ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଛି। ହେଲେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଭ୍ରୁକ୍ଷେପ କରାଯାଉନାହଁି। ଫଳରେ ବହୁ ଯୁବକ ମଦ୍ୟପାନ କରି ରାସ୍ତାରେ ପାଟିତୁଣ୍ଡ କରୁଛନ୍ତି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ରୋଗୀ ତଥା ରୋଗୀଙ୍କ ପରିବାର ଲୋକେ ବହୁତ ହଇରାଣ ହେଉଛନ୍ତି। ରାସ୍ତାରେ ଯା’ଆସ କରୁଥିବା ପଥିକମାନେ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ମଦ ଦୋକାନକୁ ସେଠାରୁ ହଟାଇବା ପାଇଁ ଜନନୀ ପରିବାର ପକ୍ଷରୁ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପଦକ୍ଷେପ ଗ୍ରହଣ କରା ନ ଗଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ଜ୍ୟୋତ୍ସ୍ନା ମହାନ୍ତି, ସମ୍ପାଦିକା ସଞ୍ଜୁଲତା ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁ ଶତାୟୁ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩୦୮(ଅରୁଣ ସାହୁ/ମନୋରଞ୍ଜନ ରଣା):  ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁ ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି। ୧୯୧୮ରେ ସ୍ଥାପନ କରାଯାଇଥିବା...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଭାଜପାର ଧାରଣା

ନୀଳଗିରି,୧୫ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗୁରୁବାର ନୀଳଗିରି ଟି.ପି.ଏନ.ଓ.ଡି.ଏଲ୍‌ ନୀଳଗିରି ଷ୍ଟ୍ରକଚର ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି। ଖରାଦିନରେ ବିଜୁଳି...

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କୋର୍ଟ ଚାଲାଣ ହେଲେ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା କର୍ମଚାରୀ

ପାଟଣାଗଡ, ୬।୫(ଡି.ଏନ୍‌.ଏ.)- ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି...

ସ୍ତ୍ରୀଙ୍କ ସହ ଝିଅପୁଅଙ୍କୁ ବିଭତ୍ସ ଭାବେ ହତ୍ୟା ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସୀମାଞ୍ଚଳ

ଭଞ୍ଜନଗର, ୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସ୍ତ୍ରୀ, ନାବାଳିକା ଝିଅ, ନାବାଳକ ପୁତ୍ର ହତ୍ୟା...

ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪ରୁ ଆବେଦନ

ଭୁବନେଶ୍ୱର,୩।୯(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ...

ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗା ମାଡ଼: ସାମ୍ନାକୁ ଆସିଲା ପୂରା ଘଟଣା

ଚଣ୍ଡିଖୋଲ,୧। ୯(ଡି.ଏନ.ଏ.): ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛାତ୍ରଙ୍କୁ ରାସ୍ତାରେ ଅନ୍ୟ କିଛି ଛାତ୍ର ଗୋଡ଼େଇ...

ଫସଲ ବୀମା ବିଫଳତା ପାଇଁ ଭାଜପା ଦାୟୀ: ବିଜେଡି

ବରଗଡ଼ ଅଫିସ, ୧୬ା୧୧: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟବଣା ହୋଇପଡିଛି। ବୀମା ପ୍ରିମିୟମ ରାଶି ଜମା କରିବା ସତ୍ତ୍ୱେ ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ...

ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ...

Advertisement
Archives

Model This Week