ବିବାହ ବେଦୀରୁ ଉଠି ୧୦ ମିନଟ୍‌ରେ ପହଞ୍ଚିଲେ ପରୀକ୍ଷା ହଲ୍‌ରେ

ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍‌. କମ୍‌ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର ଲୋକଙ୍କ ଚାପରେ ବିବାହ ପାଇଁ ସ୍ଥିର କରିଥିଲେ। ହେଲେ ବିବାହ ଦିନ ତାଙ୍କର ତୃତୀୟ ସେମିଷ୍ଟର ପରୀକ୍ଷା ଥିବାରୁ ସେ ପରୀକ୍ଷା ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସହଯୋଗରେ ସେ ଏମ୍‌. କମ୍‌ ପରୀକ୍ଷା ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ହର୍ଷିତା ବିବାହ ସାରି ମାତ୍ର ୧୦ ମିନିଟରେ ପରୀକ୍ଷା ହଲରେ ପହଞ୍ଚିଥିଲେ। ସେଠାରେ ଥିବା ଅନ୍ୟ ପରୀକ୍ଷାର୍ଥୀମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ରେଜିଷ୍ଟ୍ରାରଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥା କରାଯାଇଥିବାରୁ ହର୍ଷିତା ପରୀକ୍ଷା ଦେଇପାରିଥିବା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲର ହେବାକୁ ଚାହୁଁଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର ଶ୍ରଫ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ର ଏହି...

ନେଟ୍‌ଫ୍ଲିକ୍ସରେ ‘ଦି ଇନ୍ଦ୍ରାଣୀ ମୁଖାର୍ଜିଆ ଷ୍ଟୋରି: ବରିଡ୍‌ ଟ୍ରୁଥ୍‌’

ନୂଆଦିଲ୍ଲୀ,୩।୩କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେବା ପରେ ‘ଦି ଇନ୍ଦ୍ରାଣୀ ମୁର୍ଖାଜିଆ ଷ୍ଟୋରି: ବରିଡ୍‌ ଟ୍ରୁଥ୍‌’ ସିରିଜ୍‌ର ପ୍ରସାରଣ ଓଟିଟି...

ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ…

ସାଧାରଣ ମଣିଷ ପକ୍ଷେ ଯାହା କରିବା ଅସମ୍ଭବ ମନେହୁଏ, ଅନେକ ସମୟରେ ହାତ ଗୋଡ ନ ଥିବା ମଣିଷମାନେ ନିଜର ଦୃଢ ମନୋବଳ ଦ୍ୱାରା ସମ୍ଭବ...

ପ୍ୟାଡ ଓମେନ ମାୟା ବିଶ୍ୱକର୍ମା

ମଧ୍ୟପ୍ରଦେଶ ନରସିଂହପୁର ଜିଲାର ମାୟା ବିଶ୍ୱକର୍ମା ସାରା ଭାରତରେ ବେଶ୍‌ ପରିଚିତ ‘ପ୍ୟାଡ ଓମେନ୍‌’ ଭାବେ। ସେ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳକୁ ଯାଇ ଲୋକଙ୍କୁ ମାସିକ...

ସ୍ବାଧୀନତା… ଜନ୍ମଗତ ଅଧିକାର

ନାକୁଆଟା ନାକରା ପିଲା ନୁହଁ, ମାତ୍ର ତା’ ନାକ ଅଗରେ ରାଗ l ସିଏ ଯାହା ବୁଝିଥିବ ସେଇଆ l ତା’ କଥା ଉପରେ କିଏ...

ନାକରେ ଦିଆସିଲି କାଠି ପୁରାଇ ଗିନିଜ ଓ୍ବାର୍ଲଡ ରେକର୍ଡ!

ଆଜିକାଲି ଲୋକେ ଫେମସ୍‌ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି। ଜୀବନ ପ୍ରତି ବିପଦ ଥିଲେ ବି ପଛଘୁଞ୍ଚା ଦେଉ ନାହାନ୍ତି। ଏଇ...

ଓଡ଼ିଆ କାବ୍ୟ ସାହିତ୍ୟର ନିଆରା ସ୍ରଷ୍ଟା ଅପର୍ଣ୍ଣା

ଓଡ଼ିଆ କାବ୍ୟ ସାହିତ୍ୟରେ ଜଣେ ଆଦରଣୀୟ ବ୍ୟକ୍ତିତ୍ୱ, ନିଆରା ସ୍ରଷ୍ଟା ସର୍ବୋପରି ଜଣେ ବରିଷ୍ଠ କବୟିତ୍ରୀ ଅପର୍ଣ୍ଣା ମହାନ୍ତି। ଯିଏ କି ଶିକ୍ଷା ଓ ସାହିତ୍ୟ...

ଶ୍ରବଣଶକ୍ତିର ଯତ୍ନକୁ ବାସ୍ତବତାରେ ପରିଣତ କରିବା

ଶ୍ରବଣଶକ୍ତି ପ୍ରଭାବିତ ହେଲେ ଜଣେ ପିଲାର ଭବିଷ୍ୟତ ଅନେକାଂଶରେ ପ୍ରଭାବିତ ହୋଇଥାଏ। ଏବେ ଏଭଳି ସମସ୍ୟା ଦୂର କରିବା ପାଇଁ ଆର୍ଟିଫିସିଆଲ ଶ୍ରବଣ ଯନ୍ତ୍ରର ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri