Posted inଖେଳ

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ, ୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଧାର୍ଯ୍ୟ ୫୦ ଓଭରରେ ଟିମ୍‌ ଇଣ୍ଡିଆ ୪ ଉଇକେଟ ହରାଇ ୩୪୭ ରନ୍‌ କରିଛି। ଶ୍ରେୟାସ ଆୟାର (୧୦୩) କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ତାଙ୍କ ଇନିଂସରେ ଥିଲା ୧୧ ଚୌକା ଓ ଗୋଟିଏ ଛକା। ଏହା ଛଡ଼ା ଲୋକେଶ ରାହୁଲ ୮୮, ଅଧିନାୟକ ବିରାଟ କୋହଲି ୫୧, ମୟଙ୍କ ଅଗ୍ରଓ୍ବାଲ ୩୨, କେଦାର ଯାଦବ ୨୬ ଓ ପୃଥ୍ବୀ ଶ ୨୦ ରନ୍‌ କରିଥିଲେ। ଦୁଇ ଓପନର ମୟଙ୍କ ଓ ପୃଥ୍ବୀ ଏହି ମ୍ୟାଚ୍‌ ଜରିଆରେ ଦିନିକିଆ କ୍ୟାରିୟର ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସନ୍‌ରାଇଜର୍ସକୁ ଝଟ୍‌କା; ଖେଳିବେନି ଏହି ଷ୍ଟାର ଖେଳାଳି

ଦୁବାଇ, ୨୨।୧୦: ଚଳିତ ଆଇପିଏଲ୍‌ର ୪୦ତମ ମୁକାବିଲାରେ ଗୁରୁବାର ରାଜସ୍ଥାନ ରୟାଲ୍ସର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହେବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଡେଭିଡ୍‌...

ଟ୍ରୋଲ କରୁଥିଲେ ଶ୍ରୀଲଙ୍କା ପ୍ରଶଂସକ, ଏମିତି ଜବାବ ଦେଇ ମୁହଁ ବନ୍ଦ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୫।୧୨: ବାଲାଂଦେଶକୁ ମୀରପୁର ଟେଷ୍ଟରେ ୩ ଉଇକେଟରେ ପରାଜିତ କରିଛି ଭାରତ। ଏକ ସମୟରେ ମ୍ୟାଚ୍‌ ଖେଳାଳିଙ୍କ ହାତରୁ ଚାଲିଯିବା ପରି ମନେ ହେଉଥିଲା। କାରଣ...

ପାକିସ୍ତାନ ଟୁର୍‌ରୁ ଓହରିଲେ ରାଜପୁତ

କରାଚୀ, ୨୧ା୧୦ (ପି.ଟି.)-ଜିମ୍ବାଓ୍ବେ କ୍ରିକେଟ କୋଚ୍‌ ଲାଲଚାନ୍ଦ ରାଜପୁତ ଦଳ ସହିତ ପାକିସ୍ତାନ ଟୁର୍‌ରେ ସାମିଲ ହୋଇପାରିବେ ନାହିଁ। ସୀମିତ ଓଭର ସିରିଜରୁ ବାଦ୍‌ ଦେବାକୁ...

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି।...

ଅଶ୍ୱିନଙ୍କ ଅପେକ୍ଷାରେ ରେକର୍ଡ

ମୁମ୍ବାଇ,୧।୧୨: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟଙ୍କ ତାଲିକାରେ ହରଭଜନ ସିଂଙ୍କୁ ପଛରେ ପକାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ରେକର୍ଡ ହାତେଇବାକୁ ଯାଉଛନ୍ତି।...

ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ ହୋଇପାରେ: କୋହଲି

ଲିଡ୍ସ,୨୪।୮ : ଓ୍ବିନିଂ କମ୍ବିନେଶନରେ କୌଣସି ପ୍ରକାର ପରିବର୍ତ୍ତନ ଚାହାନ୍ତି ନାହିଁ ଭାରତୀୟ ଅଧିନାୟକ ବିରାଟ କୋହଲି। କିନ୍ତୁ ହେଡିଂଲେ ପିଚ୍‌କୁ ଦେଖିବା ପରେ ଅଭିଜ୍ଞ...

ସାଥୀ ଖେଳାଳିଙ୍କ ଏଭଳି କାରନାମା ଦେଖି ବିଶ୍ୱାସ କରିପାରିଲେନି ବିରାଟ କୋହଲି

ସିଡ୍‌ନୀ,୭।୧୨: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ରେ ଭାରତ ଅଷ୍ଟ୍ରେଲିଆକୁ ୬ଟି ଉଇକେଟରେ ପରାସ୍ତ କରିଛି।...

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ...

Advertisement
Archives

Model This Week