ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ

ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶି ଚିନ୍ତିତ ଥାଆନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର କରିବା, ସେମାନଙ୍କ ସହ ନିଜକୁ ଖାପଖୁଆଇ ଚଳିବା ଝିଅଙ୍କ ଲାଗି ସେତେଟା ସହଜ ହୋଇ ନ ଥାଏ। ସାଧାରଣତଃ ଝିଅଙ୍କ ମନକୁ ଆସୁଥିବା ପ୍ରଶ୍ନ ମଧ୍ୟରୁ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ସମ୍ପର୍କରେ ଜାଣନ୍ତୁ…
ପରିଚୟକୁ ନେଇ ପ୍ରଶ୍ନ:
ଅନେକ ଝିଅ ଭାବନ୍ତି ବିବାହ ବନ୍ଧନରେ ବାନ୍ଧି ହେଲେ ସେମାନଙ୍କ ପରିଚୟ ହଜି ଯାଇଥାଏ। ମାତ୍ର ଏପରି ଭାବିବା ଭୁଲ୍‌। ବିବାହ ପରେ ଅନ୍ୟ ଏକ ପରିଚୟ ଆପଣଙ୍କ ସହିତ ଯୋଡ଼ି ହୋଇ ଯାଇଥାଏ। ଏହା ସହ ଆପଣଙ୍କ ସ୍ବାମୀ ମଧ୍ୟ ଆପଣଙ୍କୁ ଏକ ନୂଆ ନାମରେ ସମ୍ବୋଧିତ କରିଥା’ନ୍ତି।

ରାଗିବାକୁ ନେଇ ପ୍ରଶ୍ନ:
ଅନେକ ସମୟରେ ହସ, ମଜା ମଧ୍ୟ ଭାରି ପଡ଼ିଥାଏ। ଏହି କାରଣକୁ ନେଇ ଯଦି ସ୍ବାମୀ ରାଗିଯା’ନ୍ତି, ତେବେ ଝିଅମାନେ ଚିନ୍ତାରେ ପଡ଼ିଯା’ନ୍ତି। ମାତ୍ର ଏତେ ଚିନ୍ତା ନ କରି କିଛି ଗୀତ ସ୍ବାମୀଙ୍କୁ ଶୁଣାନ୍ତୁ। ସେ ନିଶ୍ଚେ ଶାନ୍ତ ହୋଇଯିବେ।

ମା’ଙ୍କ ପାଖେ ଅଭିଯୋଗ:
ନିଜ ପ୍ରଶଂସା ଶୁଣିବାକୁ ପ୍ରାୟ ସବୁ ଝିଅ ପସନ୍ଦ କରିଥା’ନ୍ତି। ସେମାନେ ଚାହିଁ ନ ଥା’ନ୍ତି ଶାଶୁଘର ଲୋକ ତାଙ୍କ ବିଷୟରେ ମା’ଙ୍କ ପାଖେ ଅଭିଯୋଗ କରନ୍ତୁ।

ଜିନିଷ ବାଣ୍ଟିବାକୁ ନେଇ ପ୍ରଶ୍ନ:
ଅନେକ ଝିଅ ଅଛନ୍ତି, ଯେଉଁମାନେ ସେମାନଙ୍କ ଜିନିଷ ଅନ୍ୟ କାହାକୁ ବାଣ୍ଟିବାକୁ ପସନ୍ଦ କରି ନ ଥାଆନ୍ତି। ତେଣୁ ଏହାକୁ ନେଇ ସେମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରୁ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ...

ମେଦବହୁଳତାରୁ ଦୂରେଇ ରଖେ ଏହି ସହଜ ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଦୈନଦିନ ଜୀବନରେ କିଛି ସହଜ ଉପାୟ ଦ୍ୱାରା ଏଥିରୁ ଦୂରେଇ...

କୁର୍ତ୍ତି ସହ ସ୍କର୍ଟ

ଫ୍ୟାଶନ ଟ୍ରେଣ୍ଡରେ ଅଲଗା ଦେଖାଯିବା ପାଇଁ ସ୍କର୍ଟ ସହ କୁର୍ତ୍ତି ମ୍ୟାଚ କରି ପିନ୍ଧିପାରିବେ। ଏହା ପିନ୍ଧିବା ପାଇଁ ଆରାମଦାୟକ ହେବା ସହିତ ଏଥେନିକ୍‌ ଲୁକ୍‌...

କାଜୁ କଟ୍‌ଲି

କାଜୁ-୨କପ୍‌,ଚିନି-୧କପ୍‌ ପାଣି-ଅଧା କପ୍‌,ଘିଅ-୧ଚାମଚ ଗୁଜୁରାତି ଗୁଣ୍ଡ-୧/୪ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨କପ୍‌ କାଜୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ, ଯେପରି ଖଦଡ଼ିଆ ନ ରହେ ଧ୍ୟାନ...

ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ।...

ଥାଲାସେମିଆ : କିଛି କଥା

ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ...

ମେଦବହୁଳତା ଓ ଆଜ୍‌ମା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାର ସ୍ଥାୟୀ ଉପଚାର ନାହିଁ। ତେଣୁ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବାକୁ ପଡ଼ିଥାଏ।...

ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ...

Advertisement
Archives

Model This Week