Advertisement

‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି

ଆକ୍ସନ ଡ୍ରାମା ଫିଲ୍ମ ‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି ହୋଇଛି। ଏହି ଫିଲ୍ମରେ ୮୦ ଏବଂ ୯୦ ଦଶକର ସୁପରଷ୍ଟାର – ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ ଏବଂ ସନ୍ନି ଦେଓଲ ଏକାଠି ଅଭିନୟ କରିଛନ୍ତି। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ପୋଷ୍ଟରରେ ଏହି ଚାରିଜଣ କଳାକାର ଗ୍ୟାଙ୍ଗଷ୍ଟରଙ୍କ ଅବତାରରେ ନଜର ଆସିଛନ୍ତି। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ବିବେକ ଚୌହାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାର ଯୋଜନା ରହିଛି।
‘ବାପ୍‌’ର ପୋଷ୍ଟରରେ ଥିବା ସମସ୍ତ କଳାକାରଙ୍କ ଲୁକ ବହୁତ ଆକର୍ଷଣୀୟ ଦେଖାଯାଉଛି। ସନ୍ନିଙ୍କୁ ଦେଖିଲେ ଲାଗୁଛି ଯେମିତି ସେ ଫିଲ୍ମରେ କଏଦୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ସନିଙ୍କ ପୋଷାକ, ଲମ୍ବା କେଶ ଏବଂ ଦାଢି ଦେଖି ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଜିତ’କୁ ମନେ ପକାଇଛନ୍ତି। ଅନ୍ୟପକ୍ଷରେ, ମିଥୁନ, ଜ୍ୟାକି ଏବଂ ସଞ୍ଜୟଙ୍କ ଚେହେରା ମଧ୍ୟ ବହୁତ ବଦଳିଥିବାର ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଝିଅ ପାଇଁ ୨୫ ପୁଅଙ୍କଠାରୁ ମାଡ ଖାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ରାଜକୁମାର ରାଓ ଆଜି ବଲିଉଡରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ରାଜକୁମାର ରାଓ ନିଜର କଠିନ ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଉଚ୍ଚ ସ୍ଥାନ ହାସଲ...

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ...

କେଇ ମାସ ବି ଚାଲିପାରିଲାନି

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବାକୁ ଯାଉଛି ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି-୩’। ଶୋ’ର ପ୍ରଥମ ସଂସ୍କରଣକୁ ଲୋକେ ବେଶ ପସନ୍ଦ...

ୟୁଟ୍ୟୁବ୍‌ ମ୍ୟୁଜିକ୍‌କୁ ଖୋଲା କାନ୍‌ଭାସ୍‌ ଦେଇଛି

ସ୍ମିତା ରାଓ ବେଲୁର। ଜଣେ ହିନ୍ଦୁସ୍ଥାନୀ କ୍ଲାସିକାଲ ତଥା ସୁଫି ଗାୟିକା ଭାବେ ସେ ଦେଶ ବିଦେଶରେ ପରିଚିତ। ତାଙ୍କ ସୁମଧୁର କଣ୍ଠ ଶ୍ରୋତାଙ୍କ ହୃଦୟରେ...

ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ...

କଙ୍ଗନାଙ୍କ ଟୁଇଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ୍‌

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ । ସେ ଦେଶ ତଥା ବିଦେଶ ପ୍ରସଙ୍ଗରେ ନିଜର ମତ ରଖନ୍ତି। ନିକଟରେ ପଶ୍ଚିମବଙ୍ଗରେ...

ବିବାଦରେ କପିଲ: ଶୋ’କୁ ଆସିବାକୁ ମୁହେଁମୁହେଁ ମନାକଲେ

କମେଡି କିଙ୍ଗ କପିଲ ଶର୍ମା ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। କପିଲଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ବଡ଼ ଷ୍ଟାରକାଷ୍ଟ ନ ଥିବାରୁ କପିଲ...

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

Advertisement
Archives

Model This Week