Posted inଫୁରସତ

ବିକ୍ରି ହେବ ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌

ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌ ବିକ୍ରି ହେବା ପାଇଁ ପ୍ରସ୍ତୁତି ହୋଇରହିଛି। ଏହି କାର୍‌ର ନାମ ବ୍ଲଡହାଉଣ୍ଡ ସୁପରସୋନିକ୍‌ କାର୍‌। ଏହା ୨୦୧୯ ମସିହାରେ ଘଣ୍ଟା ପ୍ରତି ୧୦୧୦ କିଲୋମିଟର ବେଗରେ ଚାଲିଥିଲା। ବର୍ତ୍ତମାନ ଏହାର ମାଲିକ ଚାହୁଁଛନ୍ତି ଏହି କାର୍‌କୁ ଆଉ କେହି ଚଲାନ୍ତୁ ଆଉ ଏହାର ଦେଖାଶୁଣା କରନ୍ତୁ।
ବ୍ଲଡହାଉଣ୍ଡ ସୁପରସୋନିକ୍‌ କାର୍‌ର ମାଲିକ ଇୟାନ ଓ୍ବାରହର୍ଷ୍ଟ କୁହନ୍ତି, ଏହି କାର୍‌ ବର୍ତ୍ତମାନ ୧୨୮୮ କିଲୋମିଟର ଗତି କରୁଛି। ୨୦୧୯ରେ କାଲାହାରି ରେଗିସ୍ତାନରେ ସବୁଠାରୁ କ୍ଷୀପ୍ର ବେଗରେ ଗତି କରି ରେକର୍ଡ ସୃଷ୍ଟି କରିଥିଲା। ମାତ୍ର ଏବେ ଇୟାନ ଚାହାନ୍ତି ଏହା ଉପରେ ଆଉ କାହାର ବି ହକ୍‌ ରହୁ। ଏଥିରେ ରକେଟ ମୋଟର ଲଗାଯିବା ଜରୁରୀ। ପ୍ରାୟ ୮୦.୧୧ କୋଟି ଟଙ୍କା ଖର୍ଚ୍ଚ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଆଇ କମାଇଛି ଚକୋଲେଟ୍‌ ବ୍ୟବସାୟ

ନୂଆଦିଲ୍ଲୀ: ଦେଶରେ କ୍ୟାଶ୍‌ଲେସ୍‌ ପେମେଣ୍ଟର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଟଙ୍କା ଦେଣନେଣ ପଦ୍ଧତି ସହଜ ହୋଇଥିଲେ ହେଁ ଅନେକ ବ୍ୟବସାୟୀଙ୍କ ଉପରେ...

ଚାବିରେ କଳାକୃତି

କଳାକାରଙ୍କ ହାତର ସ୍ପର୍ଶରେ ସବୁକିଛି ସୁନ୍ଦର ଓ ଆକର୍ଷକ ପାଲଟିଯାଏ। ଏମିତି କି ଅତି ଅଦରକାରୀ ଜିନିଷ ବି ପାଏ ନୂଆ ଜୀବନ। ଠିକ୍‌ ଯେମିତି...

ପାଣି ବଦଳରେ ପେଟ୍ରୋଲରେ କାର୍‌ ଧୋଇଲେ ମହିଳା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ ନିଶ୍ଚିତ। ଏହି ଭିଡିଓଗୁଡିକର କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ହସାଇଥାଏ ଆଉ ବେଳେବେଳେ...

ହ୍ରଦରେ କମୁଛି ଅମ୍ଳଜାନ

ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି। ନୂଆଦିଲ୍ଲୀ:...

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ତା’ହେଲେ ହୋଇ ଯାଆନ୍ତୁ ସର୍ତକ,ନିଜ ଉପରେ ଆସିପାରେ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି...

ମାନବ ସଭ୍ୟତାର ମୂକସାକ୍ଷୀ ପର୍ବତ

ମାନବ ସଭ୍ୟତାର ମୂକସାକ୍ଷୀ ଭାବେ ପର୍ବତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପର୍ବତ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୧୧ରେ ଅନ୍ତର୍ଜାତୀୟ...

ଜାଣନ୍ତି ୭୦୦ ବର୍ଷ ତଳେ ବି କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଲୋକେ, ୪୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ବଞ୍ଚାଇଥିଲେ ଜୀବନ

ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବାରୁ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କାରଣ ଏହା ଏକ ସଂକ୍ରାମକ ରୋଗ। ଏହାକୁ ରୋକିବା...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

Advertisement
Archives

Model This Week