ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଖବର ପାଇ ଜରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଆହତମାନଙ୍କୁ ପାତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବ୍ୟବସ୍ଥା କରିଛି। ଗଣେଶ ପୂଜାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବାବେଳେ ଏହାକୁ ନେଇ ସୋମବାର ରାତିରେ ମାରପିଟ ହୋଇଥିବା ଜଣାପଡ଼ିଛି ା ଖବର ଲୋଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ହୋଇ ନ ଥିବାବେଳେ ଆହତ ମାନଙ୍କ ନାମ ଜଣା ପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡା ଘାଟିରେ ଓଲଟିଲା ଅଗ୍ନିଶମ ଗାଡ଼ି

କୋରୁକୋକଣ୍ଡା, ୭।୩(ଡି.ଏନ୍‌.ଏ): ମାଲକାନଗିରି ଜିଲାର ବଣ୍ଡା ଘାଟିରେ ଏକ ଅଗ୍ନିଶମ ଗାଡ଼ି ଶନିବାର ଓଲଟି ୫ ଆହତ ହୋଇଛନ୍ତି। ଏଥିରେ ୫ଜଣ ଅଗ୍ନିଶମ ବିଭାଗର କର୍ମଚାରୀ...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି...

ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର ଶମ୍ଭୁ ବଗର୍ତ୍ତୀ

କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଭବାନୀପାଟଣା ଟାଉନ ହଲ୍‌ଠାରେ ଗୁରୁବାର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି...

ସୁନା ଅଳଙ୍କାର ଠକେଇ ମାମଲାରେ ୨ ଗିରଫ

ଆସିକା,୩ା୩ (ଡି.ଏନ.ଏ.): ଆସିକା ବିନାୟକ ବଜାରଠାରେ ଥିବା ଏକ ଦୋକାନର ମାଲିକଙ୍କଠାରୁ ବିକ୍ରି କରିବା ଲାଗି କହି ୨ ଅଭିଯୁକ୍ତ ଅଳଙ୍କାର ନେଇ ଫେରାର ହୋଇଥିଲେ।...

ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଛି, ହେଉନି କାର୍ଯ୍ୟାନୁଷ୍ଠାନ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଚାରା ରୋପଣ କରାଯାଉଛି। ବନ ବିଭାଗ ପକ୍ଷରୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି...

ମଇଁଷି ଚରାଇବାକୁ ଯାଇଥିଲେ,ହେଲା ବଜ୍ରପାତ

ନିରାକାରପୁର,୬ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶୀପୁର ଗୋପୀନାଥପୁର ଗଁାରେ ବଜ୍ରପାତରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଦିବାକର...

୧୭ରେ କେନ୍ଦ୍ରାପଡ଼ା ବନ୍ଦ ଡାକରା

କେନ୍ଦ୍ରାପଡ଼ା ଅଫିସ, ୧୬ା୧:କେନ୍ଦ୍ରାପଡ଼ା ସହରର ଖଡିଅଙ୍ଗସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ସହରର ମିଳିତ କ୍ରିୟାନୁଷ୍ଠାନ କମିଟି...

୧୧୯ ଓ୍ବାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କୋକସରା,୨୯ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ସରିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା। କୋକସରା ବ୍ଲକ ୨୨...

Advertisement
Archives

Model This Week