ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ ବିମାନ ବନ୍ଦରରେ ସ୍ପଟ ହୋଇଥିଲେ। ଗ୍ରୀନ୍‌ କଲର ଟପ୍ସ ଓ ଜିନ୍ସରେ ଥିବା ପ୍ରିୟାଙ୍କୁ କେହି ବି ଗଣମାଧ୍ୟମ ପ୍ରତିନିଧି ଚିହ୍ନି ପାରି ନ ଥିଲେ। କାରଣ ଥିଲା ପ୍ରିୟା ଥିଲେ ବିନା ମେକଅପ୍‌ରେ। ଦିନେ ଆଖିମାରି ରାତାରାତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟା ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ତା’ ପୂର୍ବରୁ ତାଙ୍କର ଏମିତି ଗେଟ୍‌ଅପ୍‌ ଏବେ ପୁଣିଥରେ ଭାଇରାଲ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ...

ଦୁର୍ଘଟଣାପରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୁହଁରୁ ବାହାରିଥିଲା ୬୮ଖଣ୍ଡ କାଚ: ଏବେ ଚିହ୍ନିବା କଷ୍ଟକର

ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ମହିମା ଚୌଧୁରୀ। ଦୀର୍ଘ ଦିନ ହେବ ସେ ଫିଲ୍ମ ଦୁନିଆ ସହ ଲୋକଲୋଚନରୁ ଦୂରରେ ରହିଥିଲେ।...

ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡର ଟିଜର ରିଲିଜ୍‌: ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ସାଉଥ୍‌ ସୁପରଷ୍ଟାର

ମୁମ୍ବାଇ: ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ’ ‘ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ...

ବଲିଉଡ୍‌ରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ ନବାଗତା। ସେ ହେଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଶନୟା ସୋସିଆଲ...

ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍‌’: ଲିଡ୍‌ ରୋଲ୍‌ରେ ଅରୋଜିତ ଏବଂ ଅନନ୍ୟା; ନିର୍ଦ୍ଦେଶନା ଦେବେ ପପୁ ପମପମ

ପ୍ରେମ ଏପରି ଏକ ନିଶା ଯାହା ଥରେ ଘାରିଲେ ସହଜରେ ଛାଡ଼ି ନ ଥାଏ। ଆଉ ସେଥିରୁ ଜଣେ ବସ୍ତି ପିଲା ବାଦ୍‌ ପଡ଼ିବ କିପରି...

ଅକ୍ଟୋବର ୨ରେ ‘ଓ୍ବାର’ ରିଲିଜ

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ...

ସେଟ୍‌ରେ କାନ୍ଦିଲେ ଦୀପିକା ମଝିରେ ବନ୍ଦ କରିବାକୁ ପଡ଼ିଲା ଶୁଟିଂ

ମୁମ୍ବାଇ,୩୦।୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଅପ୍‌ କମିଂ ଫିଲ୍ମ ଛପାକରେ ବ୍ୟସ୍ତ ଅଛନ୍ତି। ସିମ୍ବା ଷ୍ଟାର ରଣବୀର ସିଂହଙ୍କ ସହ ବିବାହ...

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ...

Play 250+ Trending Games
Archives

Model This Week

Why Dharitri