ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଭଳି ବିସ୍ଫୋରଣ ଓଫିୟୁକୋସ ଆକାଶଗଙ୍ଗାରେ ହୋଇଥିବା କୁହାଯାଉଛି। ବିସ୍ଫୋରଣ ସମ୍ପର୍କରେ ନାସାର ଚନ୍ଦ୍ରା ଏକ୍ସ୍‌-ରେ ମହାକାଶ ଗବେଷଣା କେନ୍ଦ୍ର ଏବଂ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସିର ରେଡ଼ିଓ ଟେଲିସ୍କୋପ୍‌ରେ ଜଣାପଡ଼ିଥିଲା। ସେହିପରି ଭାରତର ପୁଣେଠାରେ ଥିବା ମିଟରଓ୍ବେବ ଟେଲିସ୍କୋପ୍‌ ମଧ୍ୟ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲା। ସୂଚନାଯୋଗ୍ୟ, ବିଗ୍‌ବାଙ୍ଗ୍‌ ବିସ୍ଫୋରଣରୁ ପୃଥିବୀର ସୃଷ୍ଟି ହୋଇଥିବା ବୈଜ୍ଞାନିକ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦା ଶିକାର କରୁଥିବା ସିଂହ ବି କରୁଛି ଏମିତି ସାହାଯ୍ୟ, ଭାଇରାଲ ଭିଡିଓ ଦେଖିଲେ ….

ସିଂହ ଏବଂ ବାଘଙ୍କ କଥା ଉଠିଲେ ଅଧିକାଂଶ ଲୋକ ଏହା କହନ୍ତି ସେମାନେ ଭୟଙ୍କର ପଶୁ। ଯେଉଁମାନେ ସର୍ବଦା ଶିକାର କରନ୍ତି। ମାତ୍ର ଭାରତୀୟ ବନ...

ପ୍ରତିଶୋଧ ନିଆଯିବ

ଲଣ୍ଡନ,୨୪।୧: ଇରାନର ସବୁଠୁ ଶକ୍ତିଶାଳୀ ସାମରିକ ବଳ ହେଉଛି ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସ (ଆଇଆର୍‌ଜିସି)। କାସିମ ସୋଲେମାନି ୧୯୯୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଏହାର ମେଜର...

ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା

ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା...

ହୋୟା ବସୁ ସବୁଠୁ ଭୟଙ୍କର ଜଙ୍ଗଲ

ବୁଚାରେଷ୍ଟ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସିଲଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ...

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର...

ଗୋଡ଼ରେ ମହମବତି ଜଳାଇ ରେକର୍ଡ

ମନୋବଳ ଦୃଢ଼ ଥିଲେ ଡେଣା ନ ଥାଇ ବି ପକ୍ଷୀଟିଏ ଉଡ଼ିପାରେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମେକ୍ସିକୋର ଏଡ୍ରିଆନ୍‌ ଇରେନେ ମୈସିଆସ୍‌ ହର୍ନାଣ୍ଡେଜ୍‌।...

ମାତ୍ର ୧୦ ଟଙ୍କାରେ ଲାଗୁଥିଲେ ମୂଲ , ଏବେ ୭୩୦ କୋଟିର ମାଲିକ

ଭାଗ୍ୟ କାହାକୁ ନେଇ କେତେବେଳେ କେଉଁଠି ଠିଆ କରିଦେବ କହିହୁଏ ନାହିଁ। ଆଜି ଯେ ଧନୀ କାଲି ସେ ଗରିବ। ଆଉ ଆଜି ଯେ ଗରିବ...

ବୟସ ୩୯ ସନ୍ତାନ ସଂଖ୍ୟା ୩୮

କମ୍ପାଲା,୧।୫: ଏବେ ୩୯ ବର୍ଷ ବୟସ୍କା ଜଣେ ମହିଳା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୟୁଗାଣ୍ଡାର କମ୍ପାଲାରେ ରହୁଥିବା ମରିୟମ୍‌ ନାବାନ୍ତଜୀ ନାମ୍ନୀ ଏହି...

Advertisement


Archives

Model This Week