Posted inଜାତୀୟ

ବିବାଦ ପରେ ୟୁ ଟର୍ଣ୍ଣ ନେଲେ ରବିଶଙ୍କର

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବହୁ ବଡ ବଡ ନେତା ତାଙ୍କୁ ଘେରିବା ପରେ ରବିବାର ସେ ଏକ ପ୍ରେସ୍‌ ରିଲିଜ୍‌ ମାଧ୍ୟରେ କହିଛନ୍ତି ସେ ଯେଉଁ ବୟାନ ଦେଇଥିଲେ ତାକୁ ଓଲଟାସିଧା ଅର୍ଥରେ ଗ୍ରହଣ କରାଯାଇଥିବାରୁ ସେ ତାକୁ ଫେରାଇ ନେଉଛନ୍ତି। ସୂଚନାଯୋଗ୍ୟ, ଶନିବାର ରବିଶଙ୍କର କହିଥିଲେ କି ଦେଶରେ ତିନି ତିନୋଟି ଫିଲ୍ମ କୋଟି କୋଟି ଟଙ୍କା ବ୍ୟବସାୟ କରୁଛନ୍ତି ତେଣୁ ଦେଶରେ ମାନ୍ଦାବସ୍ଥା ଆସିଲା କେଉଁଠୁ। ସେ କହିଥିଲେ ଅକ୍ଟୋବର ୨ରେ ୩ଟି ଫିଲ୍ମ ୧୨୦ କୋଟି ଟଙ୍କା ବ୍ୟବସାୟ କରିଛନ୍ତି। ଆଇନ ମନ୍ତ୍ରୀଙ୍କ ଏହି ବୟାନ ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଆଉ କେତେଜଣ ନେତା ତାଙ୍କୁ ସମାଲୋଚନା କରିଥିଲେ। ଏମିତିକି ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଧ୍ୟ ରବିଶଙ୍କରଙ୍କୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ୨ ଦିନ ବନ୍ଦ ରହିବ ଡେରାଡୁନ

ଡେରାଡୁନ,୪।୬: କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ କରାଯାଇଛି। ଏହି...

ସ୍ନାତକ ଛାତ୍ରୀଙ୍କୁ ମିଳିବ ୫୦ ହଜାର

ପାଟନା,୧।୪: ବାଳିକାଙ୍କ ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଟି ବଚାଓ-ବେଟି ପଢ଼ାଅ ଅଭିଯାନ ଅନ୍ତର୍ଗତ ସୁକନ୍ୟା ସମୃଦ୍ଧି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାରେ...

ନିଖୋଜ ପୋଷା କୁକୁରର ମୃତଦେହ ଉଦ୍ଧାର ପରେ ମାଲିକ ଘଟାଇଲେ ଏପରି କାଣ୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୋପାଳ, ୩୧।୧୦: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲା କୋତଓ୍ବାଲି ଥାନା ଅଞ୍ଚଳରେ ସୋମଦେବ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ୨ ଦିନ ହେବ ନିଖୋଜ ଥିଲା।...

ଦିଲ୍ଲୀର ଏମ୍‌ପି ଆସନ ସଂଖ୍ୟାକୁ ନେଇ ଟ୍ରୋଲ୍‌ ହେଲେ ଶାହା

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଏମିତି ଏକ ଟୁଇଟ୍‌ କରିଛନ୍ତି ଯାହାକୁ ନେଇ ସେ ଏବେ ଟ୍ରୋଲ୍‌ ହୋଇଛନ୍ତି। ଦିଲ୍ଲୀ...

ରୋଜଗାରର ବାଟ ଫିଟାଇବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେ: ପ୍ରଧାନମନ୍ତ୍ରୀ

ଚିତ୍ରକୂଟ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ହଜାର କୋଟି ଟଙ୍କା...

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ମହିଳାଙ୍କୁ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁରେ ବୁଲାଇଲେ

ରାଞ୍ଚି,୨୯।୯: ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁ ବୁଲାଇଛନ୍ତି ଗ୍ରାମବାସି। ଝାଡ଼ଖଣ୍ଡର ଡୁମକା ଜିଲାର...

ସୀମାରେ ଶାନ୍ତି ଚାହୁଁନି ଚାଇନା

ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ...

Advertisement
Archives

Model This Week