ବର୍ଷା ଯୋଗୁ ବରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବରଗଡ଼ ଅଫିସ,୧୩।୮: ରାଜ୍ୟରେ ଗତ ୨ଦିନ ଧରି ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳୁ ବରଗଡ଼ ଜିଲାରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଏ ନେଇ ବରଗଡ଼ ସହର ସମେତ ଜିଲାର ଅନ୍ୟ ଅଞ୍ଚଳ ମଧ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି। ଏଭଳି ସ୍ଥିତି ଯୋଗୁ ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୩।୧୨: ଅନୁଗୋଳକୁ କରାଯିବ ମଡେଲ୍‌ ସିଟି। ରାଜ୍ୟର ପ୍ରଥମ ହେଲ୍‌ଥ କରିଡର ଏଠାରେ ନିର୍ମାଣ ହେବ। ଏଥିସହ ସହରକୁ ଏପରି ନବରୂପ ଦିଆଯିବ ଯେ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ବୟାନ ଦେଲେ ରାତି ଜଗୁଆଳି, କହିଲେ ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫ୍‌ଓ

ଗଜପତି,୪ା୯(ଡି.ଏନ୍‌.ଏ.): ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଯେତିକି ବିଳମ୍ବ ହେଉଛି ସେତିକି ଅଡୁଆ ବଢୁଛି। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ...

ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ: ମତୁଆଲଗୁଡା ଚାମ୍ପିୟନ

ଜୁନାଗଡ,୬।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗଁାରେ ଗତ ନଭେମ୍ବର ୨୫ତାରିଖଠାରୁ ଚାଲିଥିବା ମା’ ଚିକଲେନ ବୁଡି କ୍ରିକେଟ ଟୁର୍ନାମେଣ୍ଟ...

ଏଭରେଷ୍ଟ ଅଭିଯାନ : ୩ନଂ. ବେସ୍‌ କ୍ୟାମ୍ପରେ କଳ୍ପନା

ଢେଙ୍କାନାଳ ଅଫିସ,୧୩ା୫: ଏଭରେଷ୍ଟର ଉତ୍ତୁଙ୍ଗ ଶିଖରକୁ ଛୁଇଁବାକୁ ଅଦମ୍ୟ ଇଚ୍ଛା ନେଇ ପୁଣିଥରେ ଅଭିଯାନ ଆରମ୍ଭ କରିଛନ୍ତି ଢେଙ୍କାନାଳର ଦୁଃସାହସିକା କ୍ରୀଡ଼ାବିତ୍‌ କଳ୍ପନା ଦାଶ। ନେପାଳର...

୨୦ ବର୍ଷ ପାକିସ୍ତାନ ଜେଲରେ ସଜା କାଟିଲେ ସୁନ୍ଦରଗଡ଼ର ବିରଜୁ

ସୁନ୍ଦରଗଡ,୨।୧୧(ଡି.ଏନ୍‌.ଏ)-୨୫ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପାକିସ୍ତାନ ଜେଲରେ ୨୦ବର୍ଷ ଧରି ସଜା କାଟି ସାରିବା...

ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ...

ନର୍ସଙ୍କ ଅସାବଧାନତା: ଇଞ୍ଜେକ୍‌ସନ ଦେବା ବେଳେ ଶିଶୁ ପିଚାରେ ରହିଗଲା ଛୁଞ୍ଚି, ମାସେ ଯନ୍ତ୍ରଣା ପରେ ବାହାରିଲା

ମାଧପୁର, ୧୭ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମାଧପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପଲା ପଞ୍ଚାୟତ ମହନଖୋଳି ଗ୍ରାମର ସୀତାକାନ୍ତ ପଣ୍ଡାଙ୍କ...

ଛତ୍ରପୁରର ୧୧ ଗାଁରେ ମିନି କଣ୍ଟେନମେଣ୍ଟ: ଜାଣନ୍ତୁ କେଉଁଗୁଡ଼ିକ

ଛତ୍ରପୁର, ୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୧ ଗାଁରେ ଗୋଟିଏ ଲେଖାଏ ସାହି ମିନି କଣ୍ଟେନମେଣ୍ଟ ଜୋନରେ ରହିଛି। ଏଠାରେ କରୋନା ପଜିଟିଭ୍‌ ସଂଖ୍ୟା...

Advertisement


Archives

Model This Week