Posted inଖେଳ

ବାଇକ୍‌ରୁ ପଡ଼ିଲେ କୁଶାଲ ମେଣ୍ଡିସ

କଲମ୍ବୋ,୨।୮- ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ ଆର. ପ୍ରେମଦାସ ଷ୍ଟାଡିୟମ୍‌ରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ୩ୟ ମ୍ୟାଚ୍‌ ଜିତିବା ସହ ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନ ସୁଇପ କରିବା ପରେ ବିଜେତା ଶ୍ରୀଲଙ୍କା ଦଳକୁ ଏକ ବାଇକ୍‌ ଦିଆଯାଇଥିଲା। ମେଣ୍ଡିସ ଉଲ୍ଲସିତ ହୋଇ ପଡ଼ିଆରେ ଉକ୍ତ ବାଇକ୍‌ ଚଲାଇଥିଲେ। ମାତ୍ର ସେ ଟର୍ନ ନେବାକୁ ଉଦ୍ୟମ କରୁଥିବାବେଳେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବାଇକ୍‌ ସ୍କିଡ୍‌ କରିଯାଇଥିଲା। ଏଥିରେ ତାଙ୍କର ସାଥୀ ଖେଳାଳି ମଧ୍ୟ ଆହତ ହୋଇଛନ୍ତି। ଏ ଘଟଣାର ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ଷ୍ଟାଡିୟମରେ ଥିବା ଉପସ୍ଥିତ ସୁରକ୍ଷାକର୍ମୀ ଓ ଗ୍ରାଉଣ୍ଡସମ୍ୟାନ ସେମାନଙ୍କୁ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇପଡିଛନ୍ତି। ଏହି ଷ୍ଟାର ଅଲରାଉଣ୍ଡର ଟିମ ଇଣ୍ଡିଆର ବିଜୟରେ...

ଟିମ୍‌ ଇଣ୍ଡିଆର ଭବିଷ୍ୟତ ଏବେ ସମୀକରଣ ହାତରେ

ନୂଆଦିଲ୍ଲୀ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ। ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ...

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ...

ଭାରତୀୟ ଟିମ୍‌ରୁ ଶାର୍ଦ୍ଦୁଳ ବାହାର ହେବା ପରେ ମଜା ଉଡାଇଲେ ଏହି ବ୍ୟାଟ୍ସମ୍ୟାନ୍‌; କହିଲେ ଏଭଳି

ଲର୍ଡସ,୧୨।୮: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା ଲର୍ଡସ କ୍ରିକେଣ୍ଡ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରୁ ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ...

ଦିବାରାତ୍ର ଟେଷ୍ଟ: ଇଡେନରେ ପ୍ରଥମ ୩ ଦିନରେ ୫୦ ହଜାର ଦର୍ଶକ

କୋଲକାତା,୧୦।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ।...

ବିଶ୍ୱକପ୍‌ ଦଳରେ ଅଶ୍ୱିନଙ୍କ ଏଣ୍ଟ୍ରି ନିଶ୍ଚିତ

ନୂଆଦିଲ୍ଲୀ,୨୦।୯: ଆସନ୍ତା ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ହେବ। ଅଷ୍ଟ୍ରେଲିଆ ସିରିଜ ପରେ ବର୍ତ୍ତମାନ...

ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସିଜନ୍‌ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା...

ବିଶ୍ୱ ରେକର୍ଡଠାରୁ ୩୭ ରନ୍‌ ଦୂରରେ କୋହଲି

ମାଞ୍ଚେଷ୍ଟର,୨୬।୬- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଏକ ବିଶ୍ୱରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସେ ଦ୍ରୁତତମ...

Advertisement
Archives

Model This Week