ବର୍ଷାଦିନରେ କେଶର ଯତ୍ନ

ବର୍ଷାଦିନରେ ବଢ଼ୁଥିବା କେଶ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଆପଣଙ୍କୁ କେତୋଟି ଉପାୟ ଦିଆଯାଉଛି ଯାହାକୁ ଆପଣାଇ ହେବେ ଟେନସନ୍‌ ଫ୍ରି । ଜାଣନ୍ତୁ ଏ ସମ୍ପର୍କରେ …

ମନ୍‌ସୁନ୍ ରେ  ସ୍କାଲ୍ପକୁ ଡ୍ରାଏ ରଖନ୍ତୁ ।
ଯଦି  ବର୍ଷାରେ କେଶ ଓଦା ହୋଇଯାଇଛି ତେବେ ତାକୁ ଶୁଖାଇ ଦିଅନ୍ତୁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ। ଏହାଦ୍ୱାରା ଫଙ୍ଗାଲ ଇନ୍‌ଫେକ୍‌ସନ୍‌ ହେବାର ଆଶଙ୍କା ରହିଛି।
ଭଲ ହେବ ଯଦି କେଶ ଓଦା ହୋଇଛି ତେବେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କାହିଁକି ନା ବର୍ଷାପାଣିରେ ଏସିଡିକ୍‌ ଥାଏ। ଯାହା କେଶକୁ ଖରାପ୍‌ କରିପାରେ।
ସପ୍ତାହରେ  ଦୁଇ ତିନିଥର ନିଶ୍ଚିତ ମୁଣ୍ଡ ଧୁଅନ୍ତୁ।
ମୁଣ୍ଡ  ସଫା କରିବା ପୂର୍ବରୁ ତେଲ ନିଶ୍ଚିତ ଭାବେ ଲଗାନ୍ତୁ।
ନଖ ଉଷୁମ ତେଲରେ ମୁଣ୍ଡକୁ ମସାଜ୍‌ କରନ୍ତୁ।
କେଶକୁ  ନାଚୁରାଲ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।
ଅଧିକ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।
ଓଦା  କେଶକୁ କୁଣ୍ଡାନ୍ତୁ ନାହିଁ।
ବଡ଼  ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ଛିଡ଼ିବ ନାହିଁ। ହେୟାର ବ୍ରଶ ସବୁବେଳେ ଭଲ କ୍ୱାଲିଟିର ହେବା ଦରକାର। ମଝିରେ ମଝିରେ ଏହାକୁ ସଫା କରିବାକୁ ଚେଷ୍ଟା କରନ୍ତୁ।
ବହୁତ ଜୋର୍‌ରେ ରଗଡ଼ି ରଗଡ଼ି କେଶକୁ ପୋଛନ୍ତୁ ନାହିଁ।
ହେୟାର  ଷ୍ଟାଇଲ୍‌ ସିମ୍ପଲ ଓ ଶର୍ଟ ରଖନ୍ତୁ।
ଭିଟାମିନ୍ ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ସ୍ବାଦ ନୁହେଁ, ଧନସମ୍ପତ୍ତି ବୃଦ୍ଧି କରିଥାଏ ରୋଷେଇ ଘରେ ଥିବା ଏହି ମସଲା; ଜାଣନ୍ତୁ କ’ଣ କୁହେ ବାସ୍ତୁ…

କୁହାଯାଏ, ଘରର ବାସ୍ତୁ ଠିକ୍‌ ନ ଥିଲେ ବ୍ୟକ୍ତିଟିଏ ଉନ୍ନତି କରିପାରେନା। ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ସୌଭାଗ୍ୟ ପ୍ରାପ୍ତ କରିବା ଲାଗି ମସଲାମାନଙ୍କର...

ସକାଳୁ ଅଧାଗ୍ଲାସ୍‌ ତ୍ରିଫଳା ପାଣି…

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ତ୍ରିଫଳା ପାଣିରେ ଲାକ୍ସାଟିଭ୍‌, ଭିଟାମିନ୍‌, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ...

କେବଳ କନ୍ୟାର ସୁନ୍ଦରତା ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

କୃତ୍ରିମ ସ୍ପାଇଡର ସିଲ୍‌କ

ବୁଣିଆଣୀ ସୂତାକୁ ଏଣିକି ଲାବରେଟୋରୀରେ ପ୍ରସ୍ତୁତ କରିହେବ। ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚ ବର୍ଷ ଏ ସମ୍ପର୍କିତ...

ଏହି ୪ ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର, ଶାଶୁଘର ସହ ସ୍ବାମୀଙ୍କ ଉପରେ ଥାଏ କଣ୍ଟ୍ରୋଲ

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ...

ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍‌, ନଚେତ୍‌…

ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା...

ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା

ପିଲାଙ୍କ ଖାଦ୍ୟରେ ଠିକ୍‌ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ...

ଆଖିରେ ଆଲୁଅ ହୋଇଥିଲେ…

ଅତ୍ୟଧିକ ଗରମ ବା ପେଟ ଗରମ ହେଲେ ଆଖିପତାରେ ଆଲୁଅ ଉଠିଥାଏ। ଏହା ଖୁବ୍‌ ଯନ୍ତ୍ରଣାଦାୟକ। ଘରୋଇ ଉପଚାର ମାଧ୍ୟମରେ କିପରି ଏହାକୁ ଠିକ୍‌ କରାଯାଇ...

Advertisement
Archives

Model This Week