ବିବାହ କରିବି ତ କେବଳ ସନ୍ନି ଲିଓନୀଙ୍କ ଭଳି ଯୁବତୀଙ୍କୁ..

ବଲିଉଡ ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ। ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ସୋସିଆଲ ମିଡିଆରେ ବି ଅନେକ ଲୋକପ୍ରିୟ। ସନ୍ନି ଲିଓନୀଙ୍କ ଇନଷ୍ଟ୍ରାଗ୍ରାମରେ ଫଲୋୟର୍ସଙ୍କ ସଂଖ୍ୟା ୨୦ ମିଲିୟନ। କିଛି ଦିନ ପୂର୍ବରୁ ଏକ ଅଜବ ଯୁବ ଫ୍ୟାନଙ୍କ ସହ ସନ୍ନିଙ୍କ ଭେଟ ହୋଇଥିଲା। ଯେ କି, ତାଙ୍କ ପାଇଁ ଏକ ଦମ୍‌ ପାଗଳ। ଏହି ଯୁବକ ଜଣଙ୍କ ସନ୍ନିଙ୍କ ଭଳି ଝିଅଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରି ବସିଥିଲେ। ଦିନକର ଘଟଣା, ସନ୍ନି ଉକ୍ତ ଯୁବକଙ୍କୁ ଫୋନ କରି କହିଥିଲେ, ସନ୍ନି ଲିଓନି ଭଳି ଝିଅ ଦୁନିଆରେ ଗୋଟିଏ। ତାଙ୍କୁ ତୁମେ ଆଉ କାହା ସହ ତୁଳନା କରିପାରିବ ନାହିଁ। ଫୋନରେ ସନ୍ନିଙ୍କ ସ୍ବର ଶୁଣି ଯୁବଙ୍କ ଜଣଙ୍କ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଏହି କଲ୍‌ ରେକର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Animal ଫିଲ୍ମ ଭାବି ନମ୍ବର-୨ ଙ୍କ ବଢ଼ିଲା ଡିମାଣ୍ଡ, ରଶ୍ମିକାଙ୍କୁ ପଛରେ ପକାଇ ସାଜିଲେ ନ୍ୟାଶନାଲ କ୍ରସ୍

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ‘ଆନିମଲ’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ବିଶ୍ୱ ବଜାରରେ ଫିଲ୍ମ ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ ରୋଜଗାର...

ଅନନ୍ୟାଙ୍କ ବ୍ରେକଅପ!

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଖୋ ଗଏ ହମ କାହଁା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି...

ଡରୁଛନ୍ତି ଟ୍ବିଙ୍କଲ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ନିଜ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...

ଛାଡ଼ପତ୍ର ପରେ ଏକାକୀ ହୋଇଗଲେ ଏହି ଦାମୀ ଅଭିନେତ୍ରୀ, ଏବେ କରୁଛନ୍ତି ଏମିତି କାମ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଜଣେ ବଡ଼ ହିରୋଙ୍କଠାରୁ ଅଧିକ ଦରମା ପାଆନ୍ତି। ସେହିପରି ବହୁତ କମ୍‌ ଅଭିନେତ୍ରୀ...

ରୁମର୍ଡ ବୟ ଫ୍ରେଣ୍ଡଙ୍କୁ ‘ସାଇକୋ’ ବୋଲି କହିଲେ ଦବଙ୍ଗ ଗର୍ଲ

ମୁମ୍ବାଇ: ନିକଟରେ ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି। ଜହିର ଇକବାଲଙ୍କ ସହ ସମ୍ପର୍କ ଥିବା...

ସ୍ବାମୀଙ୍କୁ ଅନୁସରଣ କରି ରାଜନୀତି କରିବେ ପରିଣିତି!

ମୁମ୍ବାଇ,୧୦।୧୨: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଚଳିତ ବର୍ଷ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟି (ଏଏପି) ରାଜନେତା ରାଘବ ଚଝାଙ୍କ ସହ ତାଙ୍କର ସ୍ବପ୍ନର ବିବାହ...

କାଠୁଆ ଶୀତରେ ହିମାଳୟ ଜଙ୍ଗଲରେ ୧୦ ଦିନ କାଟିଲେ ବିଦ୍ୟୁତ ଜାମୱାଲ, ଇଣ୍ଟରନେଟରେ ନିଆଁ ଲଗାଇଲା ଫଟୋ

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ ପାଇଁ ଖୁବ ଲୋକପ୍ରିୟ। ଗତ ରବିବାର ତାଙ୍କର ଜନ୍ମ ଦିନ ଯାଇଥିଲା ବେଳେ...

ପାନ ମସଲା ବିଜ୍ଞାପନ କରିବା ମାମଲାରେ ଝଟ୍‌କା! ଶାହାରୁଖ-ଅକ୍ଷୟ-ଅଜୟଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ମୁମ୍ବାଇ,୧୦।୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri