Posted inଜାତୀୟ

ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପଢିଲେ ମଦୁଲାଇ ମୁସଲମାନ

ମଦୁରାଇ,୨୪।୬: ତାମିଲନାଡୁରେ ଲୋକେ ଏବେ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ଦେଶର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଥିବା ବେଳେ ତାମିଲନାଡୁରେ କିନ୍ତୁ ବର୍ଷା ହୋଇନାହିଁ। ଏଥିପାଇଁ ମୁସଲମାନମାନେ ଏକ ସ୍ବତନ୍ତ୍ର ନମାଜ ପାଠର ଆୟୋଜନ କରିଛନ୍ତି। ବର୍ଷା ପାଇଁ ନମାଜ ପାଠ ସହ ଏମାନେ ଉପବାସ ମଧ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଭଲ ବର୍ଷା ପାଇଁ ଏଠାରେ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବିମୁଦ୍ରୀକରଣ ଲକ୍ଷ୍ୟ ଭୁଲ୍‌ ପ୍ରମାଣିତ’

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନୀତିକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୁକ୍ରବାର ସମାଲୋଚନା କରାଯାଇଛି। ବିମୁଦ୍ରୀକରଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି...

‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ ବିଭାଜନ ହୋଇ ନ ଥାନ୍ତା’

ଲକ୍ଷ୍ନୌ,୧୦।୧୧:: ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କ ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିବି) ସଭାପତି ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା...

ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି...

କ୍ୱାରାଣ୍ଟାଇନ୍‌ରେ ଉମା ଭାରତୀ: ନମୁନା କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୭।୯: ଭାଜପା ସଦସ୍ୟା ଉମା ଭାରତୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରବିବାର ଉମା ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି

ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫...

ସିଂଘଓ୍ବି ରାମଦେବ ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ...

ପିକେଙ୍କ ଜନ ସୁରାଜ ଯାତ୍ରା ଭାଜପା ଦ୍ୱାରା ପ୍ରାୟୋଜିତ, ଲଲନଙ୍କ ଅଭିଯୋଗ…

ପାଟନା,୩।୧୦ :ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ଓରଫ ଲଲନ ସିଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଯାତ୍ରାକୁ ଭାଜପା...

ଯାତ୍ରା ସମୟରେ ବି କାର୍ଯ୍ୟବ୍ୟସ୍ତ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ବୁଧାବାର ଦିଲ୍ଲୀ ଛାଡିଛନ୍ତି । ଗୁରୁବାର ସେ ଆମେରିକା ପହଞ୍ଚିଛନ୍ତି । ଏହାରି...

Advertisement
Archives

Model This Week