ବାଇକକୁ ଧକ୍କା ଦେଲା ବୁଲେଟ, ୪ ଗୁରୁତର

ପରଜଙ୍ଗ, ୯ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁକ୍ତାପଶି-ବଡ଼କମର ଗ୍ରାମ୍ୟ ନିର୍ମାଣ (ଆର୍ଡ଼ି) ରାସ୍ତାର କଟାବାହାଳ ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ବୁଲେଟ ଧକ୍କା ଦେଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ, ବାଇକ ଚାଳକ ଜଟିଆ ଗ୍ରାମର ବାସୁଦେବସାହୁ (୪୩) ତାଙ୍କ ଝିଅ ଧରିତ୍ରୀ ସାହୁ (୧୪), ଭାଣିଜୀ ବସୋଇ ଗ୍ରାମର ଶୁଭଶ୍ରୀ ସାହୁ (୧୩)ଙ୍କୁ ନେଇ ଯାତ୍ରା ଦେଖିବାକୁ ପାଟରପଦା ସ୍ଥିତ ବନ୍ଧୁ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ପାଟରପଦା ଗ୍ରାମର ଟେମ୍ସ ବିଶ୍ୱାଳ (୩୦)ଙ୍କ ବୁଲେଟ ସହ ଧକ୍କା ହୋଇଥିଲା। ସମସ୍ତ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ୍ର ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବଛର ହେଲା ଖୁଲା ଆକାଶ ତଲେ ଉର୍ମିଳା

  ତଳଗଁ।, ୧୭।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଅନେକ ସରକାରୀ ଯୋଜନା ବାଟ୍‌ବନା ହେଉଥିବାର ଦେଖ୍‌ବାକେ ମିଲିଛେ। ଅଧ୍‌କାରୀ, କରମ୍‌ଚାରୀକଁର ଅଁାତରିକତା ଅଭାବୁ...

୫ ଦିନ ହେଲା ଏନ୍‌ଏସିର ବିଭିନ୍ନ କେନ୍ଦ୍ର ବନ୍ଦ

ବୁଗୁଡ଼ା,୧୭ା୯(ଡି.ଏନ.ଏ.): ସମ୍ପ୍ରତି ବୁଗୁଡ଼ା ଏନ୍‌ଏସି ଅଧୀନ ୫ନଂ ୱାର୍ଡର ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ସହାୟିକାଙ୍କ ବିବାଦ ଲାଗି ରହିଛି। ଏ ନେଇ ୫ ଦିନ...

କରୋନା ସହାୟତା: ମହାବୀର ରେସିଡେନ୍ସି ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଲେଖାଏ ପ୍ରଦାନ

କଣ୍ଟାବାଞ୍ଜି, ୧୪।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଥିବା ଡୁମେରଚୁଆଁ ରୋଡସ୍ଥିତ ମହାବୀର ରେସିଡେନ୍ସି ପରିବାର ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ୧୧ ହଜାର ଏବଂ...

୩୫ ମେଟ୍ରିକ୍‌ ଟନ୍‌ ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା/ଝୁମ୍ପୁରା, ୧୩।୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ହେଉଥିବା ଖଣିଜ ଚୋରା କାରବାରକୁ ବନବିଭାଗ ଲଗାତାର ଗୋଡାଇ ଧରୁଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା...

ବିକାଶ ପାଇଁ ମଝିଘରିଆଣୀଙ୍କ ନାଁରେ ଶପଥ

ରାୟଗଡ଼ା ଅଫିସ,୪ା୩: ରାୟଗଡ଼ା ମୋର ମାତୃଭୂମି। ନିଜ ମାଟି ପାଇଁ କାମ କରିପାରିଲେ ନିଜକୁ ଧନ୍ୟ ମନେ କରିବି। ମାଁ ମଝିଘରିଆଣୀଙ୍କ ନାଁରେ ଶପଥ କରି...

ଛାତରୁ ଗଳୁଛି ପାଣି, ଉଇ ଖାଉଛି ବହି

ବାରିପଦା ଅଫିସ,୧୧।୧୨-ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପାଠାଗାର(ଜୁବୁଲି ଲାଇବ୍ରେରି) ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। ଏହାର ଛାତରୁ ପାଣି ଗଳୁଥିବା ବେଳେ ବହିଗୁଡ଼ିକରେ...

ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦଶମନ୍ତପୁର,୧୦ା୧୧ ( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତର କୁଦାଲଅଟାଲ ଗ୍ରାମରେ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏନେଇ...

ରାଜପଥରେ ଓଲଟିଲା କାର

ରୂପସା,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...

Advertisement
Archives

Model This Week