ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟା ଅନୁଷ୍ଠାନ କମିଟିର ସାଂଗଠନିକ ସମ୍ମିଳନୀ

ବାଲେଶ୍ୱର ଅଫିସ,୧୮।୫: ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟା ଅନୁଷ୍ଠାନ କମିଟିର ସାଂଗଠନିକ ସମ୍ମିଳନୀ ଶନିବାର ପୂର୍ବାହ୍ନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଅନନ୍ତ ପ୍ରଧାନ ସଭାପତିତ୍ୱ କରି ଜିଲାବାସୀଙ୍କ ସ୍ବାସ୍ଥ୍ୟସେବା ଓ ଗମନାଗମନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକର ସମସ୍ତ ଅଧିକାରୀ ମଧ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ ସାଙ୍ଗରେ ଆଣିବାକୁ ଯାଇ ମା’ ହଟହଟା

ନୀଳଗିରି, ୧୯।୮(ସ୍ବ.ପ୍ର):ସ୍ବାମୀଙ୍କ ପାଖରେ ରହୁଥିବା ବଡ଼ଝିଅକୁ ସାଙ୍ଗରେ ଆଣିବାକୁ ଉଦ୍ୟମ କରି ଜଣେ ମହିଳା, ତାଙ୍କ ବାପା, ଭଉଣୀ ଓ ଭାଇଙ୍କୁ ହଟହଟା ହେବାକୁ ପଡ଼ିଛି।...

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରସାଳପୁର, ୨୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ହରିଡ଼ା ଗ୍ରାମର ପ୍ରଭାକର ମହାଳିକ ନାମକ ଯୁବକ ଶୁକ୍ରବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ରେଳବାଇ ପୋଲିସ...

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨)...

ଭୁଶୁଡ଼ିଥିବା ପୋଲର ସ୍ଥିତି ଦେଖିଲେ ଅଧିକାରୀ

ବାଲେଶ୍ୱର ଅଫିସ, ୨୦।୬- ବାଲେଶ୍ୱର ଜିଲା ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତରେ କୋଷ୍ଟ କେନାଲ ଉପରେ ଥିବା ୪୫ବର୍ଷର ପୁରୁଣା ପାଦଚଲା ପୋଲ ଗତ ୧୭...

ଟ୍ରେନ୍‌ରୁ ୧୫ କଇଁଛ ଉଦ୍ଧାର:ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୨।୯(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ରବିବାର ଏକ ଟ୍ରେନ୍‌ରେ ଚଢ଼ାଉ କରି ୧୫ଟି ଦେଶୀ...

ସହର ୩ ଘଣ୍ଟା ଜାମ୍‌

ବାଲେଶ୍ୱର ଅଫିସ,୨।୯: ବାଲେଶ୍ୱର ସହରରେ ଶ୍ରୀଗଣେଶଙ୍କ ପୂଜା ଅବସରରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଟ୍ରାଫିକ୍‌ ନିୟନ୍ତ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ସହର ପ୍ରତ୍ୟେକ ଛକରେ...

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ: କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ପାଟଣା,୧୩।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି...

Advertisement
Archives

Model This Week