Posted inଫୁରସତ

ବିଶ୍ୱର ସବୁଠୁ ବିପଜ୍ଜନକ ସୁଡ଼ଙ୍ଗ

ଚୀନ୍‌ର ତେହାଙ୍ଗ ପାହାଡ଼କୁ ମଝିରୁ କାଟି ତିଆରି କରାଯାଇଛି ବିଶ୍ୱର ସବୁଠୁ ଭୟାନକ ସୁଡ଼ଙ୍ଗ। ଏହାର ନାମ ରହିଛି ଗୁଓଲିୟାଙ୍ଗ୍‌। ସୁଡ଼ଙ୍ଗର ନିର୍ମାଣ ୧୯୭୨ରେ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁଡ଼ଙ୍ଗରେ କେବଳ ଚାଲି ଚାଲି ଯିବାର ନିୟମ ଥିଲା। ଏବେ କିନ୍ତୁ ସୁଡ଼ଙ୍ଗ ମଧ୍ୟ ଦେଇ ଯାନବାହନ ଚଳାଚଳ କରୁଛି। ସୁଡ଼ଙ୍ଗ ରାସ୍ତା ତୁଝାସ୍କିଆନ୍‌, ଝିନ୍‌ଝିୟାଙ୍ଗ୍‌ ଏବଂ ହେନାନ୍‌ ପ୍ରାନ୍ତ ସହ ସଂଯୁକ୍ତ। ତେବେ ସୁଡ଼ଙ୍ଗରେ ଯାତାୟାତ ସବୁଠୁ ବିପଜ୍ଜନକ। ସୁଡ଼ଙ୍ଗ ତିଆରି ହେବା ପୂର୍ବରୁ ଲୋକଙ୍କୁ ୭୨୦ଟି ପାହାଡ଼ ମଧ୍ୟ ଦେଇ ଯିବାକୁ ପଡୁଥିଲା; ଯାହା ଅତ୍ୟନ୍ତ ଭୟାନକ ଥିଲା। ଏହାକୁ ନଜରରେ ରଖି ଗଁାଲୋକେ ସୁଡ଼ଙ୍ଗ ତିଆରି ପାଇଁ ନିଶ୍ଚିତ କଲେ। ଗଁା ମୁଖିଆ ନିଜ ଅର୍ଥରେ ୧୩ଜଣ ଲୋକଙ୍କ ସହ ମିଶି ୧୨ଶହ ମିଟର ଲମ୍ବର ସୁଡ଼ଙ୍ଗକୁ ପ୍ରାୟ ୫ବର୍ଷ ଭିତରେ ସମ୍ପୂର୍ଣ୍ଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟାନିକ ଜାହାଜ ପରି ଘର

ସମସ୍ତେ ଚାହାନ୍ତି ନିଜର ଏକ ସୁନ୍ଦର ଘର ହେଉ। ଯାହାକୁ ସେମାନେ ନିଜ ମନ ମୁତାବକ ଡିଜାଇନ୍‌ କରିବେ ଓ ନିଜ ମନ ମୁତାବକ ସଜାଇବେ।...

ମାସ୍କ ପିନ୍ଧି ଇଣ୍ଟରଭ୍ୟୁ

ବେଳେବେଳେ ଯୋଗ୍ୟତା ଥାଇ ବି ଚେହେରା ଖାସ୍‌ ନ ହୋଇଥିବାରୁ ଅନେକେ ଇଣ୍ଟରଭ୍ୟୁରେ ସଫଳ ହୋଇ ପାରନ୍ତି ନାହିଁ। କାରଣ କେତେକ ସ୍ଥାନରେ ଯୋଗ୍ୟତାଠାରୁ ଲୁକ୍‌ସକୁ...

ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି।...

ସ୍ମାର୍ଟଫୋନ୍‌ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍‌ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…

କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ...

କୁକୁଡ଼ାକୁ ଆଲିଙ୍ଗନ କରି ଚର୍ଚ୍ଚାରେ ଏହି କୁନି ବାଳକ, ଦେଖିଲେ ହସି ହସି ଗଡ଼ିବେ

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଅନେକ ଆମକୁ ଶିକ୍ଷା ଦେଉଥିବା ବେଳେ ଆଉ କିଛି ହସର ଖୋରାକ ଯୋଗାଇଥାଏ। ସେହିପରି...

ପୁଅର ଆତ୍ମା ନେବାକୁ ହାତରେ ଖଣ୍ଡାଧରି ହସ୍ପିଟାଲରେ ପହଞ୍ଚିଲେ ବାପା

ଯୋଧପୁର, ୨୨।୮: ଆଧୁନିକ ଯୁଗରେ ବେଳେବେଳେ ତନ୍ତ୍ରମନ୍ତ୍ର ଜାଲରେ କେତେକ ନିରୀହ ଲୋକ ପଡୁଥିବାର ଘଟଣା ନଜରକୁ ଆସିଥାଏ। ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା...

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ...

ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…

ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା...

Advertisement
Archives

Model This Week