ବିନା ହେଲମେଟ୍‌ରେ ବାଇକ୍‌ ଚାଳନା, ପୋଲିସ ଏସ୍‌ଆଇଙ୍କୁ ହଜାରେ ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୪ା୩ – ମଙ୍ଗଳବାର ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବା ଜଣେ ପୋଲିସ ସବ୍‌ଇନ୍ସପେକ୍ଟର ୧ହଜାର ଟଙ୍କା ଜରିମାନା ଗଣିଛନ୍ତି ା ଏହି ଜରିମାନା ପୋଲିସ କି ଆରଟିଓ ବିଭାଗ କାଟି ନାହିଁ ା ସମ୍ପୃକ୍ତ ପୋଲିସ ସବ୍‌ଇନ୍ସପେକ୍ଟର ବିନା ହେଲମେଟ୍‌ରେ ବାଇକ ଚଲାଇବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ପୋଲିସ ସବ୍‌ଇନ୍ସପେକ୍ଟରଙ୍କଠାରୁ ଚାଲାଣ କାଟିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଟାଉନ୍‌ ଥାନା ସବ୍‌ଇନ୍ସପେକ୍ଟର ଅବିନାଶ ନାୟକ ବିନା ହେଲେମେଟ୍‌ରେ ବାଇକ୍‌ ଚଳାଇ ଯାଉଥିଲେ ା କେତେକ ଲୋକ ମୋବାଇଲରେ ତାର ଭିଡିଓ ରେକର୍ଡିଂ କରିଥିଲେ। ପରେ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ଏସ୍‌ପି ମାଡକରଙ୍କ ପାଖକୁ ତାହା ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ା ଉକ୍ତ ଭିଡିଓକୁ ଦେଖିବା ପରେ ଏସ୍‌ପି ମାଡକର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ା ଏହାପରେ ସବ୍‌ଇନ୍ସପେକ୍ଟର ନାୟକଙ୍କଠାରୁ ୧ହଜାର ଟଙ୍କାର ଚାଲାଣ କଟାଯାଇ ଫାଇନ୍‌ ଆଦାୟ କରାଯାଇଛି ା ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ବୀକାର କରିଛନ୍ତି ା ସଂପୃକ୍ତ ପୋଲିସ ଅଧିକାରୀଙ୍କଠାରୁ ୧ହଜାର ଟଙ୍କାର ଚାଲାଣ କଟାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨୦ ଜଣଙ୍କ ପାଇଁ ନେଇଥିଲେ ଅନୁମତି, ଡକାଇଥିଲେ ୨ ହଜାର ଲୋକ

ଦାରିଙ୍ଗବାଡ଼ି,୨୭।୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ...

ଜଳିଗଲା ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌

ପରଜଙ୍ଗ,୨୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ. ଜାତୀୟ ରାଜପଥ ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ...

ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା କରି ଫିଙ୍ଗିଦେଲ

ବଲାଙ୍ଗୀର ଅଫିସ,୨୫।୯: ବଲାଙ୍ଗୀର ମ୍ୟୁନିସିପାଲଟି ମହିଳା କର୍ମଚାରୀ ଅଷ୍ଟମୀ ବକୁଳ(୩୦)ଙ୍କ ବୀଭତ୍ସ ମୃତଦେହ ରବିବାର ବିଜାଖମନ ଆବର୍ଜନା ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି।...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ ଟିମ୍‌

ପାରଳାଖେମୁଣ୍ଡି:୧୬।୮(ଡି.ଏନ୍‌.ଏ.): ଗଜପତି ଜିଲାପାରଳାଖେମୁଣ୍ଡିଠାରେ ଘଟିଥିବା ଏସିଏଫ୍‌ ସମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ସୋମବାର ବନ ବିଭାଗର ୬ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି।...

ଗ୍ରାହକଙ୍କ ଜମାଖାତାରୁ ୬୬,୮୧୩ ଟଙ୍କା ଗାଏବ

ବନ୍ତ, ୪।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କର ୬୬ ହଜାର ୮୧୩ ଟଙ୍କା ଉଭାନ...

ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ସ୍କ୍ବାଡ ଗଠନ ହେଲା

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ଛୋଟ ପିଲାଙ୍କ ବସ୍ତାନୀ ବୋଝ ହାଲୁକା କରିବା ପାଇଁ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା...

ମୋଦି, ନବୀନଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୫ା୯: କୃଷି ବିଲ୍‌କୁ ବରଗଡ଼ ଜିଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ରାସ୍ତାକୁ ଓହ୍ଲାଇ...

ମହିଳାଙ୍କୁ ହତ୍ୟା, ଜେଲ୍‌ ଗଲେ ପଡ଼ୋଶୀ

ଦିଗପହଣ୍ଡି,୨୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମ ନୂଆସାହିରେ ଘର କାନ୍ଥ ବିବାଦକୁ କେନ୍ଦ୍ରକରି ଗତ ମଙ୍ଗଳବାର ଅପରାହ୍ନରେ ବିଜୟଲକ୍ଷ୍ମୀ ମହାନ୍ତି ଓରଫ କୁନା...

Advertisement
Archives

Model This Week