ବିଶ୍ୱକପ୍‌ ଚାମ୍ପିୟନ ଦଳକୁ ରାଣୀଙ୍କ ସାଲ୍ୟୁଟ

ଲଣ୍ଡନ,୧୫।୭(ଏଏଫ୍‌ପି)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିବା ଇଂଲଣ୍ଡ ଦଳକୁ ରାଣୀ ସାଲ୍ୟୁଟ କରିଛନ୍ତି। ୫୦ ଓଭରିଆ ମ୍ୟାଚ୍‌ ଓ ସୁପର ଓଭର ଟାଇ ହେବା ପରେ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡକୁ ବିଜୟୀ ଘୋଷିତ କରାଯାଇଥିଲା। ଐତିହାସିକ ବିଜୟ ଅବସରରେ ରାଣୀ ଲେଖିଛନ୍ତି, ପ୍ରିନ୍ସ ଫିଲିପ ଓ ମୋ ଆଡୁ ରୋମାଞ୍ଚକ ବିଜୟ ହାସଲ କରିଥିବା ଇଂଲଣ୍ଡ ପୁରୁଷ କ୍ରିକେଟ ଦଳକୁ ଶୁଭେଚ୍ଛା। ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ଦଳ ପ୍ରତି ମୋର ସହାନୁଭୂତି ରହିଛି। ତୁମେ ପୂରା ଟୁର୍ନାମେଣ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ କରିଛ। ଉଭୟ ପୁରୁଷ ଓ ମହିଳା ବିଶ୍ୱକପ ଚାମ୍ପିୟନ ଦଳ ସ୍ମୃତିରେ ସ୍ବତନ୍ତ୍ର ଷ୍ଟାମ୍ପ ଛପାଇବାକୁ ବ୍ରିଟେନର ରୟାଲ ମେଲ ପୋଷ୍ଟାଲ ସର୍ଭିସ ଘୋଷଣା କରିଛି। ଏଥିସହିତ ବିଶ୍ୱକପ ଫାଇନାଲ ଆୟୋଜକ ଗ୍ରାଉଣ୍ଡ ନିକଟରେ ୧୫ ନୂଆ ବକ୍ସରେ ଧଳା ଓ ସ୍ବର୍ଣ୍ଣ ରଙ୍ଗର ବ୍ୟାଟ୍‌ ଏବଂ ବଲ ଚିତ୍ର କରାଯିବ। ଏହି କାର୍ଯ୍ୟ ୩ ମାସ ମଧ୍ୟରେ ଶେଷହେବ। ଉଲ୍ଲେଖଥାଉ କି, ୨୦୧୭ରେ ହେଥର ନାଇଟଙ୍କ ଇଂଲଣ୍ଡ ଦଳ ଭାରତୀୟ ଦଳକୁ ହରାଇ ମହିଳା ବିଶ୍ୱକପ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଖେଳାଳିଙ୍କୁ ସଲାମ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୧୫।୭: ୱିମ୍ବଲଡନ ୨୦୨୪ର ଫାଇନାଲ ଜୁଲାଇ ୧୪ରେ ଖେଳାଯାଇଥିଲା। ଏହି ମ୍ୟାଚ ସର୍ବିଆର ନୋଭାକ ଜୋକୋଭିକ ଏବଂ ସ୍ପେନର କାର୍ଲୋସ ଅଲକାରାଜଙ୍କ ମଧ୍ୟରେ ହୋଇଥିଲା। ଏହି...

୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ

ବର୍ଲିନ,୧୫।୭: ସ୍ପେନ୍‌ ୟୁରୋ କପ ୨୦୨୪ ଚାମ୍ପିୟନ୍‌ ହୋଇଛି। ଇଂଲଣ୍ଡକୁ ପରାସ୍ତ କରି ଦଳ ଟାଇଟଲ ଜିତିଛି। ଇଂଲଣ୍ଡ ବିପକ୍ଷ ଫାଇନାଲରେ ଖେଳି ଏକ ପ୍ରମୁଖ...

ଇତିହାସ ରଚିଲା ସ୍ପେନ୍‌:ପ୍ରଥମ ଦଳ ଭାବେ…

ବର୍ଲିନ,୧୫।୭: ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋ କପ ୨୦୨୪ର ଫାଇନାଲ୍‌ ମ୍ୟାଚ ସ୍ପେନ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ସ୍ପେନ...

ମହିଳା ଟି୨୦ ଏସିଆ କପ୍‌: ଦୁଲାଲ ଭାରତୀୟ ଦଳ ମ୍ୟାନେଜର

ସମ୍ବଲପୁର, ୧୫ା୭(ପ୍ରମୋଦ ବହିଦାର): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଅନ୍ୟତମ ସଦସ୍ୟ ଦୁଲାଲ...

ଓ୍ବିମ୍ବେଲଡନ୍‌ ଗ୍ରାଣ୍ଡସ୍ଲାମ: ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ

ଲଣ୍ଡନ,୧୫ା୭(ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍‌...

ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

ଲଣ୍ଡନ,୧୪ା୭:ବ୍ରିଟେନ୍‌ ରାଜକୁମାରୀ କେଟ୍‌ ମିଡିଲଟନ୍‌ କ୍ୟାନ୍‌ସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ୍‌ ପୁରୁଷ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ...

ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚକୁ ୪୨ ରନ୍‌ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ...

କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ

ଚାର୍ଲୋଟ,୧୪ା୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କାନାଡାକୁ ୪-୩ ଶୁଟ୍‌ଆଉଟରେ ହରାଇ ଦେଇଛି ଉରୁଗୁଏ। ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri