଜଣାଶୁଣା। ମାତ୍ର ଜଙ୍ଗଲ ରାଜାଙ୍କୁ ଯଦି ଭାବପ୍ରବଣ ଏବଂ ସ୍ନେହପୂର୍ଣ୍ଣ ଭାବନାରେ ଦେଖନ୍ତି ତେବେ ଆଶ୍ଚର୍ଯ୍ୟ...

Advertisement
Archives

Model This Week