ବିଭିନ୍ନ ଦାବି ନେଇ ଗର୍ଜିଲା ମୋଟର ଚାଳକ ସଂଘ: ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ଅସଙ୍ଗଠିତ ମୋଟର ଚାଳକଙ୍କ ମୌଳିକ ସମସ୍ୟା ନେଇ ଶନିବାର ଗଞ୍ଜାମ ଶାଖା ମୋଟର ଚାଳକ ସଂଘ ପକ୍ଷରୁ ତହସିଲଦାରଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୋଟର ଚାଳକମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପରେ ଭାରତୀ ବିଦ୍ୟାପୀଠ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି। ସେମାନଙ୍କ ଦାବିଗୁଡିକ ହେଲା ଉକ୍ତ ଏନ୍‌ଏସି ଅଞ୍ଚଳ ପରିସରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ, ଚାଳକଙ୍କ ନିମନ୍ତେ ଆଶ୍ରମ ଗୃହ ଓ ଶୌଚାଳୟ, ଶ୍ରମ ବିଭାଗରେ ସମସ୍ତ ଚାଳକମାନଙ୍କ ପଞ୍ଜୀକରଣ, ଚାଳକ ପରିବାରକୁ ସ୍ବାସ୍ଥ୍ୟ, ଶିକ୍ଷା ଆଦି ଯୋଗାଇ ଦେବା।


Enter your email to get our daily news in your inbox.

All Right Reserved By Dharitri.Com

ପିଡି ଦାୟିତ୍ୱ ନେଲେ ନୀଳମାଧବ

ଛତ୍ରପୁର,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର...

ଭଞ୍ଜନଗର, ବେଲଗୁଣ୍ଠାରେ ୧୧ କାଉନ୍‌ସିଲର ନିର୍ଦ୍ୱନ୍ଦ୍ୱ

ଭଞ୍ଜନଗର,୧୦ା୩(ଡି.ଏନ୍‌.ଏ.) ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକରେ ବିଜେଡି ଅଧ୍ୟକ୍ଷ ଆସନ ଦଖଲ କରିବାକୁ ଯାଉଛି। ବେଲଗୁଣ୍ଠାରେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଅଧ୍ୟକ୍ଷ ଆସନରେ...

ବ୍ୟାଙ୍କରେ ଅଚେତ ହୋଇଗଲେ ନାବାଳିକା ଛାତ୍ରୀ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁ ଓ ତାଙ୍କ ଝିଅ କାଜଲ ସ୍ବାଇଁ(୯) ସୋମବାର କୌଣସି କାମରେ ଗଞ୍ଜାମ ଷ୍ଟେଟ୍‌...

ବଡନଦୀ ହିଡରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆସିକା,୨୮।୫(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ମୁକୁନ୍ଦପୁର-ଆଲିପୁର ବଡନଦୀ ହିଡ ରାସ୍ତା କଡରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପୋଲସରା...

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଗଞ୍ଜାମ...

ଜାତୀୟ ରାଜପଥରେ ଅଟକିଛି ଶତାଧିକ ଟ୍ରକ : ୫ ଦିନ ହେଲା ଟ୍ରାଫିକ ବିପର୍ଯ୍ୟସ୍ତ

ଛତ୍ରପୁର,୧୮ା୭(ଡି.ଏନ.ଏ)-ଗଞ୍ଜାମରୁ ଆରମ୍ଭ କରି ଛତ୍ରପୁର- କାଳିବାଲି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଶତାଧିକ ଆଇରନ୍‌ ଓର୍‌ ବୋଝେଇ ଟ୍ରକ୍‌ ୫ ଦିନ ହେଲା ଅଟକି...

ଅନ୍ୟ ରୋଗରେ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ: ମୃତକ ଗଞ୍ଜାମ ଜିଲାର

ଭୁବନେଶ୍ୱର/ଛତ୍ରପୁର, ୧।୭(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ବୁଧବାର ଜଣେ କରୋନା ପଜିଟିଭଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୫୨ ବର୍ଷୀୟ ବ୍ୟକ୍ତି। ପୂର୍ବରୁ...

ଭୋଜି ବାହାନାରେ ଜୁଆ ଆଡ୍ଡା, ୩ ଗିରଫ: କାର, ବାଇକ ସମେତ ୯୨,୪୫୦ ଟଙ୍କା ଜବତ

ଦିଗପହଣ୍ଡି,୧୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ଗୁରୁବାର ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ପି. ପ୍ରବିନ କୁମାର, ଗୋଳନ୍ତରା ଥାନା ପନାଡ ଗ୍ରାମର ଦିବାକର ଗୌଡ, ବ୍ରହ୍ମପୁର ବଡ ବଜାର ଥାନା ଫାଷ୍ଟଗେଟ...

Advertisement
Archives

Model This Week