Posted inଜାତୀୟ

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଅଧିକାର ବାଚସ୍ପତିଙ୍କ ନାହିଁ:ୟେଦୁରପ୍ପା

ବେଙ୍ଗାଲୁରୁ, ୧୪।୭: କର୍ନାଟକରେ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ହୋଇପଡିଛି। ଗୋଟିଏ ପଟେ ମେଣ୍ଟରୁ ଇସ୍ତଫା ଦେଖିବା ବିଧାୟକ ମନାଇବାକୁ କଂଗ୍ରେସ-ଜେଡିଏସ ଲାଗିପଡିଥିଲାବେଳେ ଅନ୍ୟପଟେ ଭାଜପା ନେତା ବି.ଏସ.ୟେଦୁରପ୍ପା ସରକାରଙ୍କ ପାଖରେ ବହୁମତ ନାହିଁ ଏବଂ ତୁରନ୍ତ କୁମାରସ୍ବାମୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। କଂଗ୍ରେସ ନେତା ଡି କେ ଶିବକୁମାର କହିଛନ୍ତି, ଯଦି ଇସ୍ତାଫା ଦେଇଥିବା ବିଧାୟକମାନେ ସରକାରଙ୍କ ବିରୋଧରେ ଭୋଟ ଦିଅନ୍ତି ତେବେ ବାଚସ୍ପତିଙ୍କ ଦ୍ୱାରା ସେମାନେ ଅଯୋଗ୍ୟ ଘୋଷିତ ହେବେ। ଏହାର ଜବାବରେ ୟେଦୁରପ୍ପା କହିଛନ୍ତି, ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଅଧିକାର ବାଚସ୍ପତିଙ୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଟିକା ପରିଚାଳନା ଲାଗି କମିଟି ଗଠନ କର

ନୂଆଦିଲ୍ଲୀ,୩୧।୧୦(ପି.ଟି.): କୋଭିଡ୍‌-୧୯ ଟିକା ଯେପରି ସୁବିଧାରେ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ପାରିବ ସେ ଦିଗରେ ସମନ୍ବୟ ରଖିବା ଓ ଟିକାକରଣର ତଦାରଖ ଲାଗି କମିଟି ଗଠନ...

ଖୋଲିବ ୪୬୨ ଏକଲବ୍ୟ ସ୍କୁଲ

ରାଞ୍ଚି,୧୦ା୯(ଆଇଏଏନ୍‌ଏସ୍‌): ଦେଶର ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ତାରିଖରେ ଏକଲବ୍ୟ ସ୍କୁଲ ଶୁଭାରମ୍ଭ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ...

ୟୁପି ସରକାରଙ୍କ ଜନସଂଖ୍ୟା ନୀତିକୁ ସମର୍ଥନ କଲେ ସଞ୍ଜୟ

ମୁମ୍ବାଇ,୧୮ ।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ଜନତସଂଖ୍ୟା ନୀତି ୨୦୨୧-୨୦୩୦ ଜାରି କରିଥିଲେ । ଏହି ସମୟରେ...

ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୨ ମାସ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ...

ଚାଇନା ଔଷଧ କମ୍ପାନୀରେ ତାଲା: ଭାରତରେ ବଢୁଛି ପାରାସିଟାମଲ, ଏଜିଥ୍ରୋମାଇସିନ୍‌ ଦାମ

ନୂଆଦିଲ୍ଲୀ,୧୮।୨: ଚାଇନାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଚାଇନା ପକ୍ଷରୁ ନାନା ଉପାୟ କରାଯାଉଛି। କରୋନା...

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ...

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ...

ବହୁ କେନ୍ଦ୍ରମନ୍ତ୍ରୀ ବଙ୍ଗଳା ଭଡ଼ା ବାକି ରଖିଛନ୍ତି

ନୂଆଦିଲ୍ଲୀ,୨୦।୫: ବହୁ କେନ୍ଦ୍ରମନ୍ତ୍ରୀ ସେମାନେ ରହୁଥିବା ସରକାରୀ ବଙ୍ଗଳାର ଭଡ଼ା ବାକି ରଖିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର, ନିର୍ମଳା ସୀଥାରମଣ, ସୁଷମା ସ୍ବରାଜ, ବିଜୟ...

Advertisement


Archives

Model This Week