ବାଇକ ସହ ଗଞ୍ଜେଇ ଜବତ, ୨ ଗିରଫ

ସୋରଡା,୨୪ା୨(ଡି.ଏନ୍‌.ଏ.)- ସୋରଡା ପୋଲିସ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ କରି ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନ୍ଧମାଳ ଜିଲା କଣାସ ନୂଆଗଁାର ସୁଦାମ ପ୍ରଧାନ, ଖଗେଶ୍ୱର ପ୍ରଧାନ।ପ୍ରକାଶ ଯେ, କଣାସ ନୂଆଗଁା ଥାନା ଅଞ୍ଚଳ କୁଡୁପାକିଆରୁ ବାଇକ୍‌ ଯୋଗ ୨ଜଣ ଯୁବକ ଗୋଟିଏ ବସ୍ତାରେ ଗଞ୍ଜେଇ ନେଇ ଖୋର୍ଦ୍ଧା ଅଞ୍ଚଳର କୁହୁଡିକୁ ଯାଉଥିବା ସୋରଡା ପୋଲିସକୁ ସୂଚନା ମିଳିଥିଲା। ରବିବାର ସକାଳୁ ଗାଜଲବାଡି ରାସ୍ତା ପାଟପଲ୍ଲି ନିକଟରେ ପାଟ୍ରୋଲିଂ କରୁଥିବାବେଳେ ପୋଲିସ ବାଇକ (ନଂ.ଓଡି୩୨ବି-୯୯୪୭)ଟିକୁ ଅଟକାଇଥିଲା। ଯାଞ୍ଚବେଳେ ସେଥିରୁ ୧୫ କେଜି ଗଞ୍ଜେଇ ମିଳିଥିଲା। ପୋଲିସ ସୁଦାମ ଓ ଖଗେଶ୍ୱରଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିଲା। ନଂ.୪୫/୨୦ରେ ଏକ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ବ୍ଲକରେ ୧୫ କିମି ରାସ୍ତା ନିର୍ମାଣ

ଅନୁଗୋଳ ଅଫିସ୍‌, ୮।୩ – ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୩ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଦାବରୀଶ ନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଲୋକେ...

ପ୍ରଥମ ଦିନରେ ସୂର୍ଯ୍ୟମନ୍ଦିର ବୁଲିଲେ ୫୦୨

କୋଣାର୍କ,୩।୮(ଡି.ଏନ୍‌.ଏ.): ଦୀର୍ଘଦିନ ପରେ କଟକଣା ମଧ୍ୟରେ ସୋମବାର କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛି। ସକାଳ ୬ଟାରୁ ମନ୍ଦିର ମୁଖ୍ୟଦ୍ୱାର ତାଲା ଫିଟାଯାଇଥିଲା। ପ୍ରଥମ ଦିନରେ ୫୦୨ଜଣ ପର୍ଯ୍ୟଟକ ଅନ୍‌ଲାଇନରେ...

ବସ୍‌ ମାଲିକଙ୍କ ଘର ଉପରକୁ ବୋମା ମାଡ଼

ସାକ୍ଷୀଗୋପାଳ,୪।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ବିଲିପଡ଼ା ନିକଟସ୍ଥ ବଢେଇକେରା ଗାଁରେ ଶୁକ୍ରବାର ବୋମମାଡ଼ ହୋଇଛି। ବସ୍‌ ମାଲିକ ସୁବାଷ ଚନ୍ଦ୍ର ବରାଳଙ୍କ ଘର ଉପରକୁ...

କାରଖାନା ପାଇଁ ଜମି ଛାଡିବାକୁ ଅମଙ୍ଗ, ତହସିଲ ଘେରାଉ

କେନ୍ଦୁଝର,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରାଯାଇଛି। ଏହି...

ମରାମତିକୁ ୬ ମାସ ପୂରିଲାନି: ରାସ୍ତାରେ ଖାଲ

ପଟ୍ଟାମୁଣ୍ଡାଇ, ୨୧ା୮(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୨ କିମି...

ପୁଅଙ୍କ ଶକ୍ତ ଚାପୁଡ଼ାରେ ମା’ଙ୍କ ଜୀବନ ଗଲା

କୁଆଁରମୁଣ୍ଡା,୬ା୮(ଡି.ଏନ୍‌.ଏ.): ଜନ୍ମକଲା ପୁଅ ନିଜ ମା’କୁ ଶକ୍ତ ଚାପୁଡ଼ା ମାରିବାରୁ ମା’ଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର...

ବରଗଡ଼ରୁ ୬୨ ନୂଆ କରୋନା ପଜିଟିଭ୍ ଚିହ୍ନଟ‌: ସିଭିଲ କୋର୍ଟକୁ ପଶିଲା କରୋନା

ବରଗଡ଼ ଅଫିସ,୨୩।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ପୁଣି ୬୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ...

Advertisement
Archives

Model This Week