Posted inଜାତୀୟ

ବାୟୁସେନାର ପରାକ୍ରମ: ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଏମ୍‌ଆଇ-୧୭ ଦ୍ୱାରା ୧୧ ହଜାର ୫ଶହ ଫୁଟ ଉଚ୍ଚରୁ ତଳେ ଓହ୍ଲାଇଲା

ଡେରାଡୁନ୍‌,୨୭।୧୦: ଭାରତୀୟ ବାୟୁସେନା ଏକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ୧୧ ହଜାର ୫ଶହ ଫୁଟ ଉଚ୍ଚରୁ ତଳେ ଓହ୍ଲାଇ ନିଜର ପରାକ୍ରମ ଦେଖାଇଛି। ୟୁଟି ଏୟାର ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ସୁରକ୍ଷିତ ଭାବେ କେଦାରନାଥ ହେଲିପ୍ୟାଡ୍‌ରେ ଓହ୍ଲାଇଛି। କମ୍ପାନୀ ପକ୍ଷରୁ ଏନେଇ ବାୟୁସେନାକୁ ଅନୁରୋଧ କରାଯାଇଥିଲା। ବାୟୁସେନା ପକ୍ଷରୁ ଏମ୍‌ଆଇ-୧୭ର ୫-ବି ୟୁନିଟ୍‌ର ଦୁଇଟି ବିମାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ,ବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ...

ନିର୍ଭୟା ମାମଲା: କାନ୍ଥରେ ମୁଣ୍ଡ ବାଡେଇ ଆହତ ହେଲେ ବିନୟ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ନିଜେ ରହୁଥିବା ସେଲ୍‌ର କାନ୍ଥରେ ମୁଣ୍ଡ ବାଡେଇ ନିଜକୁ ଆହତ କରିଥିବା ସୂଚନା ମିଳିଛି।...

ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଟଙ୍କା ଦାନ କଲେ ମୋରାରି ବାପୁ

ନୂଆଦିଲ୍ଲୀ,୨୮।୭: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ...

ସର୍ତ୍ତ ମାନିଲେ କଂଗ୍ରେସ ଓ ଭାଜପା ସହ ମେଣ୍ଟ ସରକାର ଗଠନ କରିବୁ:ଜେଡିଏସ୍‌

ବେଙ୍ଗାଲୁରୁ,୧୨।୫:କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଜେଡିଏସ ମୁଖ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳର ମୁଖ୍ୟ ଏଚଡି କୁମାରସ୍ବାମୀ...

ସରକାରୀ ଘର ଖାଲି କର, ଅବସରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ହାଇକୋର୍ଟ ୩ ଜଣ ଅବସରପ୍ରାପ୍ତ କଶ୍ମୀରୀ ଅଧିକାରୀଙ୍କୁ ଶୀଘ୍ର ସରକାରୀ ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ...

କ୍ଷମା ନୁହେଁ, ସମାଧାନ ଚାହୁଁ

ଲକ୍ଷ୍ନୌ, ୨୩।୧୧: ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସୋମବାର...

ଭାଜପାର ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ତେଜସ୍ବୀ ସୂର୍ଯ୍ୟାଙ୍କ ନାମ, କଂଗ୍ରେସ ନେଲା ମଜା

ବେଙ୍ଗାଲୁରୁ,୨୦।୪: ଦକ୍ଷିଣ ବେଙ୍ଗାଲୁରୁର ଏମପି ତେଜସ୍ବୀ ସୂର୍ଯ୍ୟାଙ୍କ ନାମ କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭାରତୀୟ ଜନତା ପାର୍ଟି(ଭାଜପା) ଷ୍ଟାର ପ୍ରଚାରକ ତାଲିକାରେ ନାହିଁ। ତେଜସ୍ବୀ...

ଅନ୍‌ଲାଇନ୍‌ରେ ପିଆଜ କିଲୋ ୧୫୦, ଆଳୁ ୧୦୦

ଲକ୍ଷ୍ନୌ,୩୦।୯: ସମଗ୍ର ଦେଶରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଏହାର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପକେଟ୍‌କୁ ସିଧା ମାଡ଼ କରୁଛି। କେଉଁଠି ପିଆଜ...

Advertisement
Archives

Model This Week