ବିନା ହେଲମେଟରେ ଗାଡ଼ି ଚଳାଇବା ଯୋଗୁ ବାବୁସାନଙ୍କୁ ହଜାରେ ଟଙ୍କାର ଜରିମାନା, ଭିଡିଓ ଭାଇରାଲ ପରେ କଟିଲା ଚାଲାଣ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍‌ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍‌ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ କମିଶନରେଟ୍‌ ପୋଲିସ ଟୁଇଟ କରି ଚାଲାଣ ସମ୍ପର୍କରେ ଜଣାଇଛି। ଏନେଇ ବାବୁସାନ ପ୍ରତିକ୍ରିୟା ରଖି ଏପରି ଭୁଲ୍‌ ଆଉ ହେବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ବନ୍ୟା: ୭୫ ହଜାର ଲୋକ ପ୍ରଭାବିତ; ୫୫୩୨ ହେକ୍ଟର ଚାଷ ଜମି ଜଳମଗ୍ନ

ଜୁନାଗଡ,୯।୮(ଡି.ଏନ.ଏ.)ମଙ୍ଗଳବାର, ବୁଧବାର ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୫ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ମଙ୍ଗଳବାର ବିଳମ୍ବିତ...

ଭକ୍ତଙ୍କ ବିନା ହେଲା ପୂଜାର୍ଚ୍ଚନା

ପୁରୀ ଅଫିସ,୧୪ା୪: ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ପବିତ୍ର ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଚଳିତବର୍ଷ ଫିକା ପଡ଼ିିଥିଲା। ସବୁ...

ଜିରୋ ଆଓ୍ବାର ପାଳନ ପ୍ରସ୍ତୁତି ଜୋର୍‌ଦାର: ବଲିଉଡ ଗାୟକଙ୍କ ସହ ରସିଆନ୍‌ ବେଲି ଡ୍ୟାନ୍ସ

କଟକ ଅଫିସ, ୩୦।୧୨- ବୁଧବାର ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବେ ସହରବାସୀ। ଏଥିପାଇଁ କଟକର ବିଭିନ୍ନ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ: ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା

ପୁରୀ ଅଫିସ,୬।୯: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...

ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍‌ ମାନିଗଲା କଂଗ୍ରେସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ...

ମଦ୍ରାସା ବୋର୍ଡ ପରୀକ୍ଷା: ପାସ୍‌ ହାର ୮୦.୭୮%

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବୋର୍ଡ ଅଧୀନରେ ହୋଇଥିବା ମୌଲବୀ(ମାଟ୍ରିକ୍‌), ମାହିର(ଯୁକ୍ତ୨), ଅଲିମ୍‌(ଯୁକ୍ତ୩), ଫାଜିଲ(ପିଜି) ସ୍ତରୀୟ ପରୀକ୍ଷାଫଳକୁ ବିଦ୍ୟାଳୟ...

ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୬।୧୨:ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ...

ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ...

Coronavirus Update


Archives

Model This Week

Why Dharitri